Month: June 2022

ଅନୁଭବଙ୍କ ନାଁରେ କମ୍‌ପ୍ଲେନ୍‌ କେସ୍‌ଦେଲେ ବର୍ଷା

ନିର୍ଭୟ ମିଡ଼ିଆ : କଟକ : ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି । କଟକ ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷା କମ୍‌ପ୍ଲେନ୍‌ କେସ୍‌ ରୁଜୁ କରିଛନ୍ତି । ବିଜଦ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ…

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି

ନିର୍ଭୟ ମିଡ଼ିଆ : କଟକ : ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି । ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶପଥ ନେଇଛନ୍ତି । ସୂଚନା ଅନୁସାରେ, ହାଇକୋର୍ଟର ମୁଖ୍ୟ…

ସରକାରୀ ଜାଗା ଦଖଲ ବିବାଦକୁ ନେଇ ୩୨୬ ଜାତୀୟ ରାଜପଥ ଅବରୋଧ

ନିର୍ଭୟ ମିଡିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ୧୨୬ଗ୍ରାମ ମୁଖ୍ୟ ସଡ଼କ ଉପରେ ଥିବା ସରକାରୀ ଜାଗା ଦଖଲକୁ ନେଇ କିଛିଦିନ ତଳେ ହେଇଥିବା ବିବାଦକୁ କେନ୍ଦ୍ର କରି ଆଜି କିଛି ବଙ୍ଗୀୟ ଲୋକ ରାସ୍ତା ରୋକ…

୬୪ ବସ୍ତା ଗଞ୍ଜେଇ ଜବତ, ୨ ଗିରଫ

ନିର୍ଭୟ ମିଡିଆ : ଚିତ୍ରକୋଣ୍ଡା : ଫିଲ୍ମ ଷ୍ଟାଇଲରେ ୬୪ ବସ୍ତା ଗଞ୍ଜେଇ ଜବତ କରିଛି ମାଲକାନଗିରି ପୁଲିସ୍। ଏଥିସହ ୨ ଜଣ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି। ଜବତ ୬୪ଟି ବସ୍ତାରେ ମୋଟ ୧୫୯୬ କେଜି ଗଞ୍ଜେଇ ରହିଥିଲା।…

ନବାବ ମଲିକ୍ ଏବଂ ଅନିଲ ଦେଶମୁଖଙ୍କୁ ଝଟକା : ଦେଇ ପାରିବେନି ରାଜ୍ୟସଭା ଭୋଟ୍

ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରରେ ଗିରଫ ହୋଇଥିବା ଶାସକ ଦଳର ନେତା ତଥା ବିଧାକୟ ନବାବ ମଲିକ୍ ଏବଂ ଅନିଲ ଦେଶମୁଖ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ। ଆଜି ମୁମ୍ବାଇର ଏକ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।…

ଦୁଇ ଦୁଷ୍କର୍ମକାରୀଙ୍କୁ ଜୀବନ୍ତ ଜାଳିଦେଲେ ଗାଁ ଲୋକେ, ଜଣେ ମୃତ

ଏଜେନ୍ସୀ : ଝାଡ଼ଖଣ୍ଡ : ଦୁଇ ଦୁଷ୍କର୍ମକାରୀଙ୍କୁ ଗାଁ ଲୋକେ ଦେଲେ ଦଣ୍ଡ। ବିଚ୍ ରାସ୍ତାରେ ଠିଆ କରି ଅଭିଯୁକ୍ତଙ୍କୁ ଜୀବନ୍ତ ଜାଳି ଦେଲେ। ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଗୁମଲା ଜିଲ୍ଲାରେ। ଝାଡ଼ଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା…

ବାରବାଟୀ ଟିକେଟ୍ କାଉଣ୍ଟର ବାହାରେ ଲାଠିଚାର୍ଜ

ନିର୍ଭୟ ମିଡିଆ : କଟକ : ବାରବାଟୀ ଷ୍ଟାଡିୟମ୍‌ ଟିକେଟ୍‌ କାଉଣ୍ଟରରେ ଧସ୍ତାଧସ୍ତି। କମିଶନରେଟ ପୁଲିସ ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲାଠି ଚାର୍ଜ କରିଥିଲା। ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୁଣି…

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ଏଜେନ୍ସୀ : ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୨୪ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ। ଜୁଲାଇ ୨୫ରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ…

ହାଇଦ୍ରାବାଦ ଗଣଦୁଷ୍କର୍ମ: ଅଭିଯୁକ୍ତଙ୍କୁ ସାବାଳକ ଭଳି ଦଣ୍ଡ ଦେବାକୁ ପୁଲିସର ଦାବି

ଏଜେନ୍ସୀ : ହାଇଦ୍ରାବାଦ : ହାଇଦ୍ରାବାଦରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କାର୍ ଭିତରେ ଗଣଦୁଷ୍କର୍ମ ମାମଲାରେ କଠୋର ହୋଇଛି ପୁଲିସ। ଏହି ମାମଲାରେ ବର୍ତ୍ତମାନ ଯାଏ ୬ ଜଣଙ୍କୁ ପୁଲସ ଗିରଫ କରିଛି। ଏଥିରେ ୫ ଜଣ ନାବାଳକ ଅଛନ୍ତି।…

ବଢ଼ିଲା ରିମାଣ୍ଡ ଅବଧି, ସୋମବାର ଯାଏଁ ଇଡି ହେପାଜତରେ ରହିବେ ସତ୍ୟେନ୍ଦ୍ର

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବଢ଼ିଲା ରିମାଣ୍ଡ ଅବଧି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ସୋମବାର ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ରହିବେ। ଅର୍ଥାତ୍ ତାଙ୍କ ରିମାଣ୍ଡ ଅବଧିକୁ ଆସନ୍ତ ଜୁନ୍…