Day: 30 June 2022

କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଅର୍ଦ୍ଧେନ୍ଦୁ ଦାସ ଗିରଫ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି ଇଓଡବ୍ଲୁ। ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। ଗତକାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ଉଠାଇ ନେଇ ଜେରା କରୁଥିବା…

ବାଣୀବିହାର ୟୁନିଭରସିଟିରେ ପାଣି ମିଳୁନି, ରାତି ଅଧରେ ହଙ୍ଗାମା କଲେ ଛାତ୍ରୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଅତିଷ୍ଠ କଲାଣି ପାଣି ସମସ୍ୟା । ପିଇବା ପାଇଁ ପାଣି ଟୋପେ ନ ଥିବା ବେଳେ ଦୈନଦିନ ବ୍ୟବହାର ପାଇଁ ମଧ୍ୟ ପାଣିର ଅଭାବ ରହିଛି । ବାରମ୍ବାର ଅଭିଯୋଗ କରିବା ପରେ ସମାଧାନ…

ତିନିବାଡରୁ ଆସିଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ

ନିର୍ଭୟ ମିଡ଼ିଆ : ପୁରୀ ରାତି ପାହିଲେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ମହାପ୍ରଭୁଙ୍କ ଉଭାଯାତ୍ରା । ତିନିବାଡରୁ ପହଞ୍ଚିଛି ଆଜ୍ଞାମାଳ । କିଛି ସମୟ ପରେ ପରେ ରଥ ସିଂହଦ୍ୱାର ସମ୍ମୁଖକୁ ଆସିବ । ପ୍ରଥମେ ନନ୍ଦିଘୋଷ, ତାପରେ…