Day: 20 June 2022

ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ

ନିର୍ଭୟ ମିଡିଆ : କଟକ : ପ୍ରତିଦିନ ଭିଜିଲାନ୍ସ ଚଢ଼ାଉ ଏବଂ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ ଖବର ପ୍ରକାଶ ପାଉଛି ଗଣମାଧ୍ୟମରେ । କିନ୍ତୁ ପରବର୍ତ୍ତୀ କାଳରେ ଏ ସଂକ୍ରାନ୍ତରେ କୌଣସି ତଥ୍ୟ ଦେବାକୁ ଚାହୁଁ…

ସୋମବାର ୭୪୨ ଟ୍ରେନ ବାତିଲ

ଏଜେନ୍ସୀ : ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନା ଲାଗୁ କରିବା ନେଇ ବାଧା ପ୍ରାପ୍ତ ହେଲା ରେଳ ସେବା । ସୋମବାର ଅପରାହ୍ନ ସୁଧା ଦେଶରେ ବାତିଲ ହୋଇଛି ୭୪୨ଟି ଟ୍ରେନ । ରବିବାର ମଧ୍ୟ ୪୮୩ଟି ଟ୍ରେନଯାତ୍ରାକୁ ବାତିଲ କରାଯାଇଥିଲା…

୧୬ ବର୍ଷରେ ମୁସଲିମ୍ ଯୁବତୀଙ୍କୁ ବିବାହ ଅନୁମତି

ଏଜେନ୍ସୀ : ନୂଆଦିଲ୍ଲୀ : ୧୬ ବର୍ଷରେ ବିବାହ କରି ପାରିବେ ମୁସଲିମ୍ ଯୁବତୀ । ଭାରତୀୟ ସମ୍ବିଧାନ ଅନୁଯାୟୀ ମୁସଲିମ୍ ଯୁବତୀ ୧୮ବର୍ଷ ପରିବର୍ତ୍ତେ ୧୬ ବର୍ଷରେ ମଧ୍ୟ ବିବାହ ବୟସ ଉପଯୋଗୀ ହୋଇ ପାରିବେ । ଏକ ମୁସଲିମ୍…

ନନ୍ଦିଘୋଷ ରଥରେ ପିଟି ହେଲା ପିକ୍‌ଅପ୍‌ ଭ୍ୟାନ

ନିର୍ଭୟ ମିଡ଼ିଆ : ପୁରୀ : ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା । ସୋମବାର ସକାଳେ ପୁରୀ ରଥଖଳା ନିକଟରେ ଏକ ପିକଅପ୍‌ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି । ଡ୍ରାଇଭରଙ୍କୁ ଫିଟସ୍‌…

ବିହାରରେ ବଜ୍ରପାତ, ୧୭ ମୃତ

ଏଜେନ୍ସୀ : ପାଟନା : ପ୍ରବଳ ବର୍ଷା ଓ ବଜ୍ରପାତରେ ଚାଲିଗଲା ୧୭ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରରେ । ଏଠାକାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡଘଡି ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି…

ମାଟିତଳେ ପୋତି ହୋଇଗଲା ଟ୍ରକ୍‌, ଡ୍ରାଇଭର ମୃତ

ଏଜେନ୍ସୀ : ଶ୍ରୀନଗର : ଘାଟିରେ ବାଦଲଫଟା ବର୍ଷା । ରବିବାର ଜମ୍ମୁକଶ୍ମୀର ପୁଞ୍ଚ‚ ଜିଲ୍ଲରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଣ୍ଡି ସହରରେ ବର୍ଷା ଯୋଗୁ ମାଟି ଧସି ଯାଇଛି । ଫଳରେ ମାଟି…

ହ୍ୱାଇଟ୍‌ ହାଉସ୍‌ ନିକଟରେ ଆଖିବୁଜା ଗୁଳିମାଡ଼

ଏଜେନ୍ସୀ : ୱାଂଶିଟନ୍‌ : ଆମେରିକାରେ ଥମୁନି ଗୁଳିକାଣ୍ଡ । ୱାଂଶିଟନ୍‌ ଡିସିରେ ଏକ ମ୍ୟୁଜିକ କନସର୍ଟ ନିକଟରେ ଆଖିବୁଜା ଗୁଳିମାଡ଼ ହୋଇଛି । କିଛି ଦୁର୍ବୃତ୍ତମାନେ ମୁଖ୍ୟ ରାସ୍ତାମଝିରେ ଗୁଳିମାଡ କରିଛନ୍ତି । ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ସମେତ…

ପୁଣି ଇଡିରେ ହାଜର ହେଲେ ରାହୁଲ, କଂଗ୍ରେସର ଜୋରଦାର ବିରୋଧ

ଏଜେନ୍ସୀ : ନୂଆଦିଲ୍ଲୀ : ସୋମବାର ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ ଆଜି ତାଙ୍କୁ ପଚରାଉଚରା କରିବ । ଏଥିପାଇଁ…

ଦୀର୍ଘ ଦିନ ଧରି ପାଣି ଟୋପାଏ ପାଇଁ ହନ୍ତସନ୍ତ କୋଡାଲପାରା ବାସିନ୍ଦା

ନିର୍ଭୟ ମିଡ଼ିଆ : ରାଇଘର : ପ୍ରତି ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ, ଓଭରହେଡ ଟାଙ୍କି, ସୋଲାର ନଳକୂପ ସହ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି…

ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ନିର୍ଭୟ ମିଡ଼ିଆ : ସୁବର୍ଣ୍ଣପୁର : ୧୭ ଦିନ ହେବ ନିଖୋଜ ଥିବା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଆଜି ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବାଉଁଶୁଣି ଗାଁ ନିକଟରେ ।…