Day: 23 June 2022

ଶୁକ୍ରବାର ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ, ଉପସ୍ଥିତ ରହିବେ ବିଜଦର ୨ ମନ୍ତ୍ରୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଶୁକ୍ରବାର ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ବିଜଦର ୨ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ । ବିଜଦ ତରଫରୁ ମନ୍ତ୍ରୀ ଜଗନ୍ନାଥ…

ଗଛରେ ପିଟି ହେଲା ପିକ୍‌ଅପ୍‌ ଭ୍ୟାନ୍‌ : ୧୦ ଶ୍ରଦ୍ଧାଳୁ ମୃତ, ୭ ଗୁରୁତର

ଏଜେନ୍ସୀ : ଲକ୍ଷ୍ନୌ : ଏକ ପିକ୍‌ଅପ୍‌ ଭ୍ୟାନ୍‌ ଗଛରେ ପିଟି ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ଉତ୍ତର ପ୍ରଦେଶର ପିଲିଭିତ୍‌ ଜିଲ୍ଲାର ଗଜରୌଲା ଥାନା ଅଞ୍ଚଳରେ ଘଟିଛି…

୬ଟି ରାଜ୍ୟରେ ୩ ଲୋକସଭା ଏବଂ ୭ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ଦେଶର ୬ଟି ରାଜ୍ୟରେ ୩ଟି ଲୋକସଭା ଏବଂ ୭ଟି ବିଧାନସଭା ଆସନ ନିମନ୍ତେ ଆୟୋଜିତ ଉପନିର୍ବାଚନ ପାଇଁ ମତଦାନ ଚାଲିଛି । କଡ଼ା ସୁରକ୍ଷା ବ୍ୟବସ୍ଥା ବାତାବରଣରେ ଆଜି ସକାଳ ୮ରୁ ଆରମ୍ଭ ହୋଇଥିବା…

ସତର୍କ ସୂଚନା- ଆଜି ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା !

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଗତ ୨ ଦିନ ହେବ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇଛି । ଏଥିପାଇଁ ଆଜି ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ…

ମୁଖ୍ୟମନ୍ତ୍ରୀ ଭାଙ୍ଗିଲେ କୋଭିଡ୍‌ ନିୟମ, ଥାନାରେ ଅଭିଯୋଗ କଲେ ଭାଜପା ନେତା

ଏଜେନ୍ସୀ : ମୁମ୍ବାଇ : ମୁଖ୍ୟମନ୍ତ୍ରୀ ଆସନ ଯିବା ନିଶ୍ଚିତ ପ୍ରାୟ ଜାଣିବା ପରେ ବୁଧବାର ରାତିରେ ଉଦ୍ଧବ ଠାକରେ ତାଙ୍କ ସରକାରୀ ବାସଭବନ ଛାଡ଼ି ଦେଇଥିଲେ । ଜିନିଷ ପତ୍ର ଧରି ସେ ତାଙ୍କ ନିଜ ଘର ‘ମାତୋଶ୍ରୀ’କୁ ଚାଲି…

ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି, ଦଶ ମୂଳାରିଷ୍ଟ ଖାଇ ସୁସ୍ଥ ହେବେ ଶ୍ରୀଜିଉ

ନିର୍ଭୟ ମିଡ଼ିଆ : ପୁରୀ : ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଦଶମୀ ତିଥିରେ ଚକାବିଜେ ନୀତି କରାଯିବ । ଦଇତାପତି ସେବକ ମାନେ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉ ଟିକେ ସୁସ୍ଥ ଅନୁଭବ କରିବେ । ଏଥିପାଇଁ…

ଦିଲ୍ଲୀ ଗଲେ ଦ୍ରୌପଦୀ ମୁର୍ମୁ, ନାଚଗୀତରେ ଦୁଲୁକିଲା ବିମାନବନ୍ଦର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦିଲ୍ଲୀ ଅଭିମୁଖେ ଗଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆଜି ସକାଳ ୯ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଶ୍ରୀମତୀ ମୁର୍ମୁ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ…