Day: 27 June 2022

ରଥଯାତ୍ରା ସମୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପାଖେଇ ଆସୁଛି ରଥ ଯାତ୍ରା । ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଏଥର ରଥଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ରଥଯାତ୍ରା ପାଇଁ ଦେଶବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ପୁରୀକୁ ଛୁଟିବ ।…

ଗାଡି ଧକ୍କାରେ ଆଉ ଯିବନି ହାତୀଙ୍କ ଜୀବନ; ରାସ୍ତା ପାର୍‌ ବେଳେ ବାଜିବ ସାଇରନ୍‌

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଗାଡି ଧକ୍କାରେ ଆଉ ହେବନି ହାତୀଙ୍କ ଜୀବନହାନୀ । ବିନା ଦ୍ୱିଧାରେ ଜାତୀୟ ରାଜପଥ ପାର୍‌ ହେବେ ହାତୀପଲ । ହାତୀପଲଙ୍କ ସୁରକ୍ଷା ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ଲାଗୁ ହୋଇଛି ନୂଆ…

୨ରୁ ୩ ଦିନ ଭିତରେ ମହାରାଷ୍ଟ୍ର ସରକାରର ଖେଳ ଖତମ : କେନ୍ଦ୍ରମନ୍ତ୍ରୀ ରାଓସାହେବ

ଏଜେନ୍ସୀ : ମୁମ୍ବାଇ : ଶିବସେନାର ବିଧାୟକମାନଙ୍କ ବିଦ୍ରୋହ ଯୋଗୁ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ମଧ୍ୟରେ ବଡ଼ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନବେ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି(ଏମଭିଏ)ର…

ରାଜଧାନୀରେ ଅଘଟଣ, ବାଇକ୍‌ ସହ ଜଳିଗଲେ ଯୁବକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାତି ଅଧରେ ରାଜଧାନୀ ରାସ୍ତା ଉପରେ ବାଇକ୍‌ ସହ ଜଳିଗଲେ ଯୁବକ । ରବିବାର ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜ ମହାରାଜା ଫିଲ୍ମ ହଲ୍‌ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି ।…

ଦାବି ପୂରଣ ନହେଲେ ଜୁଲାଇ ୧ରୁ ଗଡ଼ିବନି ବସ୍‌!

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଜୁଲାଇ ପହିଲାରୁ ହେବାକୁ ଥିବା ବସ୍‌ ଧର୍ମଘଟ ହେବ ନା ନାହିଁ, ସେନେଇ ଆଜି ନିଷ୍ପତ୍ତି ନିଆଯିବ । ରବିବାର ଘରୋଇ ବସ୍‌ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା…