Day: 1 July 2022

କହ୍ନେୟା ଲାଲ ହତ୍ୟାକାଣ୍ଡ: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ୨ ଅଭିଯୁକ୍ତ

ଏଜେନ୍ସୀ : ଜୟପୁର : ରାଜସ୍ଥାନ ଉଦୟପୁରରେ ଦରଜୀ କହ୍ନେୟା ଲାଲଙ୍କୁ ନାରକୀୟ ଭାବେ ହତ୍ୟା କରିଥିବା ୨ ଅଭିଯୁକ୍ତ ଆତଙ୍କବାଦୀଙ୍କୁ ସ୍ଥାନୀୟ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଗତକାଲି ଉଦୟପୁର ସେସନ କୋର୍ଟ ଜୁଲାଇ ୧୩…

ଆଜି ଇଡିରେ ହାଜର ହେବେ ସଞ୍ଜୟ ରାଓତ

ଏଜେନ୍ସୀ : ମୁମ୍ବାଇ : ମନିଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ ଶିବସେନା ନେତା ସଞ୍ଜୟ ରାୱତ । ଏ କଥା ସେ ନିଜେ ପ୍ରକାଶ କରିଛନ୍ତି । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଇଡି ପକ୍ଷରୁ…

ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ପବିତ୍ର ଘୋଷଯାତ୍ରା ଅବସରରେ ଆସିଛି ଏକ ଦୁଃଖଦ ଖବର। ଆଉ ନାହାନ୍ତି ଜଣାଶୁଣା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା। ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ…

ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସରିଲା ପହଣ୍ଡି

ନିର୍ଭୟ ମିଡ଼ିଆ :ପୁରୀ : ଆଜି ପବିତ୍ର ଘୋଷଯାତ୍ରା। ପୁରୀରେ ଚତୁଦ୍ଧାମୂର୍ତ୍ତି ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି। ବାକି ନୀତିକାନ୍ତି ସହିତ ଛେରା ପହଁରା ସରିଲେ ହେବ ରଥଟଣା। ସବୁ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ରଥଟଣା ବି ଧାର୍ୟ୍ୟ…