Day: 15 June 2022

ଟ୍ରାଫିକ ପୋଷ୍ଟରେ ଯୁବକଙ୍କୁ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଲୋକେ

ନିର୍ଭୟ ମିଡ଼ିଆ : ଭଦ୍ରକ : ପିଲା ଚୋର ସନ୍ଦେହରେ ଅଟକ ଯୁବକଙ୍କୁ ଟ୍ରାଫିକ ପୋଷ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଲୋକ । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଜଣକୁ ଉଦ୍ଧାର କରି ଥାନାକୁ ନେଇଛି । ଏଥିସହ…

ନିର୍ଯାତନା ସହି ନପାରି ବିଷ ପିଇଦେଲେ ଗୋଟିଏ ପରିବାରର ୪ ଚାଷୀ

ଏଜେନ୍ସୀ : ବେଙ୍ଗାଲୁରୁ : ଜଣେ ଭାଜପା ବିଧାୟକଙ୍କ ଦ୍ୱାରା ଲାଂଛିତ ଓ ଅପମାନିତ ହେବା ପରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏମତି ଏକ ଅଭାବନୀୟ ଘଟଣା…

ରାଷ୍ଟ୍ରପତି ନିର୍ବାଚନ: ମମତାଙ୍କ ବୈଠକକୁ ଯିବେନି କେସିଆର

ଏଜେନ୍ସୀ : ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜାଙ୍କ ରଣନୀତିକୁ ଲାଗିଛି ଝଟ୍‌କା । ବିରୋଧୀଙ୍କୁ ଏକାଠି କରି ଆଜି ଦିଲ୍ଲୀରେ ମମତା ଡାକିଥିବା ବୈଠକରେ ସାମିଲ ହେବନି ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) । ଟିଆରଏସ…

ମିଳିଲା ତୃତୀୟ ଦନ୍ତାହାତୀର କଙ୍କାଳ

ନିର୍ଭୟ ମିଡ଼ିଆ : ଆଠଗଡ଼ : ସଙ୍କଟରେ ଗଜରାଜ । ପ୍ରାୟ ୧୦ ଦିନ ବ୍ୟବଧାନରେ ବଡ଼ମ୍ବା ବନାଞ୍ଚଳରୁ ମିଳିଲା ତୃତୀୟ ଦନ୍ତାହାତୀର କଙ୍କାଳ । ପୂର୍ବେ ଏହି ବନାଞ୍ଚଳରୁ ୨ଟି ଦନ୍ତାହାତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗତକାଲି ପୁଣି…

ଅଣସର ଘରେ ଶ୍ରୀଜିଉ, ଅଲାରନାଥଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିର୍ଭୟ ମିଡ଼ିଆ : ପୁରୀ : ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର । ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ଅଣସର ନୀତି । ପୂଜା ପାଉଛନ୍ତି…

ପୁଣି ଡରାଇଲାଣି କରୋନା, ଚତୁର୍ଥ ଲହର ସଙ୍କେତ ନୁହେଁ ତ ?

ଏଜେନ୍ସୀ : ନୂଆଦିଲ୍ଲୀ : ଚତୁର୍ଥ ଲହର ନେଇ ଆସୁଛି କି ଶତାବ୍ଦୀର ସଂକ୍ରମଣ ? ଦୈନିକ ସଂକ୍ରମଣ ହାରରେ ବୃଦ୍ଧି ପରେ ଏବେ କରୋନା ମହାମାରୀକୁ ନେଇ ଚିନ୍ତା ଦ୍ୱିଗୁଣିତ ହୋଇଛି । ଦିଲ୍ଲୀ, ମହାରାଷ୍ଟ୍ରରେ କୋଭିଡ ମାମଲା ଉଦବେଗ…

୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ!

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଓଡ଼ିଶା କେବେ ଛୁଇଁବ ମୌସୁମୀ ବାୟୁ । ତାହାକୁ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏହି କଳ୍ପନାଜଳ୍ପନାର ସମାପ୍ତି ଘଟିଛି । ଆଉ ୪୮ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା…

୧୦୪ ଘଣ୍ଟା ସାପ ଓ ବେଙ୍ଗ ସହ ଥିଲେ ରାହୁଲ, ତଥାପି ବିଚଳିତ ହୋଇନଥିଲେ

ଏଜେନ୍ସୀ : ଛତିଶଗଡ଼ : ରାହୁଲକୁ ଉଦ୍ଧାର ସମୟର ଟିକିନିଖି ତଥ୍ୟ ଜିଲ୍ଲାପାଳଙ୍କ ଠାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ । ଉଦ୍ଧାର ବେଳେ ବୋର୍‌ୱେଲ୍‌ ଭିତରେ ଏକ ସାପ ଏବଂ ଏକ ବେଙ୍ଗ ମଙ୍ଗ ରାହୁଲ ସହ ଥିଲା ବୋଲି…