Month: June 2022

ଧମକ ପରେ ବଢ଼ିଲା ନୂପୁରଙ୍କ ସୁରକ୍ଷା

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଭାଜପାର ନିଲମ୍ବିତ ନୂପୁର ଶର୍ମାଙ୍କ ବଢ଼ିଲା ସୁରକ୍ଷା । ଧମକ ପରେ ଦିଲ୍ଲୀ ପୁଲିସ ଭାଜପାର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ଓ ତାଙ୍କ ପରିବାରର…

ଜୁନ୍‌ ମାସ ଶେଷ ସୁଦ୍ଧା ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ହାଇସ୍କୁଲ ଗୁଡ଼ିକରେ ୧୧୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଜୁନ୍‌ ମାସ ଶେଷ ଭିତରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ । ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି…

ଜଳୁଛି ପଶ୍ଚିମ ଓଡ଼ିଶା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ପ୍ରଚନ୍ଦ ଗ୍ରୀଷ୍ମ ପ୍ରଭାବ ଥିବା ରେକର୍ଡ କରାଯାଇଛି । ଉପକୂଳ ତୁଳନାରେ ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛି ପଶ୍ଚିମ ଓଡ଼ିଶା ।…

୨୦୨୫ ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡ଼ିଶା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ୨୦୨୫ ମସିହା ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡିଶା । ୧୪ ବର୍ଷରୁ କମ୍‌ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ । ଏଥିପାଇଁ ଜେଲ…

ବାରବାଟୀ ମ୍ୟାଚ୍‌ ମାମଲା ଖାରଜ

ନିର୍ଭୟ ମିଡ଼ିଆ : କଟକ : କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍‌ ସଂପର୍କିତ ମାମଲା ମଙ୍ଗଳବାର ଖାରଜ ହୋଇଛି । ମ୍ୟାଚ୍‌ ବାତିଲ ଆବେଦନ ସଂପର୍କିତ ମାମଲା ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ । ମାମଲା ଖାରଜ…

ଲାଲୁଙ୍କ ସର୍କିଟ୍‌ ହାଉସରେ ସଟ୍‌ସର୍କିଟ୍‌, ଲାଗିଲା ନିଆଁ

ଏଜେନ୍ସୀ : ଝାଡ଼ଖଣ୍ଡ : ଅଳ୍ପକେ ବର୍ତ୍ତିଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ତାଙ୍କ ଘରେ ଲାଗିଲା ନିଆଁ । ପଲାମୁ ସ୍ଥିତ ସର୍କିଟ ହାଉସରେ ସଟସର୍କିଟ୍‌ ହୋଇଛି । ଏହାକୁ ନେଇ ପୂରା ଆର୍‌ଜେଡି ଶିବିରରେ ଆତଙ୍କ…

ଶୀତଳଷଷ୍ଠୀ ଯାତ୍ରା ବେଳେ ଗାଁରେ ବୁଲିଲା ଖଣ୍ଡା

ନିର୍ଭୟ ମିଡ଼ିଆ : ଗଞ୍ଜାମ : ଗୋଟିଏ ପଟେ ଗାଁରେ ଶୀତଳଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତର ନଦୀ ବୁହାଇଛନ୍ତି ଦୁର୍ବୃତ୍ତ । ସୋମବାର ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି…

ବିବାହ ବନ୍ଧନରେ ବାନ୍ଧିହେବେ ତାମିଲ୍‌ ଅଭିନେତ୍ରୀ ନୟନତାରା ଓ ନିର୍ଦ୍ଦେଶକ ବିଘ୍ନେଶ

ଏଜେନ୍ସୀ : ମୁମ୍ବାଇ : ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ତାମିଲ୍‌ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବାନ । ସେମାନେ ଚେନ୍ନାଇର ମହାବାଳିପୁରମ୍‌ଠାରେ ବିବାହ କରିବେ ବୋଲି ସ୍ଥିର ହୋଇଛି । ଏହି ଦମ୍ପତି ସିନେମା ଶୈଳୀରେ…

ଅନୁଭବଙ୍କ ପୁଣି ଏକ ଭିଡିଓ

ନିର୍ଭୟ ମିଡ଼ିଆ : କଟକ : ମରିବାକୁ ଆଉ ଡରାଅନି । ତୁମେ ମୋତେ ମାରି ସାରିଲଣି । ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି । ହେଲେ ସମସ୍ତଙ୍କ ପରି…