Month: June 2022

ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ

ନିର୍ଭୟ ମିଡ଼ିଆ : ଖଲିକୋଟ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍‌ ବାବୁ । ଏହି ବାବୁ ଜଣଙ୍କ ହେଉଛନ୍ତି ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡିର ଏଏସଆଇ ମାନସ କୁମାର ରାଉତ । ସେ ଏକ ମାମଲା…

ଏସସିବିରେ ପଡ଼ିଛି ନାଇଜେରୀୟ ନାଗରିକଙ୍କ ମୃତଦେହ, ୧୩ ଦିନ ହେଲାଣି ହୋଇପାରୁନି ହସ୍ତାନ୍ତର

ନିର୍ଭୟ ମିଡ଼ିଆ : କଟକ : ୧୩ ଦିନ ହେବ କଟକ ଏସସିବିର ଶବ ସଂରକ୍ଷଣ ଗୃହରେ ପଡ଼ି ରହିଛି ନାଇଜେରୀୟ ନାଗରିକଙ୍କ ମୃତଦେହ । ଦୀର୍ଘ ଦିନ ହେବ ମୃତଦେହ ପଡ଼ି ରହିଥିବା ବେଳେ ତାହାକୁ ହସ୍ତାନ୍ତର କରିବା ପ୍ରକ୍ରିୟା…

ମହାନଦୀ ମଝିରେ ଫସିଛନ୍ତି ୨ ହାତୀ

ନିର୍ଭୟ ମିଡ଼ିଆ : କଟକ : ମହାନଦୀ ମଝିରେ ଫସି ରହିଛନ୍ତି ୨ ହାତୀ । ସେମାନଙ୍କୁ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଥିଲେ ବି କୂଳକୁ ଆସୁ ନାହାନ୍ତି ଦୁଇ ହାତୀ । ଫଳରେ ସେମାନଙ୍କୁ…

ଡ୍ର’ କଲେ ଆନନ୍ଦ : ଲିଡ୍‌ ନେଲେ କାର୍ଲସେନ

ଷ୍ଟାଭାଞ୍ଜରଠାରେ ଚାଲିଥିବା ନରୱ ଚେସ୍‌ ପ୍ରତିଯୋଗିତାରେ ୫ମ ରାଉଣ୍ଡ ଶେଷ ପର୍ଯ୍ୟନ୍ତ ଲିଡ୍‌ରେ ଥିବା ଭାରତୀୟ ଗ୍ରାନ୍ଦ ମାଷ୍ଟର୍ସ ବିଶ୍ୱନାଥନ ଆନନ୍ଦ ଏବେ ପଛକୁ ହୋଇଯାଇଛନ୍ତି । ୬ଷ୍ଠ ରାଉଣ୍ଡରେ ମଙ୍ଗଳବାର ଆନନ୍ଦ ନେଦରଲାଣ୍ଡର ଗ୍ରାଣ୍ଡ ମାଷ୍ଟର୍ସ ଅନୀଷ ଗିରିଙ୍କ ସହ…

ଏକଦିବସୀୟ ର୍ୟାଙ୍କିଂ: ୭ରେ ମିତାଲି

ଆଇସିସି ପକ୍ଷରୁ ମଙ୍ଗଳବାର ଦିନ ମହିଳା ଏକଦିବସୀୟ ର୍ୟାଙ୍କିଂ ପ୍ରକାଶ ପାଇଛି । ଅନୁଭବୀ ମିତାଲି ରାଜ ୭ନଂ ସ୍ଥାନରେ ଏବଂ ସ୍ମୃତି ମାନ୍ଧାନା ୯ନଂ ସ୍ଥାନରେ ସ୍ଥିର ଅଛନ୍ତି ବ୍ୟାଟରଙ୍କ ତାଲିକାରେ । ଅଷ୍ଟ୍ରେଲିଆର ଆଲିଶା ହିଲି ଏହି ତାଲିକାର…

