Day: 28 June 2022

ଭାଜପାର ରଣନୀତି ପ୍ରସ୍ତୁତ, ରବିବାର ସୁଦ୍ଧା ମହାରାଷ୍ଟ୍ରରେ ନୂଆ ସରକାର !

ଏଜେନ୍ସୀ : ମୁମ୍ବାଇ : ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବା ପରେ ମହାରାଷ୍ଟ୍ରର କ୍ଷମତାସୀନ ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ରାଜନୀତିକ ସଙ୍କଟକୁ ଦେଖି ବିରୋଧୀ ଭାଜପା ମଧ୍ୟ ରାଜ୍ୟରେ ସରକାର…

ଆରବ ସାଗରରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର, ୩ ନିଖୋଜ

ଏଜେନ୍ସୀ : ନୂଆଦିଲ୍ଲୀ : ଆବର ସାଗରରେ ଓଏନ୍ଜିସି ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ। ସାଗର କିରଣ ରିଗ୍ ନିକଟରେ ବିମାନଟିକୁ ପାଇଲଟଙ୍କୁ ଜରୁରୀ ଅବତରଣ କରିବାକୁ ପଡିଛି। ଏହି ହେଲିକପ୍ଟରରେ ୨ ଜଣ ପାଇଲଟ ଓ ୭ ଜଣ ଯାତ୍ରୀ ଥିଲେ।…

ରାତି ପାହିଲେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ନିର୍ଭୟ ମିଡ଼ିଆ : ପୁରୀ : ଆଉ ଦୁଇଟା ଦିନ ପରେ ଆୟୋଜିତ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ଏଥିନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ରାତି ପାହିଲେ ମହାପ୍ରଭୁଙ୍କର ହେବ ନବଯୌବନ ଦର୍ଶନ । ପରେ ପାଳିତ ହେବ ନେତ୍ରୋତ୍ସବ…

ଭିନ୍ନକ୍ଷମ ଛାତ୍ରଙ୍କ ପ୍ରଶ୍ନ ବାଣରେ ଅଧିକାରୀ ଘାଇଲା !

ନିର୍ଭୟ ମିଡ଼ିଆ : ଧର୍ମଗଡ଼ ଭିନ୍ନକ୍ଷମ ଛାତ୍ରଙ୍କ ପ୍ରଶ୍ନ ବାଣରେ ଅଧିକାରୀ ଘାଇଲା ! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାଗୁଡା ସ୍କୁଲରେ ଏହି ଘଟଣା ଘଟିଛି । ଯାହାର ଭିଡ଼ିଓ ଭାଇରାଲ ହୋଇଛି । ଶିକ୍ଷକ ପଦବୀ ଖାଲି ନେଇ…

ମହାରାଷ୍ଟ୍ର ମହାନାଟକ : ବିଧାୟକଙ୍କ ପରେ ଏବେ ସାଂସଦଙ୍କ ପାଳି !

ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ର ମହାନାଟକରେ ଘଡିକେ ଘୋଡା ଛୁଟୁଛି । ଠାକ୍‌ରେ ଓ ସିଂଦେ ଗୋଷ୍ଠୀ ମଧ୍ୟରେ ଜାରି ରହିଛି ଜୋରଦାର କନ୍ଦଳ । ଉଭୟ ନେତା ନିଜ ନିଜ ଗୋଷ୍ଠୀଙ୍କୁ ନେଇ ଘନ ଘନ ବୈଠକ କରୁଛନ୍ତି…

ରଥ ପାଇଁ ପ୍ରସ୍ତୁତି ଜୋରଦାର, ବଡ଼ଦାଣ୍ଡ ହେବ ଗ୍ରୀନ୍‌ କରିଡର

ନିର୍ଭୟ ମିଡ଼ିଆ : ପୁରୀ : ଆଉ ମାତ୍ର ୨ ଦିନ ପରେ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏଥର କୋଭିଡ୍‌ କଟକଣା ଉଠିଯାଇଥିବାରୁ ପୁରୀ ରଥଯାତ୍ରା ଦେଖିବାକୁ ଦେଶବିଦେଶରୁ ଲକ୍ଷାଧୀକ ଭକ୍ତଙ୍କ ସମାଗମ ହେବ । ରଥଯାତ୍ରା…

ଅଧରାତିରେ ଭୁଶୁଡ଼ିଲା ୪ ମହଲା କୋଠା

ଏଜେନ୍ସୀ : ମୁମ୍ବାଇ : ମୁମ୍ବାଇର କୁର୍ଲା ନାଏକ ନଗରରେ ସୋମବାର ମଧ୍ୟରାତ୍ରରେ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁମ୍ବାଇର କୁର୍ଲା ନାଏକ…

ଗ୍ୟାସ୍‌ ଲିକ୍‌ ଯୋଗୁ ୧୩ ମୃତ, ୨୫୦ ଗୁରୁତର

ଏଜେନ୍ସୀ : ନୂଆଦିଲ୍ଲୀ : ଜାହାଜରେ ବୋଝେଇ ହେଉଥିବା ଗ୍ୟାସ୍‌ଭର୍ତ୍ତି ବଡ଼ ବଡ଼ କଣ୍ଟେନର୍‌ । ତା’ ଭିତରେ ଥିଲା ବିଷାକ୍ତ ଗ୍ୟାସ୍‌ । ସବୁକିଛି ଠିକ୍‌ ଚାଲିଥିଲା ହେଲେ ହଠାତ୍‌ ଘଟିଲା ଦୁର୍ଘଟଣା । କ୍ରେନ୍‌ରୁ ଗୋଟିଏ ଟାଙ୍କି ଖସିପଡ଼ିବା…

ପିକଅପ୍‌ ଭ୍ୟାନ୍‌କୁ ପଛରୁ ପିଟିଲା ଆମ୍ବୁଲାନ୍ସ

ନିର୍ଭୟ ମିଡ଼ିଆ : ଭଦ୍ରକ : ଜାତୀୟ ରାଜପଥ ପାଶ୍ୱର୍ରେ ଛିଡ଼ା ହୋଇଥିବା କାଠ ବୋଝେଇ ପିକଅପ୍‌ ଭ୍ୟାନ୍‌କୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ୨ କର୍ମଚାରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଭଦ୍ରକ ମେଡିକାଲରେ…

ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା, ୬ ଗୁରୁତର

ନିର୍ଭୟ ମିଡ଼ିଆ : ସୁବର୍ଣ୍ଣପୁର : ପଞ୍ଚାୟତ ନିର୍ବାଚନ ପରଠୁ ୨ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଶେଷରେ ରକ୍ତାକ୍ତ ସଂଘର୍ଷର ରୂପ ନେଲା । ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ…