Month: June 2022

କମ୍ବିଂ ବେଳେ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ

ନିର୍ଭୟ ମିଡ଼ିଆ : ଭବାନୀପାଟଣା : କମ୍ବିଂ ଅପରେସନ୍‌ ବେଳେ କଳାହାନ୍ଦି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ନାପାଡ଼ାଲୁ ଜଙ୍ଗଲରୁ ୪ଟି ଆଇଇଡି, ୪ଟି ଗୁଳି ଓ ବିସ୍ଫୋରକ ସହିତ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ…

ରାସ୍ତା ଚଉଡା କରିବାକୁ କଟାଯିବ ୨ ଶହ ଗଛ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବହୁ ବିରୋଧ ଆଉ ବିବାଦ ପରେ ରାଜଧାନୀରେ ଏମଏଲଏ କଲୋନୀ ଠାରେ ଗଛ ବଳି ନିଷ୍ପତ୍ତିରୁ ଓହରିଲେ ସରକାର । ହେଲେ ଏବେ ସେମିତି ଆଉ ଏକ ନିଷ୍ପତ୍ତିକୁ ନେଇ ଚିନ୍ତାରେ ରାଜଧାନୀବାସୀ ।…

ଆଜି ଆସିବ ୩ ଲୋକସଭା ଓ ୭ ବିଧାନସଭା ଉପନିର୍ବାଚନ ଫଳ

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ଆସିବ ଦେଶର ୬ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ରେଜଲ୍ଟ । ଜୁନ୍‌ ୨୩ ତାରିଖରେ ତିନି ଲୋକସଭା ଆସନ ଓ ୭ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା ।…

ଜରୁରୀ ଅବତରଣ କଲା ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର

ଏଜେନ୍ସୀ : ଲକ୍ଷ୍ନୌ : ଜରୁରୀ ଅବତରଣ କଲା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର । ଏକ ପକ୍ଷୀ ମାଡ଼ ହୋଇଯିବାରୁ ହେଲିକପ୍ଟରଟିକୁ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ ପାଇଲଟ । ବାରାଣସୀର ବାବାତପୁର ବିମାନବନ୍ଦରରେ ହେଲିକପ୍ଟରଟି…

ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟଙ୍କ ଚେତାବନୀ, ସାହସ ଅଛି ତ ମୁମ୍ବାଇ ଆସ

ଏଜେନ୍ସୀ : ମୁମ୍ବାଇ : ଥମୁନି ମହାରାଷ୍ଟ୍ର ରାଜନୀତି ଝଡ । ଶିବସେନାରେ ଲାଗିଥିବା ନିଆଁ ଏବେ ଉଗ୍ର ରୂପ ଧାରଣ କଲାଣି । ଗୋଟିଏ ପଟେ ଉଦ୍ଧବ ଓ ଅନ୍ୟପଟେ ସିଂଦେ । ୪୦ରୁ ଅଧିକ ବିଧାୟକ ବିଦ୍ରୋହ କରି…

ସିଂଦେଙ୍କ ଗ୍ରୁପରେ ‘ଫାଟ ! ୧୫ ଶିବସେନା ବିଧାୟକଙ୍କୁ ଜେଡ୍‌ ପ୍ଳସ୍‌ ସୁରକ୍ଷା

ଏଜେନ୍ସୀ : ମୁମ୍ବାଇ : ଦିନକୁ ଦିନ ଜଟିଳ ହେଉଛି ମହାରାଷ୍ଟ୍ର ରାଜନୀତି । ସିଂଦେ ଓ ଉଦ୍ଧବଙ୍କ ମଧ୍ୟରେ ଚାଲିଛି ଛକପଞ୍ଝା । ଏହାରି ଭିତରେ ବଢ଼ିଛି ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା । ୧୫ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ କେନ୍ଦ୍ର…

ମହାରାଷ୍ଟ୍ର ରାଜନୀତିକ ସଙ୍କଟ : ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଏଜେନ୍ସୀ : ମୁମ୍ବାଇ : ଉଠୁଛି ପଡୁଛି ମହାରାଷ୍ଟ୍ର ରାଜ୍ୟ ରାଜନୀତି । ଦିନ ଯେତିକି ଗଡୁଛି ସେତିକି ଦ୍ୱନ୍ଦ୍ୱ ସେତିକି ବଢୁଛି । ଶିବସେନା ବନାମ ବିଦ୍ରୋହୀ ବିଧାୟକଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ ସରଗରମ ସ୍ଥିତି ଜାରି ରହିଛି…

ୟୁରୋପୀୟ ୟୁନିୟନରେ ସାମିଲ ହେବ ୟୁକ୍ରେନ, ମିଳିଲା ପ୍ରାର୍ଥୀର ମାନ୍ୟତା

ଏଜେନ୍ସୀ : କିଭ୍‌ : ରୁଷ ସହ ଫେବୃଆରୀ ୨୪ରୁ ଯୁଦ୍ଧ କରି ଆସୁଥିବା ୟୁକ୍ରେନକୁ ମିଳିଛି ବଡ଼ ଆଶ୍ୱସ୍ତି । ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ୟୁକ୍ରେନକୁ ଦାବିଦାର ଭାବେ ଚୟନ କରାଯାଇଛି । ଅର୍ଥାତ ୟୁକ୍ରେନକୁ ୟୁରୋପୀୟ ୟୁନିୟନର…

ଅଭିନେତା ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଓଲିଉଡ ଜଗତକୁ ଶକ୍ତ ଝଟକା । ଜୀବନ ହାରିଲେ ଓଲିଉଡର ଅଭିନେତା ରାଇମୋହନ ପରିଡ଼ା । ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି । ଏପରି…

ରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ଏଜେନ୍ସୀ : ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ମଧ୍ୟାହ୍ନରେ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ସଂସଦ ଭବନରେ ଭାଜପା ଓ ଏନଡିଏ ନେତାଙ୍କ ଉପସ୍ଥିତିରେ ଶ୍ରୀମତୀ ମୁର୍ମୁ ପ୍ରାର୍ଥିପତ୍ର…