Day: 4 July 2022

ସଶକ୍ତ ନା ଅସହାୟ ମହିଳା, ୩ ବର୍ଷରେ ୧୬ ହଜାର ଦୁଷ୍କର୍ମ

ନିର୍ଭୟ ମିଡିଆ : ଭୁବନେଶ୍ୱର : ୨୦୨୦ ଅକ୍ଟୋବରରେ ଉତ୍ତରପ୍ରଦେଶର ହାଥ୍‌ରସରେ ଏକ ଦଳିତ ଯୁବତୀଙ୍କ ବଳାକ୍ରାର ଘଟଣାରେ ଓଡ଼ିଶା ବିଧାନସଭା ଉଠିଥିଲା ପଡ଼ିଥିଲା । କେନ୍ଦ୍ରର ମୋଦୀ ସରକାର ଏବଂ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଓଡ଼ିଶା ବିଧାନସଭା ଭିତରେ…

ଭାଜପା ଓ ନୀତୀଶଙ୍କ ଉପରେ ବର୍ଷିଲେ ପାଶୱାନ

ଏଜେନ୍ସୀ : ପାଟନା : ଲୋକଜନଶକ୍ତି ପାର୍ଟି ପାଶୱାନ ଗ୍ରୁପର ଚିରାଗ ପାଶୱାନ ବିହାରରେ ଶାସନ କରୁଥିବା ଜଦୟୁ ଓ ଭାଜପା ମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି । ଦୁଇଟି ଯାକ ଦଳ ଏକାଠି ସରକାର ଚଳାଉଥିଲେ ମଧ୍ୟ ସେମାନଙ୍କର ମଧ୍ୟରେ…

ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ

ନିର୍ଭୟ ମିଡ଼ିଆ : ପୁରୀ : ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଦେଖାଦେଇଛି ଫାଟ । ରଥର ଦକ୍ଷିଣମୋଡ଼ ପୂର୍ବରୁ ଆଜି ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ…

ବ୍ୟୁଟି ୱିଥ୍‌ ବ୍ରେନ, ସିନି ସେଟ୍ଟି ମିସ୍‌ ଇଣ୍ଡିଆ -୨୦୨୨

ଏଜେନ୍ସୀ : ମୁମ୍ବାଇ : ଦେଶକୁ ମିଳିଛି ନୂଆ ବ୍ୟୁଟି କୁଇନ୍‌ । ଫେମିନା ମିସ୍‌ ଇଣ୍ଡିଆ-୨୦୨୨ର ଘୋଷଣା ହୋଇଛି । କର୍ଣ୍ଣାଟକର ସିନି ସେଟ୍ଟି ପିନ୍ଧିଛନ୍ତି ମିସ୍‌ ଇଣ୍ଡିଆ ମୁକୁଟ । ବ୍ୟୁଟି ୱିଥ୍‌ ବ୍ରେନ୍‌ ସିନି ୩୧ ପ୍ରତିଯୋଗୀଙ୍କୁ…

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଅଙ୍କିତକୁ ବାନ୍ଧିଲା ପୁଲିସ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ସିଙ୍ଗରରୁ ରାଜନେତା ବିନିଥିବା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଥିବା ଅଙ୍କିତ ସିର୍ସାକୁ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ଗିରଫ କରିବାକୁ ସକ୍ଷମ ହୋଇଛି । ଅଙ୍କିତ ସହ ତା’ର ସହଯୋଗକୁ ମଧ୍ୟ ଗିରଫ…

ଅହମଦାବାଦର ନାଁ ଆଦାନୀବାଦ ରଖିବାକୁ ପରାମର୍ଶ ଦେଲେ କେଟିଆର

ଏଜେନ୍ସୀ : ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦକୁ ଭାଗ୍ୟନଗର ଭାବେ ସମ୍ବୋଧନ କରିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି । ଭାଜପା କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ଭାଗ୍ୟନଗର କରାଯିବ ବୋଲି ମଧ୍ୟ ଦଳର ନେତାମାନେ ମତ…

ତୈଳ ସଙ୍କଟ ଯୋଗୁ ବନ୍ଦ ହେଲା ସବୁ ସ୍କୁଲ

ଏଜେନ୍ସୀ : କଲମ୍ବୋ : ସାଂଘାତିକ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଆଜି ଠାରୁ ଶ୍ରୀଲଙ୍କାରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ଏ ସମ୍ପର୍କରେ ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି । ଜୁଲାଇ ୪ରୁ…

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସ୍କାମ : ପୂର୍ବତନ ପୁଲିସ କମିଶନରଙ୍କୁ ଇଡିର ସମନ

ଏଜେନ୍ସୀ : ମୁମ୍ବାଇ : ବହୁ ଚର୍ଚ୍ଚିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସ୍‌ଇ) ସ୍କାମ ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ସଞ୍ଜୟ ପାଣ୍ଡେଙ୍କୁ ସମନ କରିଛି । ଏହି ଦୁର୍ନୀତିରେ ତାଙ୍କ ଭୂମିକା ବିଷୟରେ ଜାଣିବା…

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ!

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଦ୍ୱାଦଶ ରେଜଲ୍ଟ । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି । ଚଳିତବର୍ଷ ଏପ୍ରିଲ ୨୮ ତାରିଖରେ ଯୁକ୍ତ…

ଆଜିଠୁ ଓଜେଇଇ, ୫୮ ହଜାର ପିଲା ଦେବେ ପରୀକ୍ଷା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପୁଟର ବେସ୍‌ଡ ପରୀକ୍ଷା ହେବ । ଏଥିପାଇଁ ମୋଟ ୫୭, ୯୧୮ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସର୍ବାଧିକ ଲାଟେରାଲ…