Month: June 2022

ଟ୍ରକକୁ ପଛରେ ପିଟିଲା କାର୍, ୮ ଗୁରୁତର

ନିର୍ଭୟ ମିଡ଼ିଆ : ନୟାଗଡ଼ : ସୋନପୁର ଜିଲ୍ଲାରୁ ପୁରୀ ଆସୁଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ। ହେଲେ ବାଟରେ ଘଟିଗଲା ଅଘଟଣ । ଡ୍ରାଇଭରର ଆଖି ଲାଗି ଯିବାରୁ ଘଟିଲା ଦୁର୍ଘଟଣା । ଏକ ଟ୍ରକ୍ ପଛ ପଟେ ଦ୍ରୁତ…

ଋଣ ସୁଝି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ନିର୍ଭୟ ମିଡ଼ିଆ : ସୁବର୍ଣ୍ଣପୁର : ଋଣ ସୁଝି ନ ପାରି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏହି ଚାଷୀ ଜଣକ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଟୁନିଆମୁଣ୍ଡା ଗାଁର ଭଗବାନ ଜୁଆଡ଼ୀ। ସେ ବ୍ୟାଙ୍କ ଋଣ କରିବା ସହ ହାତ…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିର୍ଭୟ ମିଡ଼ିଆ : ନବରଙ୍ଗପୁର : ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ଜଙ୍ଗଲରୁ ଏହି ମୃତଦେହ ମିଳିଛି । କାଜୁ ଜଙ୍ଗଲଟି ଗ୍ରାମ…

ଅପହରଣ ପରେ ସରପଞ୍ଚଙ୍କ ଗଳାକାଟି ହତ୍ୟା

ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲା ତୋୟନାର ଥାନା ଅନ୍ତର୍ଗତ ମୋରମେଡ଼ ଗ୍ରାମପଞ୍ଚାୟତରେ ସରପଞ୍ଚଙ୍କୁ ଗତକାଲି ବିଳମ୍ବିତ ରାତିରେ ଗଳାକାଟି ହତ୍ୟା କଲେ ନକ୍ସଲ । ଜିଲ୍ଲାରେ ନିଜର ଉପସ୍ଥିତ ଜାହିର…

ହାତାହାତି ହେଲେ ଏସ୍‌ଏଚଜି ଗୋଷ୍ଠୀ, ବିସ୍କୁଟ ଖାଇ ଫେରିଲେ ପିଲା

ନିର୍ଭୟ ମିଡ଼ିଆ : ଭଦ୍ରକ : ମଧ୍ୟାହ୍ନ ଭୋଜନ ରନ୍ଧାକୁ କେନ୍ଦ୍ର କରି ହାତାହାତି ହେଲେ ଏସ୍‌ଏଚଜି ଗୋଷ୍ଠୀ । ଆଉ ମଧ୍ୟାହ୍ନ ଭୋଜନ ନ ପାଇ ବିସ୍କୁଟ ଖାଇ ଫେରିଲେ ଛାତ୍ରଛାତ୍ରୀ । ଏସ୍‌ଏଚଜି ସଦସ୍ୟାଙ୍କ ମାରପିଟ୍‌ର ଭିଡିଓ ଏବେ…

ମୁମ୍ବାଇ: କୋଠା ଭୁଶୁଡ଼ିବା ଘଟଣାରେ ୧୯ ମୃତ, କ୍ଷତିପୂରଣ ଘୋଷଣା

ଏଜେନ୍ସୀ : ମୁମ୍ବାଇ : ସୋମବାର ରାତିରେ ମୁମ୍ବାଇର କୁର୍ଲା ଅଂଚଳରେ ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ମୁମ୍ବାଇ ପୁଲିସର କହିବା ଅନୁଯାୟୀ ଏଥିରେ ୧୫ ଜଣ ଆହତ…

ଯୁବ ଓଡ଼ିଆ ବୈଜ୍ଞାନିକଙ୍କ ହେଲିକେପ୍ଟର ଦୁର୍ଘଟଣାରେ ମୃତ୍ୟୁ

ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ସତ୍ୟମ୍ବଦ ପାତ୍ର ନିଜର ହାଇସ୍କୁଲ କେରିଏର ମାଲକାନଗିରିରେ ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇକୁ ଯାଇଥିଲେ । ସେଠାରେ ସେ ଭୂତତ୍ତ୍ୱବିତ ଶିକ୍ଷା ଗ୍ରହଣ କରିବା…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୪ ସ୍ଥାନରେ ଚାଲିଛି ରେଡ୍‌

ନିର୍ଭୟ ମିଡ଼ିଆ : କଟକ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ପ୍ରଭାତ ରାଉତଙ୍କ ଘର ସମେତ ୪ଟି ସ୍ଥାନରେ…

ରାଜ୍ୟପାଳ କହିଲେ ବହୁମତ ସାବ୍ୟସ୍ତ କର, ସୁପ୍ରିମକୋର୍ଟ ଗଲା ଶିବସେନା

ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କୁ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ କରିଥିବା ଆମନ୍ତ୍ରଣକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛି ଶିବସେନା । ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ଶିବସେନା ନେତା ସୁପ୍ରିମକୋର୍ଟ ଯାଇଛନ୍ତି । ଆବେଦନରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ…

୨୪ ଘଣ୍ଟାରେ ୩୦ ଜଣଙ୍କ ଜୀବନ ନେଲା କୋଭିଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଦିନକୁ ଦିନ ଅଧିକ ଶକ୍ତିଶାଳି ହେଉଛି ମହାମାରୀ କୋଭିଡ୍‌ । ସ୍ଥିତି ଏମିତି ହେଲାଣି ଦୈନିକ ମାମଲା ୧୫,୦୦୦ ଛୁଇଁଲାଣି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ…