Day: 15 June 2022

ଘର ଭିତରେ ବିସ୍ଫୋରଣ, ପରିବାରର ୬ ଗୁରୁତର

ନିର୍ଭୟ ମିଡ଼ିଆ : ଖଲ୍ଲିକୋଟ୍ ଘର ଭିତରେ ଘଟିଥିଲା ବିସ୍ପୋରଣ। ଫଳରେ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଆଜି ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। କୋଦଳା ଥାନା…

କେନ୍ଦ୍ର କ୍ୟାବିନେଟକୁ ଆରସିପି ଇସ୍ତଫା ଦେବା ଉଚିତ

ଏଜେନ୍ସୀ : ନୂଆଦିଲ୍ଲୀ : ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟ୍‌ରେ ସାମିଲ ଅଛନ୍ତି ସଂଯୁକ୍ତ ଜନତା ଦଳର ବରିଷ୍ଠ ନେତା ଆର୍‌ସିପି ସିଂ । ତେବେ ନୀତିଶ କୁମାରଙ୍କ ସହ ସିଂଙ୍କର ପଡୁନାହିଁ । ସିଂ ରାଜ୍ୟସଭାର ସଦସ୍ୟ ଅଛନ୍ତି । ତାଙ୍କ…

ଅଗ୍ନିପଥ ଯୋଜନାକୁ ବିହାରରେ ପ୍ରବଳ ବିରୋଧ

ଏଜେନ୍ସୀ : ପାଟନା ମଙ୍ଗଳବାର ଦିନ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତିର ବଡ଼ ସୁଯୋଗ ବିଷୟରେ ଘୋଷଣା କରିଥିଲେ । ଅଗ୍ନିପଥ ଯୋଜନା ଅଧିନରେ ତିନି ସେନାରେ ସାମୟିକ ନିଯୁକ୍ତି ବାବଦରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କରିଥିଲେ ଘୋଷଣା ।…

୫-ଜି ନିଲାମ ପାଇଁ ରାସ୍ତା ପରିଷ୍କାର

ଏଜେନ୍ସୀ : ନୂଆଦିଲ୍ଲୀ : ୫-ଜି ସ୍ପେକଟ୍ରମ୍‌ ନିଲାମ ପାଇଁ ଏବେ ଖୋଲିଛି ବାଟ । କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏ ବାବଦରେ ଅନୁମତି ପ୍ରଦାନ କରାଯାଇଛି । ଜୁଲାଇ ଶେଷ ମଧ୍ୟରେ କେନ୍ଦ୍ର ସରକାର ୫-ଜି ସ୍ପେକଟ୍ରମ୍‌ ନିଲାମ ପ୍ରକି୍ରୟା…

ସୁରକ୍ଷାକର୍ମୀଙ୍କ ଗୁଳିରେ କୁଲଗାମ ବ୍ୟାଙ୍କ ମ୍ୟାନେଜର ହତ୍ୟାକାରୀ ମୃତ

ଏଜେନ୍ସୀ : ଶ୍ରୀନଗର : ଜମ୍ମୁ କଶ୍ମୀରରେ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ବ୍ୟାଙ୍କ ମ୍ୟାନେଜରକୁ ହତ୍ୟା କରିଥିବା ଆତଙ୍କବାଦୀକୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ଜୁନ୍‌ ୨ ତାରିଖରେ ଜମ୍ମୁ ଓ କାଶ୍ମୀରର କୁଲଗାମ୍‌ ମୋହନପୋରାରେ ବ୍ୟାଙ୍କ ମ୍ୟାନେଜରଙ୍କୁ…

ପେଟ୍ରୋଲ-ଡିଜେଲର ଘୋର ଅଭାବ, ଶୁଖି ଗଲାଣି ୨୦୦୦ ତୈଳ ଟାଙ୍କି

ଏଜେନ୍ସୀ : ଜୟପୁର : ରାଜ୍ୟରେ ସରିଗଲାଣି ତୈଳ । ଦେଖାଦେଲାଣି ପେଟ୍ରୋଲ ଡିଜେଲର ଘୋର ଅଭାବ । ପାଖାପାଖି ୨୦୦୦ ପେଟ୍ରୋଲ ପମ୍ପ ଶୁଖି ଗଲାଣି । ୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହେବାକୁ ବସିଲାଣି । ପେଟ୍ରୋଲ…

ପୁଅକୁ ପିଟି ପିଟି ମାରିଦେଲେ ବାପା, ସାବତ ମା’

ନିର୍ଭୟ ମିଡ଼ିଆ : ପାରାଦୀପ : ରଜରେ ପୁଅ ଡ୍ରେସ୍‌ କିଣି ଟଙ୍କା ଖର୍ଚ୍ଚ କରିଦେବାରୁ ରାଗିଗଲେ ବାପା ଓ ସାବତ ମା’ । ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ଉଭୟ ବାପା ଓ ସାବତ ମା’…

ନରେନ୍ଦ୍ର ପୋଖରୀରେ ବୁଡ଼ି ଛାତ୍ର ମୃତ

ନିର୍ଭୟ ମିଡ଼ିଆ : ପୁରୀ : ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ସ୍ମୃତିରଞ୍ଜନ ସାହୁ । ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ । ସ୍ମୃତିରଞ୍ଜନ…

ପତ୍ନୀ ବାପଘର ଚାଲିଗଲେ ବୋଲି ଝୁଲି ପଡ଼ିଲେ ସ୍ୱାମୀ

ନିର୍ଭୟ ମିଡ଼ିଆ : ବଲାଙ୍ଗୀର : ପାରିବାରିକ କଳହ ନେଲା ସାଂଘାତିକ ରୂପ । ନିତିଦିନିଆ କଳହରେ ଅତିଷ୍ଠ ହୋଇ ପତ୍ନୀ ବାପ ଘରକୁ ଚାଲିଯିବା ପରେ ଜୀବନ ହାରିଦେଲେ ସ୍ୱାମୀ । ଏପରି ଅଭାବନୀୟ ଘଟଣା ବଲାଙ୍ଗିର ସହର ବରପାଲିପଡାରେ…

ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବେଗୁନିଆ ଛକରେ ଏକ ଟ୍ରକକୁ ବୋଲେରୋ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥଲା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର…