Month: June 2022

ସାପ କାମୁଡ଼ାରେ ନାବାଳିକା ମୃତ

ନିର୍ଭୟ ମିଡ଼ିଆ : କେନ୍ଦୁଝର : ଘର ବାରଣ୍ଡାରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଜଣେ ନାବଳିକାଙ୍କ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଶିରିଆବାହାଳ ଗାଁରେ । ମୃତ…

ମାଟି ଅତଡ଼ା ଖସି ୨ ନାବାଳକ ମୃତ

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : ପୋଖରୀ କୂଳରେ ଖେଳିବା କାଳ ହେଲା । ଛକି ବସିଥିଲା ମୃତ୍ୟୁ । ଏପରି ଅଭାବନୀୟ କାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ମାଗୁରା ଗନ୍ଦପାଟଣା ଗାଁରେ ଘଟିଛି । ଦୁଇ ମୃତକ ହେଲେ ବୁଦ୍ଧରାମ ଚାମିଆଙ୍କ…

ପଶ୍ଚିମ ଓଡ଼ିଶାକୁ ତ୍ରାହି ନାହିଁ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ତତଲା କଡ଼େଇରେ ଛଟପଟ ହେଉଛନ୍ତି ପଶ୍ଚିମ ଓଡ଼ିଶାବାସୀ । କଲବଲ କରୁଥିବା ତାତିରୁ ନିସ୍ତାର ପାଇଁ ଆଉଟୁପାଉଟୁ ହେଉଥିବା ବେଳେ ଏବେ ସେଥିରୁ ମିଳିବନି ତ୍ରାହି । ଆହୁରି ୨ ଦିନ ଯାଏଁ ପଶ୍ଚିମ…

ଛାତ୍ରାବାସରେ ୧୩ କରୋନା ପଜିଟିଭ

ନିର୍ଭୟ ମିଡ଼ିଆ : କଟକ : କିଛି ଦିନର ବ୍ୟବଧାନରେ ପରେ ଦେଶର ବିଭିନ୍ନ ରାଜ୍ୟରେ କାୟା ମେଲାଇବା ଆରମ୍ଭ କଲାଣି ମହାମାରୀ କରୋନା । ଦେଶରେ ସଂକ୍ରମଣର ଗ୍ରାଫ୍‌ ପୁଣି ଥରେ ଉପର ମୁହାଁ ହୋଇଥିବା ବେଳେ ଆମ ରାଜ୍ୟରେ…

ଟିକେଟ୍‌ ପାଇଁ ବାରବାଟୀ ଷ୍ଟାଡିୟମ ସାମ୍ନାରେ ଠେଲାପେଲା, ହାତାହାତି

ନିର୍ଭୟ ମିଡ଼ିଆ : କଟକ ବାରବାଟୀ ଷ୍ଟାଡିୟମରେ ଟିକେଟ୍‌ ପାଇଁ ଠେଲାପେଲା, ପାଟିତୁନ୍ଦ ସହ ଲୋକଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛନ୍ତି । ଲାଇନ୍‌ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । କଟକ ବାରବାଟୀ…

ଲାଲୁ ପ୍ରସାଦଙ୍କୁ ୬୦୦୦ ଟଙ୍କା ଜରିମାନା

ଏଜେନ୍ସୀ : ଝାଡ଼ଖଣ୍ଡ : ନିର୍ବାଚନ ପ୍ରଚାର ବେଳେ ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଆଜି ୬୦୦୦ ଟଙ୍କା ଜରିମାନା କରାଯାଇଛି। ୨୦୦୦୯ ବିଧାନସଭା ନିର୍ବାଚନରେ ଲାଲୁ ଝାଡ଼ଖଣ୍ଡର…

କୁଆଖାଇ ନଦୀକୁ ଡେଇଁଲେ ଯୁବତୀ

ନିର୍ଭୟ ମିଡିଆ : ଭୁବନେଶ୍ୱର ଭୁବନେଶ୍ୱର ସ୍ଥିତ ବାଲିଅନ୍ତା ନିକଟରେ ଥିବା କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ପୁଲିସ ଉକ୍ତ ଯୁବତୀଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛି। ତେବେ…

ନିକ୍ ଜୋନସ୍ ଆହତ

ଏଜେନ୍ସୀ : ଲସ୍ ଏଞ୍ଜଲେସ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ହଲିଉଡ ସିଙ୍ଗର ନିକ୍ ଜୋନସ୍ ଆହତ। ତା ଜୋନସ୍ ଆହତ। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ…

ସ୍କୁଲ ପିଲାଙ୍କ ଉପରେ ଗୁଳିମାଡ଼, ୬ ମୃତ

ଏଜେନ୍ସୀ : ମେକ୍ସିକୋ ଆମେରିକା ପରେ ମେକ୍ସିକୋରେ ସ୍କୁଲ ପିଲାଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ହାଇସ୍କୁଲରେ ପଢ଼ୁଥିବା ୫ ଜଣ ଶିକ୍ଷାର୍ଥୀଙ୍କ ସମେତ ୬ ଜଣଙ୍କ ଜୀବନ ଯାଇଛି। କେନ୍ଦ୍ରୀୟ ମେକ୍ସିକୋରେ ଏହି ଘଟଣା ଘଟିଛି। ପୁଲିସ…

ଜାମିଆ ବିଶ୍ୱବିଦ୍ୟାଳୟ ପାର୍କିଂରେ ନିଆଁ ଲାଗି ଜଳିଗଲା ଶହ ଶହ ଗାଡ଼ି

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ଜାମିଆ ବିଶ୍ୱବିଦ୍ୟାଳୟର ମେଟ୍ରୋ ଷ୍ଟେସନ ପାର୍କିଂରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ଶହ ଶହ ଗାଡି। ଏଥିସହ ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ୍ତ…