Day: 26 June 2022

ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ଏଜେନ୍ସୀ : ପାଟନା : ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ବିହାରର ରାଜଧାନୀ ପାଟନାରେ ଭ୍ରଷ୍ଟାଚାରର ଏକ ବଡ଼ ମାମଲାର ପର୍ଦ୍ଦାଫାସ ହୋଇଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ…

୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ବଡ଼ ଆକ୍ସନ: ଗିରଫ ହେଲେ ପୂର୍ବତନ ଡିଜିପି

ଏଜେନ୍ସୀ : ଗୁଜରାଟ : ୨୦୦୨ ଗୁଜରାଟ ଦଙ୍ଗା ମାମଲାକୁ ନେଇ ପୁଣି ଥରେ ହଟଚମଟ ସୃଷ୍ଟି ହୋଇଛି । ଗୁଜରାଟର ତକ୍ରାଳୀନ ଡିଜି ପୋଲିସ୍‌ ଆର୍‌ ବି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି । ଗୁଜରାଟ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର, ତଦନ୍ତକୁ…

ତ୍ରିପୁରା ଉପନିର୍ବାଚନ ଭାଜପାର ବାଜିମାତ, ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହ

ଏଜେନ୍ସୀ : ଅଗରତାଲା : ତ୍ରିପୁରା ବିଧାନସଭା ଉପନିର୍ବାଚନରେ ଭାଜପାର ବାଜିମାତ । ୪ଟି ଆସନରୁ ୩ଟି ହାତେଇଲା ଭାଜପା । ତ୍ରିପୁରା ମୁଖ୍ୟମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ମାଣିକ ଶାହ ଟାଉନ୍‌ ବରୋଦାବାଲା ଆସନରୁ ୬,୧୦୪ ଭୋଟ୍‌ରେ ନିର୍ବାଚନ ଜିତିଛନ୍ତି…

୨ ଦିନ ପ୍ରବଳ ବର୍ଷିବ ! ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ । ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ଆଜି ବର୍ଷା…

୧ କେଜିରୁ ଅଧିକ ବ୍ରାଉନ୍‌ ସୁଗର ଜବତ, ୪ ଗିରଫ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସ୍ପେଶାଲ୍‌ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌)ଖୋର୍ଦ୍ଧାରୁ ୧ କେଜି ୩୦ ଗ୍ରାମ ବ୍ରାଉନ୍‌ ସୁଗର ଜବତ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ରାଜେଶ କୁମାର ବାରିକ, ବିରଞ୍ଚି…

୩ ଲୁଟେରା ଗିରଫ: ୯ଟି ସୁନା ଚେନ୍‌ ଓ ୭ ବାଇକ୍‌ ଜବତ

ନିର୍ଭୟ ମିଡ଼ିଆ : ଖୋର୍ଦ୍ଧା : ସୁନା ଚେନ୍‌ ଲୁଟୁଥିଲେ । ଘରୋଇ ବ୍ୟାଙ୍କରେ ବନ୍ଧା ରଖୁଥିଲେ । ଏଭଳି ଏକ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ଥାନା ପୁଲିସ୍‌ । ଅଭିଯୁକ୍ତମାନେ ହେଉଛନ୍ତି କାଳି…

କମ୍ବିଂ ବେଳେ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ

ନିର୍ଭୟ ମିଡ଼ିଆ : ଭବାନୀପାଟଣା : କମ୍ବିଂ ଅପରେସନ୍‌ ବେଳେ କଳାହାନ୍ଦି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ନାପାଡ଼ାଲୁ ଜଙ୍ଗଲରୁ ୪ଟି ଆଇଇଡି, ୪ଟି ଗୁଳି ଓ ବିସ୍ଫୋରକ ସହିତ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ…

ରାସ୍ତା ଚଉଡା କରିବାକୁ କଟାଯିବ ୨ ଶହ ଗଛ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବହୁ ବିରୋଧ ଆଉ ବିବାଦ ପରେ ରାଜଧାନୀରେ ଏମଏଲଏ କଲୋନୀ ଠାରେ ଗଛ ବଳି ନିଷ୍ପତ୍ତିରୁ ଓହରିଲେ ସରକାର । ହେଲେ ଏବେ ସେମିତି ଆଉ ଏକ ନିଷ୍ପତ୍ତିକୁ ନେଇ ଚିନ୍ତାରେ ରାଜଧାନୀବାସୀ ।…

ଆଜି ଆସିବ ୩ ଲୋକସଭା ଓ ୭ ବିଧାନସଭା ଉପନିର୍ବାଚନ ଫଳ

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ଆସିବ ଦେଶର ୬ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ରେଜଲ୍ଟ । ଜୁନ୍‌ ୨୩ ତାରିଖରେ ତିନି ଲୋକସଭା ଆସନ ଓ ୭ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା ।…

ଜରୁରୀ ଅବତରଣ କଲା ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର

ଏଜେନ୍ସୀ : ଲକ୍ଷ୍ନୌ : ଜରୁରୀ ଅବତରଣ କଲା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର । ଏକ ପକ୍ଷୀ ମାଡ଼ ହୋଇଯିବାରୁ ହେଲିକପ୍ଟରଟିକୁ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ ପାଇଲଟ । ବାରାଣସୀର ବାବାତପୁର ବିମାନବନ୍ଦରରେ ହେଲିକପ୍ଟରଟି…