Day: 17 June 2022

ବଜ୍ରାଘାତରେ୨୧ ଗାଈ ମୃତ

ନିର୍ଭୟ ମିଡ଼ିଆ : ନାରାୟଣପାଟଣା : ନିର୍ଭୟ ମିଡ଼ିଆ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଅଞ୍ଚଳରେ ଗୁରୁବାର ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ମାରିଥିଲା । ଅନେକ ସ୍ଥାନରେ ଗଛ ଭାଙ୍ଗି ନଷ୍ଟ ହୋଇଥିବା ବେଳେ ନିରୀହ ଗୃହ ପାଳିତ ପଶୁଙ୍କ ଜୀବନ…

ମୃତ ରୋଗୀଙ୍କୁ ମିଳୁନି ମହାପ୍ରୟାଣ ଗାଡି

ନିର୍ଭୟ ମିଡ଼ିଆ : କୋରାପୁଟ : କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଓ କଲେଜରେ ମୃତ ବ୍ୟକ୍ତିଙ୍କୁ ମିଳୁନି ମହାପ୍ରୟାଣ ଗାଡି । ଏହି ମେଡିକାଲକୁ ପ୍ରତିଦିନ ଶହ ଶହ ରୋଗୀ ଅଭିଭକ୍ତ କୋରାପୁଟ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର ଓ…

ଅଗ୍ନିପଥ ଯୋଜନାକୁ ବିରୋଧ ଜାରି : ପୁଲିସ ଗୁଳିରେ ଜଣେ ମୃତ

ଏଜେନ୍ସୀ : ବିଶାଖାପାଟଣା : ସେନାର ଅଗ୍ନିପଥ ଯୋଜନାକୁ ନେଇ ବିଶାଖାପାଟଣାରେ ଗୁଳିମାଡ଼ ହୋଇଛି । ଏହି ଉତ୍ତେଜନାର ପୁଲିସ ଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଗୁଳିମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି ।…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ ସିବିଆଇ ରେଡ୍‌

ଏଜେନ୍ସୀ : ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ଭାଇ ଅଗ୍ରସେନ ଗେହଲେଟଙ୍କ ଘରେ ଆଜି କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ) ପକ୍ଷରୁ ରେଡ୍‌ କରାଯାଇଛି । ଯୋଧପୁରର ଅଗ୍ରସେନଙ୍କ ଘରେ ଏହି ରେଡ୍‌ ହୋଇଛି । ଅଗ୍ରସେନ ହେଉଛନ୍ତି ଜଣେ…

ତାତିରୁ ତ୍ରାହି : ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ତାତିରୁ ମିଳିଲା ଆଶ୍ୱସ୍ତି । ଓଡ଼ିଶାରେ ମୌସୁମୀ ଛୁଇଁବା ପରେ ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖିବାକୁ…

ବିଦ୍ୟୁତ ସଂଯୋଗ ପାଇଁ ୨୫ରୁ ଊର୍ଦ୍ଧ ପରିବାର ଧନୁତୀର ଧରି ରାସ୍ତାକୁ ଓହ୍ଲାଇଲେ

ନିର୍ଭୟ ମିଡ଼ିଆ : ମୟୂରଭଞ୍ଜ : ୩ ବର୍ଷ ହେବ ଆମ ଘର କାନ୍ଥରେ ବିଦ୍ୟୁତ ସାମଗ୍ରୀ ବାଡ଼େଇ ଦେଇ ପଳାଇଛନ୍ତି । ତା’ ପରେ ଆଉ ସେମାନଙ୍କ ଦେଖା ନାହିଁ । ୩ ବର୍ଷ ହେଲାଣି ଆମେ ବିନା ଲାଇନ୍‌ରେ…

ପାଣି ପିଇବାକୁ ଯାଇ ଫସିଗଲା ଦନ୍ତା

ନିର୍ଭୟ ମିଡ଼ିଆ : ସମ୍ବଲପୁର : ସଙ୍କଟରେ ଗଜରାଜ । କେତେବେଳେ ହାତୀପଲ ନଦୀ ଭିତରକୁ ଚାଲି ଯାଉଛନ୍ତି ତ ଆଉ କେତେବେଳେ ରେଲୱେ ଟ୍ରାକ୍‌ ଉପରକୁ ଆସି ଯାଉଛନ୍ତି । ସେହିପରି ଆଉ କେତେବେଳେ ହାତୀକୁ ଗୁଳିମାଡ ହେଉଛି ।…

ମଝି ସମୁଦ୍ରରେ ବୁଡ଼ିଗଲା ଟ୍ରଲର, ରାତି ସାରା ଫସି ରହିଲେ ୧୩ ମତ୍ସ୍ୟଜୀବୀ

ନିର୍ଭୟ ମିଡ଼ିଆ : ପଟ୍ଟାମୁଣ୍ଡାଇ : ସମୁଦ୍ରକୁ ମାଛ ଧରିବାକୁ ଯାଇ ଗତକାଲିଠୁ ନିଖୋଜ ହୋଇଯାଇଥିବା ୧୩ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଦିଆଯାଇଛି । ହେଲେ ସେମାନଙ୍କୁ ନେଇ ଯାଇଥିବା ଟ୍ରଲରଟି ସମୁଦ୍ର ମଝିରେ ବୁଡ଼ି ଯାଇଛି ।…

ପାକିସ୍ତାନରେ ୨ ହିନ୍ଦୁ ଭଉଣୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଏଜେନ୍ସୀ : ଇସଲାମାବାଦ : ପାକିସ୍ତାନରେ ୨ ଜଣ ହିନ୍ଦୁ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଥିବା ଅଭିଯୋଗ ହୋଇଛି । ସମ୍ପର୍କରେ ଦୁହେଁ ଭଉଣୀ ହେବେ । ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସମ୍ପୃକ୍ତ ୨ ଭଉଣୀଙ୍କୁ ୨ ଜଣ ବ୍ୟକ୍ତି ଦୁଷ୍କର୍ମ…

ପୂଜାପାଠ କରି ନିଜ ଝିଅର ଜୀବନ ନେଇଗଲେ ବାପା

ଏଜେନ୍ସୀ : ହାଇଦ୍ରାବାଦ : ଅନ୍ଧବିଶ୍ୱାସର ପରିଣତି କେତେ ସଂଘାତିକ ହୋଇପାରେ ତାର ଏକ ଦୃଷ୍ଟାନ୍ତ ଆନ୍ଧ୍ରପ୍ରଦେଶରୁ ଆସିଛି । ବ୍ୟବସାୟରେ କ୍ଷତି ସହିବାରୁ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଜଣେ ବ୍ୟକ୍ତି ତାଙ୍କ ନିଜ ଝିଅକୁ ନିଜ ହାତରେ ଶେଷ କରିଦେଇଛନ୍ତି…