କାମ୍ବୋଡିଆ ସହ ଭାରତର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆଜି

ଏଜେନ୍ସୀ : କୋଲକାତା ଏସିଆନ୍‌ କପ୍‌ ଫୁଟବଲ ପ୍ରତିଯୋଗିତାର ମୁଖ୍ୟ ରାଉଣ୍ଡକୁ ଏଥର ପ୍ରବେଶ କରିବାର ବଡ଼ ଆଶାରେ ରହିଛି ଭାରତୀୟ ଦଳ । ଆଉ ସେ ଦିଗରେ ଅଗ୍ରସର ହେବାକୁ ଥିଲେ ବୁଧବାର ଏଠାରେ ଖେଳା ଯିବାକୁ ଥିବା କାମ୍ବୋଡିଆ…

ଅରବିନ୍ଦ ସ୍ମାରକୀ କି୍ରକେଟ : ପାରାମାଉଣ୍ଟ ଷ୍ଟ୍ରାଇକର୍ସ ବିଜୟୀ

ପାରାମାଉଣ୍ଟ ସ୍ପୋର୍ଟିଂ ପକ୍ଷରୁ ଚାଲିଥିବା ୧୬ବର୍ଷରୁ କମ୍‌ କ୍ରିକେଟ ପ୍ରତିଯୋଗିତାରେ ମଙ୍ଗଳବାର ଆୟୋଜକ ଦଳ ରାଇଜିଂ ଷ୍ଟୁଡେଣ୍ଟସ ବିପକ୍ଷରେ ୯ ୱିକେଟରେ ବିଜୟଲାଭ କରିଛି । ପ୍ରଥମେ ବ୍ୟାଟିଂ କରିଥିବା କଟକ ଦଳ ୨୭.୨ ଓଭରରେ ମାତ୍ର ୬୨ରନ୍‌ କରି ଅଲଆଉଟ୍‌…

ରଣଜୀ କ୍ୱାର୍ଟର : ଡ୍ରାଇଭର ସିଟରେ ମୁମ୍ବାଇ ଓ ବଙ୍ଗଳା

ସହରର ୪ଟି ଗ୍ରାଉନ୍ଦରେ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚ ଗୁଡିକ ଖେଳାଯାଉଛି । ମଙ୍ଗଳବାର ଦ୍ୱିତୀୟ ଦିନର ଖେଳ ସରିଲାବେଳକୁ ମୁମ୍ବାଇ ଓ ବଙ୍ଗଳା ନିଜ ନିଜ ମ୍ୟାଚରେ ଅଛନ୍ତି ପ୍ରଭାବୀ ଅବସ୍ଥାରେ । ମୁମ୍ବାଇ ଉତ୍ତରାଖଣ୍ଡ ବିପକ୍ଷରେ ଖେଳୁଛି…

ଗୁରୁବାର ପ୍ରଥମ ଟି-୨୦ରେ ପୂର୍ଣ୍ଣ କ୍ଷମତାରେ ରହିବ କୋଟଲା

ଏଜେନ୍ସୀ : ନୂଆଦିଲ୍ଲୀ : ଆଇପିଏଲ୍‌ ସରିବା ପରେ ଏବେ ଟି-୨୦ ସିରିଜର ମଜା ଭାରତୀୟ ଦର୍ଶକ ଉଠାଇବାକୁ ଯାଉଛନ୍ତି । ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍‌ ସ୍ଥାନୀୟ ଫିରୋଜଶାହା କୋଟଲା ବା ଅରୁଣ ଜେଟଲୀ…

ପ୍ରେମରେ ପଡ଼ିଛନ୍ତି ସୋନାକ୍ଷୀ, ବୟଫ୍ରେଣ୍ଡ କଲେ ଖୁଲାସା

ଏଜେନ୍ସୀ : ମୁମ୍ବାଇ : ପ୍ରେମରେ ପଡ଼ିଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଆଉ ଲୁଚାଚୋରା ନୁହେଁ, ଏଣିକି ଖୁଲମଖୁଲା ଚାଲିବ ଇଲୁ ଇଲୁ । ଦୀର୍ଘ ବର୍ଷ ଧରି ସୋନାକ୍ଷୀ ନିଜ ଲଭ ଇନ୍‌ ରିଲେସନ୍‌ସିପ୍‌କୁ ଲୁଚାଇ ରଖିଥିବା…