Month: June 2022

ଆଜିଠୁ ଖୋଲୁଛି ସ୍କୁଲ, ଏଥର ୧୦ଟାରେ ଆରମ୍ଭ ହେବ ପାଠପଢ଼ା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ସ୍କୁଲ । ୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଆରମ୍ଭ ହେବ । ଏଥର କିନ୍ତୁ ସକାଳ ସ୍କୁଲ ବଦଳରେ ୧୦ଟାରୁ…

ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ : ବଢ଼ିଲା ଏଲ୍‌ପିଜି କନେକ୍ସନ ଦର

ଏଜେନ୍ସୀ : ନୂଆଦିଲ୍ଲୀ : ବଢ଼ିଲା ଏଲ୍‌ପିଜି କନେକ୍ସନ ଦର । ଯଦି ଆପଣ ନୂଆ ଏଲ୍‌ପିଜି କନେକ୍ସନ ନେବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ ଏଣିକି ଅତିରିକ୍ତ ୮୫୦ ଟଙ୍କା ଦେବାକୁ ପଡ଼ିବ । ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା…

ଅଗ୍ନିପଥ ଯୋଜନାକୁ ବିରୋଧ, ଜାଳି ଦେଲେ ଟ୍ରେନ୍

ଏଜେନ୍ସୀ : ପାଟନା : ବିହାରରେ ଅଗ୍ନିପଥ ନିଆଁ। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ କରାଯାଉଛି। ଯୁବପିଢ଼ି ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି। ବ୍ୟାପକ ହିଂସାକାଣ୍ଡ ଘଟିଛି। କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନା…

ଆଧାର ପଞ୍ଜିକରଣରେ ସାମିଲ ଥିବା ୧୨ହଜାର ଲୋକଙ୍କୁ ସସ୍‌ପେଣ୍ଡ

ଏଜେନ୍ସୀ : ନୂଆଦିଲ୍ଲୀ : ଆଧାର କାଗଜପତ୍ର ଯାଞ୍ଚ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି କରିଥିବା କାରଣରୁ ଗତ ଦୁଇମାସ ମଧ୍ୟରେ ୧୨ହଜାର ଜଣ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କୁ ସସ୍‌ପେଣ୍ଡ କରାଯାଇ ସାରିଲାଣି । ଦିଲ୍ଲୀ , ହରିଆନା, ରାଜସ୍ଥାନ, ଉତ୍ତରାଖଣ୍ଡ, ପଞ୍ଜାବ,…

ଅଗ୍ନିପଥ ଯୋଜନାକୁ ବିରୋଧ କଲେ ଭାଜପା ସାଂସଦ

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ତିନିସେନାରେ ନିଯୁକ୍ତି ପାଇଁ ଏକ ସ୍ୱଳ୍ପକାଳିନ ଚାକିରି ସୁବିଧା ବାବଦରେ ଦୁଇଦିନ ତଳେ ଘୋଷଣା କରିଥିଲେ । ଅଗ୍ନିପଥ ଯୋଜନା ନାମରେ ଏହା ଲାଗୁ ହେବାକୁ ଯାଉଛି । ତିନି…

ପାଞ୍ଚଗୁଣା ଟଙ୍କା ଦେଉଛି ଏଟିଏମ୍‌,ମହାରାଷ୍ଟ୍ରର ସହରରେ ହଇଚଇ

ଏଜେନ୍ସୀ : ନାଗପୁର : ମହାରାଷ୍ଟ୍ରର ଏକ ସହରରେ ହଇଚଇ ସୃଷ୍ଟି ହୋଇଯାଇଛି । ଲୋକେ ଏକ ନିର୍ଦ୍ଦିଷ୍ଟ ଏଟିଏମ୍‌ ଆଡକୁ ଖବର ପାଇଁ ଧାଇଁବା ଆରମ୍ଭ କରିଥିଲେ । ଯେତେ ଟଙ୍କା କାଢିବା ପାଇଁ ଲୋକେ ମାରୁଛନ୍ତି ଏଟିଏମ୍‌ରୁ ତାହାର…

ରାସ୍ତା ନିର୍ମାଣ କାର୍ୟ୍ୟରେ ଶ୍ରମିକ ବଦଳରେ ମେସିନ ନିୟୋଜିତ

ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ପଞ୍ଚାୟତ ଏମଭି-୧୦ଗ୍ରାମରେ ରାସ୍ତା କାମରେ ଜେସିବି ନିୟୋଜିତ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୌଡ଼ଗୁଡା ପଞ୍ଚାୟତ ଅନ୍ତର୍ଗତ ଏମଭି-୧୦ ଗ୍ରାମର କ୍ଷ ରାଜ୍ୟ…

ବର୍ଷା ପରେ ଭୂସ୍ଖଳନ, ମାଟିତଳେ ପୋତି ହୋଇ ୨ ନାବାଳିକା ମୃତ

ଏଜେନ୍ସୀ : ଦିସପୁର : ଆସାମରେ ପ୍ରବଳ ବର୍ଷା ଜାରି ରହିଛି । ଆସାମର ଗୋଲପାରା ଅଞ୍ଚଳରେ ଲଗାତର ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି । ଫଳରେ ମାଟିତଳେ ପୋତି ହୋଇ ଦୁଇ ନାବାଳିକା ପ୍ରାଣ ହରାଇଛନ୍ତି । ଉଦ୍ଧାରକାରୀ…

ରାଷ୍ଟ୍ରପତି ନିର୍ବାଚନ : ଲାଲୁଙ୍କ ସମେତ ୧୧ ଜଣ କଲେ ନାମାଙ୍କନ ଦାଖଲ

ଏଜେନ୍ସୀ : ନୂଆଦିଲ୍ଲୀ ରାଷ୍ଟ୍ରପତି ନିର୍ବାଚନ ନେଇ ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ଆସନ୍ତା ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବାକୁ ଥିବାରୁ ପ୍ରାର୍ଥୀ ଚୟନ ନେଇ କସରତ ଆରମ୍ଭ ହୋଇଛି । ଶାସକ ଏନ୍‌ଡିଏ ପକ୍ଷରୁ ବିଚାରବିମର୍ଷ…

ଡାକ୍ତର ଭୁଲ୍‌ ଇଞ୍ଜେକ୍ସନ ଦେବା ଯୋଗୁଁ ଚାଲିଗଲା ନାବାଳିକାର ଜୀବନ

ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ଡାକ୍ତର ଭୁଲ ଇଞ୍ଜେକ୍ସନ୍‌ ଦେବା ଯୋଗୁ ଚାଲିଗଲା ନାବାଳିକାର ଜୀବନ । ଏଭଳି ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରୁ । ମୃତକ ହେଲେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର ତୁଳସୀ…