Day: 27 June 2022

ଉଦ୍ଧବ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କଲେ ସିଂଦେ ସେନା

ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ଏକନାଥ ସିଂଦେଙ୍କ ସହ ଥିବା ଶିବସେନାର ୩୮ ଜଣ ବିଦ୍ରୋହୀ ବିଧାୟକ । ଆଜି ବିଦ୍ରୋହୀ ବିଧାୟକମାନେ ବିଧିବଦ୍ଧ ଭାବେ ଗୋଟିଏ…

ମହାରାଷ୍ଟ୍ର ସଙ୍କଟ: ସଞ୍ଜୟ ରାଉତଙ୍କୁ ହାଜର ହେବାକୁ ସମନ କଲା ଇଡି

ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି । ଶିବସେନାର ୩୮ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ଭାଙ୍ଗିବା ସ୍ଥିତିକୁ ଚାଲି…

ସୁପ୍ରିମ୍‌କୋର୍ଟରେ ମହାରାଷ୍ଟ୍ର ମହାସଂଗ୍ରାମ; ବିଦ୍ରୋହୀ ସିଂଦେ ଗୋଷ୍ଠୀଙ୍କ ପକ୍ଷରୁ ଦୁଇଟି ପିଟିସନ୍‌ ଦାଖଲ

ଏଜେନ୍ସୀ : ମୁମ୍ବାଇ : ସୁପ୍ରିମ କୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର କ୍ଷମତା ଲଢେଇ । ବିଦ୍ରୋହୀ ବିଧାୟକ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇ ଦୁଇଟି ଆବେଦନ କରାଯାଇଛି । ମହାରାଷ୍ଟ୍ର କ୍ଷମତା ଲଢେଇ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି ହେବ…

ଲିଫ୍ଟ ଦେବାକୁ କହି ଚଳନ୍ତା କାର୍‌ରେ ମା’ ଓ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ

ଏଜେନ୍ସୀ : ଉତ୍ତରାଖଣ୍ଡ : ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ହରିଦ୍ୱାରର ରୋରକୀରେ ଜଣେ ମହିଳା ଓ ତାଙ୍କ ୬ ବର୍ଷର ଝିଅଙ୍କୁ ଚଳନ୍ତା କାର ଭିତରେ ଗଣଦୁଷ୍କର୍ମ କରାଯାଇଛି । ଜଣେ ବ୍ୟକ୍ତି ଉଭୟଙ୍କୁ କାର୍‌ରେ…

ଚାଷୀଙ୍କ ପୁଅକୁ ମିଳିଲା ବଡ଼ ଚାକିରି, ଦରମା ୧.୮ କୋଟି ଟଙ୍କା

ଏଜେନ୍ସୀ : କୋଲକାତା : ବାପା ଚାଷୀ ଓ ମା’ ହେଉଛନ୍ତି ଅଙ୍ଗନୱାଡି କର୍ମୀ । ହେଲେ ପୁଅକୁ ମିଳିଛି ବଡ଼ ଚାକିରି । ଆଉ ଭାରତରେ ନୁହେଁ ପୁଅ ବିଦେଶରେ ଯାଇ କାମ କରିବ । କାରଣ ସୋସିଆଲ ମିଡିଆ…

ବାର୍‌ରେ ୨୧ ଜଣ ଛାତ୍ରଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

ଏଜେନ୍ସୀ : ଜୋହାନ୍ସବର୍ଗ : ପାର୍ଟି କରିବା ପାଇଁ ବାରକୁ ଯାଇଥିବା ୨୧ ଜଣ ଛାତ୍ରଛାତ୍ରୀଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି । ମୃତକଙ୍କ ବୟସ ୧୩ରୁ ୧୯ ବର୍ଷ ମଧ୍ୟରେ । ଦକ୍ଷିଣ ଆଫ୍ରିକାର ଗୋଟିଏ ବାର୍‌ରେ ଏହି ଦୁଃଖଦ…

ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିରୋଧୀ ମେଣ୍ଟର ପ୍ରାର୍ଥୀ, ସମର୍ଥନ ଘୋଷଣା କଲେ କେସିଆର୍‌

ଏଜେନ୍ସୀ : ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶବନ୍ତ ସିହ୍ନା । ଆଜି ଶ୍ରୀ ସିହ୍ନା ସଂସଦ ଭବନରେ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏନସିପି…

ରୋଗୀଙ୍କୁ ୨ କିଲୋମିଟର ଦୋଳାରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ର ନେଲେ ଗ୍ରାମବାସୀ

ନିର୍ଭୟ ମିଡ଼ିଆ : ପାରଳାଖେମୁଣ୍ଡି : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । କିନ୍ତୁ ମୋହନା ବ୍ଲକର ଏମିତି ବହୁ ଗ୍ରାମ ରହିଛି ଯେଉଁଠିକି…

୨ ନିଶା ମାଫିଆ ଭାଇଙ୍କ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସିଜ୍‌

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ୨ ନିଶା ମାଫିଆ ଭାଇଙ୍କ ସମ୍ପତ୍ତି ସିଜ୍‌ । ନିଶା ସାମଗ୍ରୀ କାରବାର କରୁଥିବା ଗଞ୍ଜାମ ଜିଲ୍ଲା ବୁଗୁଡାର ବନମାଳି ପ୍ରଧାନ ଓ ଅରୁଣ ପ୍ରଧାନର ସମ୍ପତ୍ତି ବ୍ୟାଜ୍ୟାପ୍ତ କରାଯାଇଛି । ନିଶା ସାମଗ୍ରୀ…

ଟାୟାର ଭିତରେ ପୁଳା ପୁଳା ଗଞ୍ଜେଇ, ୩ ଗିରଫ

ନିର୍ଭୟ ମିଡ଼ିଆ : କଟକ : ଗାଡି ଚକରେ ଗଞ୍ଜେଇ ଚାଲାଣ । ଅଭିନବ ଢ଼ଙ୍ଗରେ ପୁଲିସ ଆଖିରେ ଧୂଳି ଦେଇ ଚାଲାଣକାରୀ ଗଞ୍ଜେଇ ବେପାର କରୁଥିଲେ । କଟକ ଓଏମପି ଛକରେ ଏକ ଗାଡ଼ି ଟାୟାର ଭିତରୁ ଜବତ ହୋଇଛି…