Day: 16 June 2022

ଓଡ଼ିଶା ଛୁଇଁଲା ମୌସୁମୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା । ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଦେଇଛି । ମୌସୁମୀ…

ମହଙ୍ଗା ହେବ ବିମାନ ଯାତ୍ରା, ଭଡ଼ା ବଢ଼ାଇବ ସ୍ପାଇସଜେଟ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଆହୁରି ମହଙ୍ଗା ହେବ ବିମାନ ଯାତ୍ରା । ବଢ଼ିବ ବିମାନ ଭଡ଼ା । ବିମାନ କମ୍ପାନୀ ସ୍ପାଇସଜେଟ୍‌ ପକ୍ଷରୁ ୧୦ରୁ ୧୫ ପ୍ରତିଶତ ବିମାନ ଭଡ଼ା ବୃଦ୍ଧି ପାଇଁ ବିଚାର କରୁଛି । ଫୁଏଲ ପ୍ରାଇସ…

ଆଜି ବାଲେଶ୍ୱର ବନ୍ଦ, ଏସ୍‌ପିଙ୍କ ବଦଳି ଦାବିରେ ରାସ୍ତାକୁ ଓହ୍ଲାଇଲେ ୬୨ ସଙ୍ଗଠନ

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ବାଲେଶ୍ୱର ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି । ଦିବାଲୋକରେ ଚୋରି, ଛିନତାଇ, ରାହାଜାନୀ ସହ ଗୁଳିକାନ୍ଦ ଯୋଗୁ ଆତଙ୍କିତ ହୋଇପଡ଼ିଛନ୍ତି ଜନସାଧାରଣ । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଲିସ୍‌ ପ୍ରଶାସନ ସାଜିଛି…

୨୪ ଘଣ୍ଟାରେ ୮,୮୨୨ ନୂଆ କରୋନା ମାମଲା ଚିହ୍ନଟ

ଏଜେନ୍ସୀ : ନୂଆଦିଲ୍ଲୀ : ମହାମାରୀ କରୋନାର ପ୍ରକୋପ ଜାରି ରହିଛି । ଯଦିଓ ସଂକ୍ରମଣର ଦ୍ରୁତଗତି ହ୍ରାସ ପାଇଛି ତଥାପି ଏହାର ପ୍ରଭାବ କମି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୮୨୨ ନୂଆ କରୋନା ମାମଲା…

ଆସାମରେ ପୁଣି ବନ୍ୟା ସ୍ଥିତି, ବିଭିନ୍ନ ଅଞ୍ଚଳ ଜଳବନ୍ଦୀ

ଏଜେନ୍ସୀ : ଗୌହାଟି : ଆସାମରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅବିଶ୍ରାନ୍ତ ବର୍ଷା ଯୋଗୁ ଆସାମ ଗୌହାଟି ସହ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ବୋରାଗାର କିଛି ସ୍ଥାନରେ ଭୂସ୍ଖଳନ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା…

ଆଜିଠୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା, ୪ ମାସ ବନ୍ଦ ରହିବ ଗେଟ୍‌

ନିର୍ଭୟ ମିଡ଼ିଆ : ବାରିପଦା : ଆଜିଠାରୁ ୪ ମାସ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆଜିଠୁ ଅଭୟାରଣ୍ୟକୁ ବନ୍ଦ ରଖାଯିବ । ଏନେଇ ସୂଚନା ଦେଇଛନ୍ତି…