Day: 22 June 2022

ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ରିଫାଇନ ବୋଝେଇ ଟ୍ରକ୍‌

ନିର୍ଭୟ ମିଡ଼ିଆ : ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ସଡ଼କ ଦୁର୍ଘଟଣା ଘଟିଛି । ଏକ ରିଫାଇନ ବୋଝେଇ ଟ୍ରକ୍‌ଟି ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେବା ପରେ…

ହସପିଟାଲରେ ଭର୍ତ୍ତି ହେଲେ ରାଜ୍ୟପାଳ ଭଗତ ସିଂହ

ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରି କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ବୁଧବାର ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ମୁମ୍ବାଇର ଏଚଏନ୍‌ ରିଲାଏନ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଧିରେ…

ଗୌହାଟିରେ ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଧେ , ସାଙ୍ଗରେ ଅଛନ୍ତି ୪୨ ବିଧାୟକ !

ଏଜେନ୍ସୀ : ଗୌହାଟି : ମହାରାଷ୍ଟ୍ରରେ ଶିବସେନା ସରକାରଙ୍କ ପ୍ରତି ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବଂ ଅନ୍ୟ ବିଧାୟକମାନେ ମିଳିତ ଭାବେ ଆସାମର ଗୌହାଟିରେ ପହଞ୍ଚିଛନ୍ତି । ସେମାନଙ୍କୁ ଭାଜପା ନେତା…

କାଲି ରାଷ୍ଟ୍ରପତି ପ୍ରାର୍ଥୀ ହେଲେ, ଆଜି ସକାଳୁ ମନ୍ଦିର ବେଢା ଓଳାଇଲେ ଦ୍ରୌପଦୀ ମୁର୍ମୁ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏନ୍‌ଡିଏ ଓ ବିରୋଧୀ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି । ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ବିରୋଧୀ ପକ୍ଷର…

ସାଇଲେଣ୍ଟ କିଲର ଭଳି ମାଡ଼ୁଛି ମହାମାରୀ କୋଭିଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : କୋଭିଡ୍‌ ମହାମାରୀ ଏବେ ସାଇଲେଣ୍ଟ କିଲର ସ୍ଥିତିରେ । ଭାଇରସ ପୂର୍ବଭଳି ପ୍ରଭାବଶାଳୀ ନଥିଲେ ମଧ୍ୟ ତାର ଉପସ୍ଥିତି ଜାରି ରଖିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୪୯ ଟି ମାମଲା ଚିହ୍ନଟ…

ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଜେଡ୍‌ ପ୍ଲସ ସୁରକ୍ଷା, ଜଗିବେ ୧୫୦ ସୁରକ୍ଷାକର୍ମୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଜେଡ୍‌ ପ୍ଲସ ସୁରକ୍ଷା । ଏନଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି ।…