Month: June 2022

କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଅର୍ଦ୍ଧେନ୍ଦୁ ଦାସ ଗିରଫ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି ଇଓଡବ୍ଲୁ। ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। ଗତକାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ଉଠାଇ ନେଇ ଜେରା କରୁଥିବା…

ବାଣୀବିହାର ୟୁନିଭରସିଟିରେ ପାଣି ମିଳୁନି, ରାତି ଅଧରେ ହଙ୍ଗାମା କଲେ ଛାତ୍ରୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଅତିଷ୍ଠ କଲାଣି ପାଣି ସମସ୍ୟା । ପିଇବା ପାଇଁ ପାଣି ଟୋପେ ନ ଥିବା ବେଳେ ଦୈନଦିନ ବ୍ୟବହାର ପାଇଁ ମଧ୍ୟ ପାଣିର ଅଭାବ ରହିଛି । ବାରମ୍ବାର ଅଭିଯୋଗ କରିବା ପରେ ସମାଧାନ…

ତିନିବାଡରୁ ଆସିଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ

ନିର୍ଭୟ ମିଡ଼ିଆ : ପୁରୀ ରାତି ପାହିଲେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ମହାପ୍ରଭୁଙ୍କ ଉଭାଯାତ୍ରା । ତିନିବାଡରୁ ପହଞ୍ଚିଛି ଆଜ୍ଞାମାଳ । କିଛି ସମୟ ପରେ ପରେ ରଥ ସିଂହଦ୍ୱାର ସମ୍ମୁଖକୁ ଆସିବ । ପ୍ରଥମେ ନନ୍ଦିଘୋଷ, ତାପରେ…

ଉଦ୍ଧବଙ୍କୁ ସୁପ୍ରିମ ଝଟକା : ଆଜି ଆସ୍ଥା ଭୋଟ୍‌

ଉଦ୍ଧବ ସରକାରଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ବଡ ଝଟକା । ଆସନ୍ତାକାଲି ତଥା ଗୁରୁବାର ହେବ ଆସ୍ଥା ଭୋଟ୍‌ । ୩ ଘଣ୍ଟା ୧୦ ମିନିଟ୍‌ର ଶୁଣାଣି ପରେ କୋର୍ଟ ଦେଇଛନ୍ତି ଏହି ନିଷ୍ପତ୍ତି । ଶିବସେନା ଆସ୍ଥା ଭୋଟ ବିରୋଧରେ ଥିଲାବେଳେ…

ଜିଏସ୍‌ଟି ପରିଷଦ ବୈଠକ : ବଡ଼ ଘୋଷଣା ନାହିଁ, ଅନ୍‌ଲାଇନ ଗେମିଂ ଉପରେ ବି ଅଟକିଲା ମାମଲା

ଏଜେନ୍ସୀ : ନୂଆଦିଲ୍ଲୀଚଣ୍ଡୀଗଡ଼ରେ ଚାଲିଥିବା ଜିଏସ୍‌ଟି ପରିଷଦର ଦୁଇଦିନିଆ ବୈଠକ ଶେଷ ହୋଇଛି । ୬ମାସ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ପ୍ରଥମ ଦିନରେ କିଛି ବଡ଼ ପ୍ରସ୍ତାବ ଉପରେ ମୋହର ଲାଗିଥିଲା ବେଳେ ଶେଷ ଦିନ…

ଉଦୟପୁର ଘଟଣାର ପୂର୍ଣ୍ଣାଙ୍ଗ ଯାଞ୍ଚ କରିବ ଏନ୍‌ଆଇଏ

ଏଜେନ୍ସୀ : ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁର ସହରରେ ଯେଉଁ ବର୍ବରଚିତ ହତ୍ୟାକାଣ୍ଡ ଘଟିଛି ତାହାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଅବିହିତ କରିଛି କେନ୍ଦ୍ର ଗୃହବିଭାଗ । ଏହାର ପୂର୍ଣ୍ଣାଙ୍ଗ ଯାଞ୍ଚ ଏନ୍‌ଆଇଏ ବା ଜାତୀୟ ତଦନ୍ତକାରୀ ସଂସ୍ଥା କରିବାକୁ…

ରାଫେଲ ଠାରୁ ମଧ୍ୟ ରାଜ୍ୟପାଳ ଦ୍ରୁତ : ରାଉତ

ଏଜେନ୍ସୀ : ମୁମ୍ବାଇ : ଉଦ୍ଧବ ଥାକରେ ନେତୃତ୍ୱାଧିନ ସରକାର ଗୁରୁବାର ସୁଦ୍ଧା ବହୁମତ ସାବ୍ୟସ୍ତ କରିବା ଲାଗି ମହାରାଷ୍ଟ୍ର ରାଜ୍ୟପାଳ ଯେଉଁ ଆଦେଶ ଦେଇଛନ୍ତି ବୁଧବାର ଦିନ ତାହାକୁ ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ବତାଇଛନ୍ତି ଶିବସେନା ନେତା ସଂଜୟ ରାଉତ…

ଆସାମ ବନ୍ୟା ପାଇଁ ୫୧ଲକ୍ଷ ସହାୟତା ଦେଲେ ଶିବସେନା ବିଦ୍ରୋହୀ

ଏଜେନ୍ସୀ : ଗୌହ୍ୱାଟୀ : ଆସାମ ଛାଡି ଗୋଆ ଯିବା ଆଗରୁ ଏକନାଥ ସିଂଦେଙ୍କ ନେତୃତ୍ୱରେ ଥିବା ଶିବସେନାର ବିଦ୍ରୋହୀ ବିଧାୟକମାନେ ବଡ଼ ଘୋଷଣା କରିଛନ୍ତି । ପ୍ରାୟ ସପ୍ତାହାରୁ ବେଶି ଦିନ ହେଲାଣି ସେ ଆସାମର ରାଜଧାନୀରେ ଥିବା ଏକ…

ଅଗ୍ନିପଥ ଉପରେ ମମତାଙ୍କ କଟାକ୍ଷ, ଭାଜପା କର୍ମୀଙ୍କୁ ଚାକିରି ଦେବାକୁ ଯୋଜନା

ଏଜେନ୍ସୀ : କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବୁଧବାର ଦିନ ଅଗ୍ନିପଥ ଯୋଜନାକୁ ନେଇ କରିଛନ୍ତି ଜୋରଦାର ହମଲା । ସେ କହିଛନ୍ତି ଯେ ଏହି ଅଗ୍ନିପଥ ଯୋଜନା…

ଭାଜପା ସହ ମିଶ୍ରଣର ପ୍ରଶ୍ନ ନାହିଁ : ସିଂଦେ ସମର୍ଥକ

ଏଜେନ୍ସୀ : ଗୌହ୍ୱାଟୀ : ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କ ଗୁରୁବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାର ନିର୍ଦ୍ଦେଶସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବା ଅବସ୍ଥାରେ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଆସିଛି ବଡ଼ ବୟାନ । ସିଂଦେ କ୍ୟାମ୍ପର ଜଣେ ବରିଷ୍ଠ ନେତା…