Month: June 2022

ପାଣିପାଗ ବିଭାଗର ସତର୍କ ସୂଚନା- ୫ ଦିନ ପ୍ରବଳ ବର୍ଷିବ !

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ପ୍ରାକ୍‌ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ଏହା…

ଅଗ୍ନିବୀରଙ୍କୁ ନିଯୁକ୍ତି ଅଫର୍‌ ଦେଲା ମହିନ୍ଦ୍ରା ଗ୍ରୁପ୍‌

ଏଜେନ୍ସୀ : ନୂଆଦିଲ୍ଲୀ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଅଗ୍ନିବୀରଙ୍କୁ ଏକ ବଡ ଅଫର୍‌ ଦେଇଛନ୍ତି । ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ମିଳିବ ନିଯୁକ୍ତି । ଅବସର ପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ କାମ କରିବାକୁ ସୁଯୋଗ ମିଳିବ ।…

ଆଜିଠୁ ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଓଷୁଅ

ନିର୍ଭୟ ମିଡ଼ିଆ : ପୁରୀ : ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି । ରବିବାର…

ଝୁଲନ୍ତା ଅବସ୍ଥାରେ ମିଳିଲା ଟେଲି ଅଭିନେତ୍ରୀଙ୍କ ମୃତଦେହ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭଡ଼ା ଘରୁ ମିଳିଲା ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ । ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଥିଲେ ବି ଏହା ପଛର କାରଣକୁ ନେଇ ଦେଖାଦେଇଛି ସସ୍‌ପେନ୍ସ । ଏହା…

ଥମୁନି ଅଗ୍ନିପଥ ନିଆଁ, ଆଜି ଭାରତ ବନ୍ଦ ଡାକରା

ଏଜେନ୍ସୀ : ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଜଳୁଛି ପୂରା ଦେଶ । ଭାରତୀୟ ସେନାର କଡା ଆଭିମୁଖ୍ୟ ସତ୍ତ୍ୱେ ଅଗ୍ନିପଥ ବିବାଦ ଥମିବାର ନାଁ ନେଉ ନାହିଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ସୋମବାର…

ବଜ୍ରାଘାତରେ୨୧ ଗାଈ ମୃତ

ନିର୍ଭୟ ମିଡ଼ିଆ : ନାରାୟଣପାଟଣା : ନିର୍ଭୟ ମିଡ଼ିଆ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଅଞ୍ଚଳରେ ଗୁରୁବାର ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ମାରିଥିଲା । ଅନେକ ସ୍ଥାନରେ ଗଛ ଭାଙ୍ଗି ନଷ୍ଟ ହୋଇଥିବା ବେଳେ ନିରୀହ ଗୃହ ପାଳିତ ପଶୁଙ୍କ ଜୀବନ…

ମୃତ ରୋଗୀଙ୍କୁ ମିଳୁନି ମହାପ୍ରୟାଣ ଗାଡି

ନିର୍ଭୟ ମିଡ଼ିଆ : କୋରାପୁଟ : କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଓ କଲେଜରେ ମୃତ ବ୍ୟକ୍ତିଙ୍କୁ ମିଳୁନି ମହାପ୍ରୟାଣ ଗାଡି । ଏହି ମେଡିକାଲକୁ ପ୍ରତିଦିନ ଶହ ଶହ ରୋଗୀ ଅଭିଭକ୍ତ କୋରାପୁଟ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର ଓ…

ଅଗ୍ନିପଥ ଯୋଜନାକୁ ବିରୋଧ ଜାରି : ପୁଲିସ ଗୁଳିରେ ଜଣେ ମୃତ

ଏଜେନ୍ସୀ : ବିଶାଖାପାଟଣା : ସେନାର ଅଗ୍ନିପଥ ଯୋଜନାକୁ ନେଇ ବିଶାଖାପାଟଣାରେ ଗୁଳିମାଡ଼ ହୋଇଛି । ଏହି ଉତ୍ତେଜନାର ପୁଲିସ ଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଗୁଳିମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି ।…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ ସିବିଆଇ ରେଡ୍‌

ଏଜେନ୍ସୀ : ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ଭାଇ ଅଗ୍ରସେନ ଗେହଲେଟଙ୍କ ଘରେ ଆଜି କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ) ପକ୍ଷରୁ ରେଡ୍‌ କରାଯାଇଛି । ଯୋଧପୁରର ଅଗ୍ରସେନଙ୍କ ଘରେ ଏହି ରେଡ୍‌ ହୋଇଛି । ଅଗ୍ରସେନ ହେଉଛନ୍ତି ଜଣେ…

ତାତିରୁ ତ୍ରାହି : ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ତାତିରୁ ମିଳିଲା ଆଶ୍ୱସ୍ତି । ଓଡ଼ିଶାରେ ମୌସୁମୀ ଛୁଇଁବା ପରେ ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖିବାକୁ…