Month: June 2022

ନନ୍ଦିଘୋଷ ରଥରେ ପିଟି ହେଲା ପିକ୍‌ଅପ୍‌ ଭ୍ୟାନ

ନିର୍ଭୟ ମିଡ଼ିଆ : ପୁରୀ : ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା । ସୋମବାର ସକାଳେ ପୁରୀ ରଥଖଳା ନିକଟରେ ଏକ ପିକଅପ୍‌ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି । ଡ୍ରାଇଭରଙ୍କୁ ଫିଟସ୍‌…

ବିହାରରେ ବଜ୍ରପାତ, ୧୭ ମୃତ

ଏଜେନ୍ସୀ : ପାଟନା : ପ୍ରବଳ ବର୍ଷା ଓ ବଜ୍ରପାତରେ ଚାଲିଗଲା ୧୭ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରରେ । ଏଠାକାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡଘଡି ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି…

ମାଟିତଳେ ପୋତି ହୋଇଗଲା ଟ୍ରକ୍‌, ଡ୍ରାଇଭର ମୃତ

ଏଜେନ୍ସୀ : ଶ୍ରୀନଗର : ଘାଟିରେ ବାଦଲଫଟା ବର୍ଷା । ରବିବାର ଜମ୍ମୁକଶ୍ମୀର ପୁଞ୍ଚ‚ ଜିଲ୍ଲରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଣ୍ଡି ସହରରେ ବର୍ଷା ଯୋଗୁ ମାଟି ଧସି ଯାଇଛି । ଫଳରେ ମାଟି…

ହ୍ୱାଇଟ୍‌ ହାଉସ୍‌ ନିକଟରେ ଆଖିବୁଜା ଗୁଳିମାଡ଼

ଏଜେନ୍ସୀ : ୱାଂଶିଟନ୍‌ : ଆମେରିକାରେ ଥମୁନି ଗୁଳିକାଣ୍ଡ । ୱାଂଶିଟନ୍‌ ଡିସିରେ ଏକ ମ୍ୟୁଜିକ କନସର୍ଟ ନିକଟରେ ଆଖିବୁଜା ଗୁଳିମାଡ଼ ହୋଇଛି । କିଛି ଦୁର୍ବୃତ୍ତମାନେ ମୁଖ୍ୟ ରାସ୍ତାମଝିରେ ଗୁଳିମାଡ କରିଛନ୍ତି । ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ସମେତ…

ପୁଣି ଇଡିରେ ହାଜର ହେଲେ ରାହୁଲ, କଂଗ୍ରେସର ଜୋରଦାର ବିରୋଧ

ଏଜେନ୍ସୀ : ନୂଆଦିଲ୍ଲୀ : ସୋମବାର ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ ଆଜି ତାଙ୍କୁ ପଚରାଉଚରା କରିବ । ଏଥିପାଇଁ…

ଦୀର୍ଘ ଦିନ ଧରି ପାଣି ଟୋପାଏ ପାଇଁ ହନ୍ତସନ୍ତ କୋଡାଲପାରା ବାସିନ୍ଦା

ନିର୍ଭୟ ମିଡ଼ିଆ : ରାଇଘର : ପ୍ରତି ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ, ଓଭରହେଡ ଟାଙ୍କି, ସୋଲାର ନଳକୂପ ସହ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି…

ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ନିର୍ଭୟ ମିଡ଼ିଆ : ସୁବର୍ଣ୍ଣପୁର : ୧୭ ଦିନ ହେବ ନିଖୋଜ ଥିବା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଆଜି ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବାଉଁଶୁଣି ଗାଁ ନିକଟରେ ।…

ପ୍ରୋଟେକ୍ସନ ୱାଲରେ ପିଟି ହେଲା କାର୍‌

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ଠାରେ ଏକ କାର୍‌ ଭାରସାମ୍ୟ ହରାଇ ପ୍ରୋଟେକ୍ସନ ୱାଲରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ…

ଭିଜିଲାନ୍ସ ଜାଲରେ ସିଏସ୍‌ଓ, ୫ଟି ଜାଗାରେ ଚାଲିଛି ରେଡ୍‌

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓଙ୍କ ପରେ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସିଭିଲ୍‌ ସପ୍ଲାଏ ଅଫିସର(ସିଏସ୍‌ଓ) । ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ସିଏସ୍‌ଓ ଅନାଦି ଚରଣ ସେଠୀଙ୍କ ଘରେ ଆଜି ସକାଳୁ ଚାଲିଛି…

ରାସ୍ତା ପାର ହେଉଥିଲେ ହାତୀ ପଲ, ପିଟି ଦେଲା ପିକ୍‌ଅପ୍‌ ଭ୍ୟାନ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ରାସ୍ତା ପାର ହେଉଥିବା ହାତୀପଲକୁ ପିଟି ଦେଲା ଏକ ପିକ୍‌ଅପ୍‌ ଭ୍ୟାନ୍‌ । ପିକ୍‌ଅପ୍‌ ଧକ୍କାରେ ଏକ ମାଈହାତୀ ଆହତ ହୋଇଛି । ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନ୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ହାତୀର…