Day: 17 June 2022

ଇନଷ୍ଟାଗ୍ରାମରେ ରିଲ୍ସ ଭିଡିଓ ତିଆରି କରିବାକୁ ଯାଇ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ୩ ଜଣ

ଏଜେନ୍ସୀ : ଭୋପାଳ : ସୋସିଆଲ ମିଡିଆରେ ଭାଇରାଲ ହେବା ନିଶା ଆଜିକାଲି ସମସ୍ତଙ୍କୁ ଘାରିଛି । ଲାଇକ୍ସ, କମେଣ୍ଟ, ଶେୟାର ନିଶାରେ ସମସ୍ତେ ପାଗଳ । ସମସ୍ତଙ୍କୁ ଘାରିଛି ଇନଷ୍ଟାଗ୍ରାମ ରିଲ୍ସ ନିଶା । ରିଲ୍ସ ଭିଡିଓ ତିଆରି କରି…

ଶସ୍ତା ହେଲା ଖାଇବା ତେଲ

ଏଜେନ୍ସୀ : ନୂଆଦିଲ୍ଲୀ : ଗୋଟିଏ ପଟେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଅନ୍ୟପଟେ ଆଶ୍ୱସ୍ତି ମିଳିଛି । ଗୁରୁବାର ଏଲ୍‌ପିଜି କନେକ୍ସନ ଦର ବୃଦ୍ଧି ପାଇଥିବା ବେଳେ ଖାଇବା ତେଲ ଶସ୍ତା ହୋଇଛି । ଅନ୍ତର୍ଜାତୀୟ ବଜାରରେ…

କଟକରେ ‘ଅଗ୍ନିପଥ’ ନିଆଁ, ଲାଠିଚାର୍ଜ କଲା ପୁଲିସ୍‌

ନିର୍ଭୟ ମିଡ଼ିଆ : କଟକ : ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ପ୍ରତିବାଦର ନିଆଁ ତେଜିବାରେ ଲାଗିଛି । ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି । କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।…

ଦିଲ୍ଲୀ ଓ ମୁମ୍ବାଇରେ ବଢୁଛି କରୋନା ସଂକ୍ରମଣ, ପୁଣି କଡ଼ାକଡ଼ି ହେବ କି କଟକଣା?

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଥରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଓ ମୁମ୍ବାଇରେ ବଢ଼ୁଥିବା ପଜିଟିଭିଟି ରେଟ୍‌ ଏବେ ଅଧିକ ଚିନ୍ତା ବଢ଼ାଇଛି । ଦିନକରେ ମହାରାଷ୍ଟ୍ରରେ ୪ ହଜାର ୨୨୫…

ଅଗ୍ନିପଥ ଯୋଜନା : ବିରୋଧ ପରେ ବଦଳିଲା ନିୟମ

ଏଜେନ୍ସୀ : ନୂଆଦିଲ୍ଲୀ : ବିରୋଧ ପରେ ତେଜିଲେ ସରକାର । ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ‘ଅଗ୍ନିପଥ ଯୋଜନା’ରେ ଚାକିରି ସର୍ତ୍ତାବଳୀକୁ ତ୍ରୀବ ବିରୋଧ କରାଯାଇଥିଲା । ଏହା ପରେ କେନ୍ଦ୍ର ସରକାର ଚାକିରି ନିୟମ ପରିବର୍ତ୍ତନ କରିଛନ୍ତି…

ଆଜିଠୁ ଖୋଲୁଛି ସ୍କୁଲ, ଏଥର ୧୦ଟାରେ ଆରମ୍ଭ ହେବ ପାଠପଢ଼ା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ସ୍କୁଲ । ୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଆରମ୍ଭ ହେବ । ଏଥର କିନ୍ତୁ ସକାଳ ସ୍କୁଲ ବଦଳରେ ୧୦ଟାରୁ…

ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ : ବଢ଼ିଲା ଏଲ୍‌ପିଜି କନେକ୍ସନ ଦର

ଏଜେନ୍ସୀ : ନୂଆଦିଲ୍ଲୀ : ବଢ଼ିଲା ଏଲ୍‌ପିଜି କନେକ୍ସନ ଦର । ଯଦି ଆପଣ ନୂଆ ଏଲ୍‌ପିଜି କନେକ୍ସନ ନେବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ ଏଣିକି ଅତିରିକ୍ତ ୮୫୦ ଟଙ୍କା ଦେବାକୁ ପଡ଼ିବ । ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା…