Day: 2 July 2022

କହ୍ନେୟା ହତ୍ୟାକାଣ୍ଡରେ ସାମିଲ ଥିଲେ ୫ ଆତଙ୍କୀ

ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କ ବର୍ବର ହତ୍ୟା ଘଟଣାରେ ଦୈନିକ ହେଉଛି ନୂଆ ଖୁଲାସ । ପୁଲିସ ଯାଞ୍ଚରୁ ଏବେ ଜଣାପଡ଼ିଛି ଯେ, ଏହି ହତ୍ୟାକାଣ୍ଡରେ ମୋହମ୍ମଦ ରିଆଜ ଏବଂ ଗୋସ ମହମ୍ମଦଙ୍କ ବ୍ୟତିରେକ ଆଉ ୩ ଆତଙ୍କୀ ସାମିଲ ଥିଲେ…

କ୍ୟାପଟେନ୍‌ ବନିପାରନ୍ତି ଉପରାଷ୍ଟ୍ରପତି

ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇପାରନ୍ତି । ଏହି ଚର୍ଚ୍ଚା କ୍ୟାପଟେନ୍‌ ନିଜ ଦଳ ଲୋକ କଂଗ୍ରେସକୁ ଭାଜପାରେ ବିଲୟ କରିବାର ପ୍ରସ୍ତୁତି ପରେ ଜୋର ଧରିଛି । କ୍ୟାପଟେନଙ୍କର…

ସୋନିଆଙ୍କ ପଡ଼ୋଶୀ ହେବେ କୋବିନ୍ଦ

ଜୁଲାଇ ୨୫ରୁ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ହେବ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀଙ୍କ ବଙ୍ଗଳା ନିକଟରେ ଥିବା ସରକାରୀ କ୍ୱାର୍ଟର । ସହରୀ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ କୋବିନ୍ଦଙ୍କ ପାଇଁ ୧୨, ଜନପଥରେ ଥିବା ବଙ୍ଗଳା…

ଭାଙ୍ଗିଦେଲେ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି

ପୂର୍ବରୁ ଶ୍ରୀମନ୍ଦିର ରୋଷଘର ୮୦ରୁ ଅଧିକ ଚୁଲି ଭଙ୍ଗା ଘଟଣା ବଡ଼ ଚର୍ଚ୍ଚାରେ ଥିଲା । ଏହି ଘଟଣାରେ ଜଗନ ମହାପାତ୍ର ନାମକ ଜଣେ ଯୁବକକୁ ଗିରଫ କରାଯାଇଥିଲା । ଆଉ ଏବେ ତିନି ଠାକୁର ଆଡ଼ପ ମଣ୍ଡପକୁ ବିଜେ କରିବା…

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଆଜିଠୁ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଆରମ୍ଭରେ ଦିବଙ୍ଗତ ବିଧାୟକ ସୁରେନ୍ଦ୍ର କହଁରଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଓ କଂଗ୍ରେସ…