Month: June 2022

ଆରମ୍ଭ ହେଲା ଅଗ୍ନିପଥ ଯୋଜନା, ୪ ବର୍ଷ ପାଇଁ ସେନାରେ ଭର୍ତ୍ତି ହେବେ ‘ଅଗ୍ନିବୀର’

ଏଜେନ୍ସୀ : ନୂଆଦିଲ୍ଲୀ : ଦୁଇ ସପ୍ତାହ ତଳେ ତିନି ସେନାର ମୁଖିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସୈନିକ ଭର୍ତ୍ତି ପ୍ରକ୍ରିୟା ପାଇଁ ‘ଅଗ୍ନିପଥ‘ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । କମ ଅବଧି ପାଇଁ ସୈନିକ ନିଯୁକ୍ତି ନିମନ୍ତେ…

ଜଣଙ୍କ ପଟ୍ଟା ଜମି ଅନ୍ୟ ଜଣଙ୍କ କବଜାରେ

ନିର୍ଭୟ ମିଡ଼ିଆ : ଫୁଲବାଣୀ : ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ । ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ଜାଗା ଖାଲି କରୁନି ଜବରଦଖଲକାରୀ । ଖାଲି କରିବାକୁ କହିଲେ ଓଲଟା ଧମକ ଦେଉ ଥିବା…

ରାଷ୍ଟ୍ରପତି ରେସ୍‌ରୁ ଆଉଟ୍‌ ହେଲେ ପାୱାର !

ଏଜେନ୍ସୀ : ମୁମ୍ବାଇ : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜା ଏବଂ ସଂଯୁକ୍ତ ବିରୋଧୀ ଦଳଙ୍କ ଆଶାରେ ପାଣି ପକାଇଦେଲେ ଏନସିପି ସୁପ୍ରିମୋ ଶରଦ ପାୱାର । ବିରୋଧୀ ଏକ ହୋଇ ଆସନ୍ତାକାଲି ଦିଲ୍ଲୀର ରାଷ୍ଟ୍ରପତି ପ୍ରାର୍ଥୀ ନେଇ ବୈଠକ କରିବେ ।…

ଡକାୟତି ଯୋଜନା ପଣ୍ଡ, ୭ ଗିରଫ

ନିର୍ଭୟ ମିଡ଼ିଆ : ଟିଟିଲାଗଡ଼ : ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଓ ସେମାନଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରୁଥିଲେ । ସୋମବାର ରାତିରେ ମଧ୍ୟ ବଡ଼ ଧରଣର ଡକାୟତି କରିବାକୁ…

ମଇଁଷିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ନିର୍ଭୟ ମିଡ଼ିଆ : ମୋହନା : ଗଜପତି ଜିଲ୍ଲା ଆର୍‌. ଉଦୟଗିରି ଜେଲ୍‌ ନିକଟରେ ଏକ ଟିଣ ବୋଝେଇ ଟ୍ରକ୍‌ ମଇଁଷିଙ୍କ ଉପରେ ମାଡ଼ି ଯିବାରୁ ୬ଟି ମଇଁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ମଇଁଷି ଗୁରୁତର ହୋଇଛନ୍ତି । ପୁଲିସ…

ତୀର୍ଥଯାତ୍ରୀ ଗାଡ଼ି ଓ କାର୍‌ ମୁହାଁମୁହିଁ ଧକ୍କା, ୧୨ ଆହତ

ନିର୍ଭୟ ମିଡ଼ିଆ : ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବ୍ଲକ ଛକ ଟ୍ରାଫିକରେ ଏକ ଟ୍ରାଭେରା ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ…

ବିଲରୁ ମିଳିଲା ମା’ଓ ପୁଅର ମୃତଦେହ

ନିର୍ଭୟ ମିଡ଼ିଆ : କେନ୍ଦୁଝର : ଚାଷ ଜମିରୁ ମିଳିଲା ମା’ପୁଅଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନପୁର ଗାଁରେ ଘଟିଛି ଏପରି ଘଟଣା । ମୃତ ମା’ ପୁଅ ହେଲେ ମନୋହରପୁର ଗ୍ରାମର ଜେମା…

ଡ୍ରଗ୍ସ ମାମଲା: ଜାମିନରେ ମୁକୁଳିଲେ ଶ୍ରଦ୍ଧା କପୁରଙ୍କ ଭାଇ

ଏଜେନ୍ସୀ : ବେଙ୍ଗାଲୁରୁ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିନ୍ଧାନ୍ତ କପୁରଙ୍କୁ ମିଳିଲା ଜାମିନ । ଗତକାଲି ଡ୍ରଗ୍ସ ସେବନ ମାମଲାରେ ଗିରଫ ହେବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ସେ ପୁଲିସ ହେପାଜତରୁ ମୁକୁଳିଛନ୍ତି…

ବର୍ଷାରେ ବେହାଲ ରାଜସ୍ଥାନ, ଭାସିଗଲା କାର୍‌

ଏଜେନ୍ସୀ : ଜୟପୁର : ପ୍ରବଳ ଗରମ ଭିତରେ ରାଜସ୍ଥନବାସୀଙ୍କୁ ମିଳିଛି ଆଶ୍ୱସ୍ତି । ତେବେ ସୋମବାର ପ୍ରାକ୍‌ ମୌସୁମୀ ବର୍ଷାରେ ଏଠାକାର ସ୍ଥିତି ବେହାଲ ହୋଇପଡିଛି । ପ୍ରାୟ ୬ ଘଣ୍ଟା ଧରି ବର୍ଷା ହେବା ଯୋଗୁ ଅନେକ ସ୍ଥାନରେ…

ପୁଣି ଇଡିରେ ହାଜର ହେଲେ ରାହୁଲ, ଆଜି ଦ୍ୱିତୀୟ ରାଉଣ୍ଡ ଜେରା

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଙ୍ଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଆଜି ଦ୍ୱିତୀୟ ରାଉଣ୍ଡ ଜେରା କରିବ । ସୋମବାର ମଧ୍ୟ…