Month: June 2022

ପୁଣି ଡରାଇଲାଣି କରୋନା, ଫେରିଲାଣି କଟକଣା

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା । ଦେଶରେ ଗତ କିଛି ଦିନର ବିରତି ପରେ ପୁଣି ଉପରମୁହାଁ ହେଲାଣି ମହାମାରୀ । ଲଗାତର ବଢ଼ିଚାଲିଛି ଦୈନିକ ସଂକ୍ରମଣ । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଦୁଇଗୁଣା…

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଏଜେନ୍ସୀ : ଶ୍ରୀନଗର : ଜମ୍ମୁକଶ୍ମୀରରେ ଡବଲ ଏନନ୍‌କାଉଣ୍ଟର । ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ । ଜମ୍ମୁକଶ୍ମୀରର କୁପୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।…

ଆମେରିକାରେ ପୁଣି ଚାଲିଲା ଗୁଳି, ୯ ଜଣଙ୍କ ଜୀବନ ଗଲା

ଏଜେନ୍ସୀ : ୱାଂଶିଟନ : ଆମେରିକାରେ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ଼ ଘଟଣା ଜାରି ରହିଛି । ଏହିକ୍ରମରେ ଦେଶର ଆଉ ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି । ଏଥିରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ୨୪ରୁ ଅଧିକ ଲୋକ…

ସୋସିଆଲ ମିଡିଆରେ ମୁହଁ ଖୋଲିଲେ ଅନୁଭବ

ନିର୍ଭୟ ମିଡ଼ିଆ : କଟକ : କୋର୍ଟଙ୍କ ନିର୍ଦ୍ଦେଶ ପରେ ବେଶ୍‌ କିଛି ଦିନ ଧରି ଚୁପ୍‌ ରହିଥିବା କେନ୍ଦ୍ରାପଡ଼ା ସାଂସଦ ପୁଣି ଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ଏଥର ତାଙ୍କ ଟାର୍ଗେଟକୁ ଆସିଛନ୍ତି ତାଙ୍କ ନାଁରେ ମିଥ୍ୟା…

କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି, କୋର୍ଟରେ ଆବେଦନ

ଏଜେନ୍ସୀ : କୋଲକାତା : ପ୍ରଖ୍ୟାତ ତଥା ଲୋକପ୍ରିୟ ବଲିଉଡ ଗାୟକ କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୈତିକ ବିବାଦ । ଏବେ ଏହି ମାମଲା କୋର୍ଟରେ ପହଞ୍ଚି ଗଲାଣି । ଗାୟକଙ୍କ ମୃତ୍ୟୁର ସିବିଆଇ…

ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ , ଦୁଇ ସଂପ୍ରଦାୟ ମଧ୍ୟରେ ପଥର ମାଡ

ଏଜେନ୍ସୀ : ଉତ୍ତରପ୍ରଦେଶ : ସାମାନ୍ୟ ସଡ଼କ ଦୁର୍ଘଟଣାକୁ ନେଇ ଉତ୍ତର ପ୍ରଦେଶର ଆଗ୍ରାରେ ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣାକୁ କେନ୍ଦ୍ର କରି ଦୁଇ ସଂପ୍ରଦାୟର ଲୋକମାନେ ପରସ୍ପରକୁ ଟେକା ପଥର ମାଡ଼ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ…

କେରଳରୁ ଠାବ ହେଲା ନୋରୋ ଭାଇରସ, ୨ ସଂକ୍ରମିତ

ଏଜେନ୍ସୀ : ଥିରୁଭନନ୍ତପୁରମ କେରଳରୁ ଠାବ ହୋଇଛି ନୋରୋ ଭାଇରସ । ଏହି ଭାଇରସ ରାଜଧାନୀ ଥିରୁଭନନ୍ତପୁରମରେ ଥିବା ଭିଜହିନଜାମ ଅଞ୍ଚଳର ୨ ଜଣ ପିଲାଙ୍କୁ ସଂକ୍ରମିତ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରାଜ୍ୟରୁ ନୋରୋ ଭାଇରସ ଚିହ୍ନଟ…

ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସୋମବାର ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଲକ୍ଷ୍ମୀପ୍ରିୟା ଲେଙ୍କା…

ସରକାରୀ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ, ୨୨ ଆହତ

ନିର୍ଭୟ ମିଡ଼ିଆ : ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚରିଆବାଡ଼ରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଟି ୨୨ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି…

ଜାମିନ ଅବଧି ସରିବା ପରେ ଗିରଫ ହେବେ ଇମ୍ରାନ ଖାନ!

ଏଜେନ୍ସୀ : ଇସଲାମାବାଦ : ଅନାସ୍ଥା ଭୋଟରେ ହାରି ପ୍ରଧାନମନ୍ତ୍ରୀ ପଦ ହରାଇଥିବା ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି । ଜାମିନ ଅବଧି ସରିବା ପରେ ସେ ଗିରଫ ହେବେ ବୋଲି ସୂଚନା ଦେଇଛନ୍ତି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲା…