Month: June 2022

ଆସାମ ବନ୍ୟାରେ ଆଉ ୧୧ଜଣଙ୍କ ଜୀବନହାନୀ

ଏଜେନ୍ସୀ : ଗୌହ୍ୱାଟୀ : ସମଗ୍ର ଆସାମ ଏବେ ଗମ୍ଭୀର ବନ୍ୟା ପରିସ୍ଥିତିର ସାମ୍ନା କରୁଛି । ମଙ୍ଗଳବାର ମଧ୍ୟ କୌଣସି ପ୍ରକାରର ନିସ୍ତାର ଲୋକଙ୍କୁ ମିଳିନାହିଁ । ରାଜ୍ୟର ସବୁ ବଡ଼ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏଥିରେ…

ଅଗ୍ନିପଥ ହିଂସା ଉପରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା

ଏଜେନ୍ସୀ : ନୂଆଦିଲ୍ଲୀ : ମଙ୍ଗଳବାର ସୁପ୍ରିମକୋର୍ଟ ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ହିଂସା ସମୟରେ ଯେଉଁ ସମ୍ପତ୍ତି ନଷ୍ଟ ହୋଇଥିଲା ତାହାକୁ ଭରଣା କରିବା ସକାଶେ ଆଗତ ହୋଇଥିବା ପିଆଇଏଲର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ପ୍ରଧାନବିଚାରପତି…

ଯଶୱନ୍ତ ସିହ୍ନା ଲଢ଼ିବେ ରାଷ୍ଟ୍ରପତି ନିର୍ବାଚନ!

ଏଜେନ୍ସୀ : ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ । ଟିଏମ୍‌ସି ତାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ଟିମ୍‌ସି ପକ୍ଷରୁ ତାଙ୍କ ନାମକୁ ବିରୋଧୀ ଦଳ…

ରେଳ ମନ୍ତ୍ରୀଙ୍କ ଗାଡ଼ି ଉପରେ ଖସି ପଡ଼ିଲା ତୋରଣ

ନିର୍ଭୟ ମିଡ଼ିଆ : କୋଣାର୍କ : ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋଣାର୍କଠାରେ ତାଙ୍କ ଗାଡ଼ି ଉପରେ ଏକ ବଡ଼ ଲୁହାର ତୋରଣ ଖସି ପଡ଼ିଥିଲା । ସୌଭାଗ୍ୟବଶତଃ ସେହି ସମୟରେ…

ଥମୁନି ଆନ୍ଧ୍ରର ଦାଦାଗିରି : କୋଟିଆରେ ଲୁଚିଛପି ପଶିଲେ ଖୋଦ୍‌ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା

ନିର୍ଭୟ ମିଡ଼ିଆ : କୋରାପୁଟ : କୋଟିଆରେ ପୁଣି ପଶିଲା ଆନ୍ଧ୍ର । ଏଥର ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅଧିକାରୀ ନୁହଁନ୍ତି ଖୋଦ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରଡିବାଲସା ଓ ତାଡିବାଲସା ଗସ୍ତ କରିଛନ୍ତି । ସେ…

ରଥ ଉପରେ ସେଲ୍‌ଫି ମନା: ଘୋଷଯାତ୍ରା ନେଇ ଜିଲ୍ଲାପାଳ ଓ ଏସ୍ପିଙ୍କ ବୈଠକରେ ନିଷ୍ପତ୍ତି

ନିର୍ଭୟ ମିଡ଼ିଆ : ପୁରୀ : ପାଖେଇ ଆସୁଛି ଶ୍ରୀଜିଉଙ୍କ ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା । ଆସନ୍ତା ଜୁଲାଇ ୧ ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଚଳିତବର୍ଷ ରଥଯାତ୍ରା ଭକ୍ତମୟ ପରିବେଶ ମଧ୍ୟରେ ହେଉଥିବାରୁ ଶୃଙ୍ଖଳିତ ନୀତିକାନ୍ତି ନେଇ ସେବାୟତ…

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ ୫-ଜି ସେବା : ଅଶ୍ୱିନୀ ବୈଷ୍ଣବ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଓଡ଼ିଶାରେ ୫-ଜି ସେବା ମିଳିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଖୁବ ଶିଘ୍ର ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା । ୫ଜିର ପରବର୍ତ୍ତୀ ପର୍ଯ୍ୟାୟରେ…

ସଙ୍କଟ ବେଳେ ସହାୟତା ଲୋଡିଲା ଶ୍ରୀଲଙ୍କା

ଏଜେନ୍ସୀ : ଶ୍ରୀଲଙ୍କା : ପ୍ରଧାନମନ୍ତ୍ରୀ ରନିଲ ବିକ୍ରମ ସିଙ୍ଘେ ଅଷ୍ଟ୍ରେଲିଆ ସରକାରଙ୍କୁ ଔଷଧ, ଖାଦ୍ୟ ଓ ସାରା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଅପିଲ୍‌ କରିଛନ୍ତି । ଶ୍ରୀଲଙ୍କାରେ ଦିନକୁ ଦିନ ସମସ୍ୟା ଉଗ୍ରରୂପ ଧାରଣ କରୁଛି ।…

ରାମ ମନ୍ଦିର ପାଇଁ ଆସିଥିଲା ଦାନ, ବାଉନ୍ସ ହୋଇଗଲା ୨୨ କୋଟିର ଚେକ୍‌

ଏଜେନ୍ସୀ : ଲକ୍ଷ୍ନୌ : ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିର ନିମନ୍ତେ ସମଗ୍ର ଦେଶରୁ ଛୁଟୁଛି ଦାନର ସୁଅ । ଏଥିନିମନ୍ତେ ଶ୍ରଦ୍ଧାଳୁ ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛନ୍ତି । ହେଲେ ଏବେ ଶୁଣିବାକୁ ମିଳୁଛି, ଟ୍ରଷ୍ଟ ନିକଟକୁ…

ଯୋଗ ସଚେତନତାର ବାର୍ତ୍ତା ଦେଲା ବାଲୁକା କଳା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ଆନ୍ତର୍ଜାତିକ ଯୋଗ ଦିବସ । ବିଶ୍ୱବ୍ୟାପୀ ଜୁନ୍‌ ୨୧ରେ ମହାସମାରୋହରେ ପାଳିତ ହୋଇଥାଏ ଏହି ଦିବସ । ଏହି ଅବସରରେ ପୁରୀ ଲାଇଟହାଉସ ବେଳାଭୂମିରେ ବାଲୁକା କଳା କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ…