Day: 4 July 2022

ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ନିର୍ଭୟ ମିଡ଼ିଆ : ପୁରୀ : ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପରେ ଶ୍ରୀଜିଉ । ଜନ୍ମବେଦୀରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବର୍ଷ ପରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ଦର୍ଶନ ମିଳୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି…

୧୨ ଘଣ୍ଟିଆ ତାଳଚେର ବନ୍ଦ

ନିର୍ଭୟ ମିଡ଼ିଆ : ତାଳଚେର : ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ସୋମବାର ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି । ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଫଳରେ ତାଳଚେର…

ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା

ନିର୍ଭୟ ମିଡ଼ିଆ : ଭଦ୍ରକ : ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗାଁର ବିଦ୍ୟାଧର ମାଝୀ । ଗତକାଲି ବିଦ୍ୟାଧର…

କଲଭର୍ଟରେ ପିଟି ହୋଇ ଜଳିଗଲା ବସ୍‌

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ୍‌ ଆଜି ସକାଳୁ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି । ବସ୍‌ଟି ଏକ କଲଭର୍ଟ ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ନିଆଁ ଲାଗିଯାଇଥିବା ଜଣାଯାଇଛି ।…

ଘାଟିରୁ ଖସିଲା ସ୍କୁଲ୍‌ ବସ୍‌, ଛାତ୍ରଛାତ୍ରୀଙ୍କ ସମେତ ୧୦ ମୃତ

ଏଜେନ୍ସୀ : ହିମାଚଳପ୍ରଦେଶ : ସ୍କୁଲ ବସ୍‌ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ବସ୍‌ଟି ଘାଟିରୁ ରାସ୍ତା ତଳକୁ ଖସି ପଡ଼ିଥିଲା । ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘାଟିରୁ…

୬ରେ ବାହାରିବ ମାଟ୍ରିକ ରେଜଲ୍ଟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଉ ମାତ୍ର ଦିନକ ପରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଆସନ୍ତା ୬ ତାରିଖ ଅପରାହ୍ନ ୧ଟା ବେଳକୁ ବାହାରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା…

ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ଜିତିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିଂଦେ

ଏଜେନ୍ସୀ : ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ଫ୍ଲୋରଟେଷ୍ଟରେ ସିଂଦେ ଗୋଷ୍ଠୀ ୧୬୪ ଭୋଟ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ଏହି ଫ୍ଲୋର ଟେଷ୍ଟରେ “ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ ମିଳିଛି । ଆଜି…

୬ ମାସ ଭିତରେ ଭାଙ୍ଗିବ ସିନେ୍ଦ ସରକାର : ଶରଦ ପାୱାର

ଏଜେନ୍ସୀ : ମୁମ୍ବାଇ : ଭାଜପା ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିଂଦେ ସୋମବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଏଥିପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ବଡ଼ ବୟାନ ଦେଇଛନ୍ତି ଏନସିପି ସୁପ୍ରିମୋ…

ବଢୁଛି କୋଭିଡ୍‌ ସଂକ୍ରମଣ, ବଢ଼ିଲା ଟେଷ୍ଟିଂ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରାଜଧାନୀ ଭୁବନେଶ୍ୱରରେ ଟେଷ୍ଟିଂ ସେଣ୍ଟରକୁ ବିଏମ୍‌ସି ବଢ଼ାଇଛି । ଏବେ ଭୁବନେଶ୍ୱରର ୨୫ଟି ୟୁପିଏଚ୍‌ସି ଓ ୟୁସିଏଚ୍‌ସିରେ କୋଭିଡ୍‌ ଟେଷ୍ଟ ବ୍ୟବସ୍ଥା ରହିଛି । ସକାଳ ୯ଟାରୁ ୧୧ଟା…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବର୍ଷା ସମ୍ଭାବନା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସୋମବାର ଉତ୍ତର ଓଡିଶା ପାଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା…