Month: June 2022

ରାଜ୍ୟରେ ପୁଣି ଦେଢ଼ଶହ ପାର ଦୈନିକ କରୋନା ସଂକ୍ରମଣ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ୨ ଦିନ ହେଲା ରାଜ୍ୟରେ ଦେଢଶହ ଉପରେ ରହୁଛି ପଜିଟିଭ୍ ସଂଖ୍ୟା । ୨୪ ଘଣ୍ଟାରେ ୧୫୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ…

କାମ ସନ୍ଧାନରେ ବଜାରରେ ବୁଲୁଥିବା ଯୁବକଙ୍କ ମିଳିଲା ମୃତଦେହ

ନିର୍ଭୟ ମିଡ଼ିଆ : ଆସିକା : ଗତକାଲି ସନ୍ଧ୍ୟାରେ କାମ ସନ୍ଧାନରେ ବଜାରରେ ବୁଲୁଥିବା ଯୁବକଙ୍କ ମୃତଦେହ ଆଜି ସକାଳୁ ଖେଳ ପଡିଆ ପଛପଟୁ ମିଳିଛି। ମୃତଦେହ ନିକଟରେ ଜୋତା ଓ ମୋବାଇଲ ପଡ଼ିଥିବା ବେଳେ ବେକରେ ତଣ୍ଟି ଚିପା ଦାଗ…

ଫେମସ୍ ଗାୟକଙ୍କୁ ୩୦ ବର୍ଷ ଜେଲ

ଏଜେନ୍ସୀ : ଲସ୍ ଏଞ୍ଜଲସ : ଲୋକପ୍ରିୟ ଗାୟକଙ୍କୁ ଜେଲ। ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ବଢ଼ିଲା ଜଣାଶୁଣା ହଲିଉଡ ସିଙ୍ଗର ଆର୍ କେଲିଙ୍କ ବଢ଼ିଲା ଅଡୁଆ। ମହିଳା, ଯୁବତୀ ଓ ଯୁବକଙ୍କ ଯୌନ ଶୋଷଣ କରିବା ଅଭିଯୋଗରେ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୮ଚାଷୀ

ଏଜେନ୍ସୀ : ଆନ୍ଧ୍ରପ୍ରଦେଶ : ଅକାଳରେ ଝଡ଼ିଗଲା ୮ ଜୀବନ । ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲା ଚିରଲାକଣ୍ଡାୟା ଗାଁରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲା ଚଳନ୍ତା ଅଟୋ । ଫଳରେ ଚଳନ୍ତା ଅଟୋ ଭିତରେ ଥିବା ୮ ଜଣ ଜୀବନ୍ତ ଜଳି…

ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର, ପୁଣି ଗଲା ୧୨ ଜଣଙ୍କ ଜୀବନ

ଏଜେନ୍ସୀ : ଗୌହ୍ୱାଟୀ : ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଚାଚର ଏବଂ ଚିରଙ୍ଗ ଜିଲ୍ଲାରେ ପ୍ରତ୍ୟେକ ଦୁଇଟି ମୃତ୍ୟୁ ଘଟିଛି। ସେହିପରି ବାରପେଟା, ବିଶ୍ୱନାଥ,…

ବାଂଲାଦେଶ ନୌସେନା ପକ୍ଷରୁ ୧୩୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ

ଏଜେନ୍ସୀ : ନୂଆଦିଲ୍ଲୀ : ବାଂଲାଦେଶ ନୌସେନା ପକ୍ଷରୁ ୧୩୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଏହି ମତ୍ସ୍ୟଜୀବୀମାନେ ବାଂଲାଦେଶ ଜଳରାଶିରେ ବେଆଇନ ଭାବେ ପ୍ରବେଶ କରିବା ଅଭିଯୋଗରେ ସେଠିକାର ନୌସେନା ପକ୍ଷରୁ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ୱକୁ ନେଇ କ’ଣ କହିଲେ ଯଶବନ୍ତ ସିହ୍ନା

ଏଜେନ୍ସୀ : ଥିରୁଭନନ୍ତପୁରମ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନା କେନ୍ଦ୍ରର ଏନଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ଭବନରେ ଯିଏ ରାଷ୍ଟ୍ର ମୁଖ୍ୟ ଭାବେ ଅବସ୍ଥାପିତ ହେବେ ସେ ନିଜସ୍ୱ…

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନାଭିସ୍ , ଆଜି ବିଚାରବିମର୍ଶ

ଏଜେନ୍ସୀ : ମୁମ୍ବାଇ : ତମାମ ରାଜନୈତିକ ପଶାପାଲି ମଧ୍ୟରେ ଆସନ୍ତକାଲି ମହାରାଷ୍ଟ୍ରରେ ଆରମ୍ଭ ହେବ ନୂଆ ଅଧ୍ୟାୟ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଭାଜପାର ଦେବେନ୍ଦ୍ର ଫଡ଼ନାଭିସ୍। ଏଥିସହ ଆସନ୍ତାକାଲି ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିପାରନ୍ତି…

ଉଦ୍ଧବ ଆଉଟ, ମିଠା ଖାଇ ସେଲିବ୍ରେସନ କଲେ ଭାଜପା ନେତା

ଏଜେନ୍ସୀ : ମୁମ୍ବାଇ ମହାରାଷ୍ଟ୍ର ମହାନାଟକରେ ପଡ଼ିଲା ଯବନିକା। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା…

ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ ଏଥିମଧ୍ୟରୁ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ…