Day: 24 June 2022

ଗୌହାଟୀରେ କ୍ୟାମ୍ପ କରିଛନ୍ତି ମହାରାଷ୍ଟ୍ରର ବିଧାୟକ, କିନ୍ତୁ ଆସାମ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି!

ଏଜେନ୍ସୀ : ଗୌହାଟୀ : ମହାରାଷ୍ଟ୍ରର ରାଜନୀତିକ ସଙ୍କଟ ମଧ୍ୟରେ ଶିବସେନା ୪୦ରୁ ଅଧିକ ବିଦ୍ରୋହୀ ବିଧାୟକ ଆସାମର ଗୌହାଟୀରେ ଥିବା ଗୋଟିଏ ପଞ୍ଚ ତାରକା ହୋଟେଲରେ ଡେରା ପକାଇଛନ୍ତି । ବରିଷ୍ଠ ଶିବସେନା ନେତା ଏକନାଥ ସିଂଦେଙ୍କ ନେତୃତ୍ୱରେ ଏହି…

ଅଯୋଗ୍ୟ ଘୋଷଣା ନୋଟିସ ପରେ ଶିବସେନାକୁ ଜବାବ ଦେଲେ ସିଂଦେ

ଏଜେନ୍ସୀ : ମୁମ୍ବାଇ : ଏକନାଥ ସିଂଦେଙ୍କ ସମେତ ବିଦ୍ରୋହ ଘୋଷଣା କରିଥିବା ୧୨ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଶିବସେନା ପ୍ରକ୍ରିୟା ଆରମ୍ଭ କରିଛି । ଏହି ବିଧାୟକମାନେ ଦଳର ହ୍ୱିପ ମାନି ନଥିବାରୁ ସେମାନଙ୍କ ବିଧାନସଭା…

ଦିନକରେ ୩୦% ବଢ଼ିଲା କରୋନା ସଂକ୍ରମଣ, ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣିଥରେ ଦେଶରେ ମହାମାରୀ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରିବା ଆରମ୍ଭ କଲାଣି । ସ୍ଥିତି ଏପରି ହୋଇଛି ଯେ ଦିନକରେ କରୋନର ସଂକ୍ରମଣ ୩୦%ରୁ ଅଧିକ ବଢ଼ିଛି । ୨୪ ଘଣ୍ଟା ମଧ୍ୟରେ…

ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ, ସମର୍ଥନ ଘୋଷଣା କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଏଜେନ୍ସୀ : ନୂଆଦିଲ୍ଲୀ : ଭାଜପା ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ । ଏହି ସମୟରେ ଓଡ଼ିଶା ଭାଜପାର ସମସ୍ତ ବିଧାୟକ ଓ ବିଜଦ ପକ୍ଷରୁ ପ୍ରସ୍ତାବ ସାଜିଥିବା ମନ୍ତ୍ରୀ ଜଗନ୍ନାଥ ସାରକା…