Day: 14 June 2022

ବିଲରୁ ମିଳିଲା ମା’ଓ ପୁଅର ମୃତଦେହ

ନିର୍ଭୟ ମିଡ଼ିଆ : କେନ୍ଦୁଝର : ଚାଷ ଜମିରୁ ମିଳିଲା ମା’ପୁଅଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନପୁର ଗାଁରେ ଘଟିଛି ଏପରି ଘଟଣା । ମୃତ ମା’ ପୁଅ ହେଲେ ମନୋହରପୁର ଗ୍ରାମର ଜେମା…

ଡ୍ରଗ୍ସ ମାମଲା: ଜାମିନରେ ମୁକୁଳିଲେ ଶ୍ରଦ୍ଧା କପୁରଙ୍କ ଭାଇ

ଏଜେନ୍ସୀ : ବେଙ୍ଗାଲୁରୁ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିନ୍ଧାନ୍ତ କପୁରଙ୍କୁ ମିଳିଲା ଜାମିନ । ଗତକାଲି ଡ୍ରଗ୍ସ ସେବନ ମାମଲାରେ ଗିରଫ ହେବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ସେ ପୁଲିସ ହେପାଜତରୁ ମୁକୁଳିଛନ୍ତି…

ବର୍ଷାରେ ବେହାଲ ରାଜସ୍ଥାନ, ଭାସିଗଲା କାର୍‌

ଏଜେନ୍ସୀ : ଜୟପୁର : ପ୍ରବଳ ଗରମ ଭିତରେ ରାଜସ୍ଥନବାସୀଙ୍କୁ ମିଳିଛି ଆଶ୍ୱସ୍ତି । ତେବେ ସୋମବାର ପ୍ରାକ୍‌ ମୌସୁମୀ ବର୍ଷାରେ ଏଠାକାର ସ୍ଥିତି ବେହାଲ ହୋଇପଡିଛି । ପ୍ରାୟ ୬ ଘଣ୍ଟା ଧରି ବର୍ଷା ହେବା ଯୋଗୁ ଅନେକ ସ୍ଥାନରେ…

ପୁଣି ଇଡିରେ ହାଜର ହେଲେ ରାହୁଲ, ଆଜି ଦ୍ୱିତୀୟ ରାଉଣ୍ଡ ଜେରା

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଙ୍ଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଆଜି ଦ୍ୱିତୀୟ ରାଉଣ୍ଡ ଜେରା କରିବ । ସୋମବାର ମଧ୍ୟ…

ମୋଦିଙ୍କ ବଡ଼ ଘୋଷଣା, ଦେଢ଼ ବର୍ଷରେ ମିଳିବ ୧୦ ଲକ୍ଷ ଚାକିରି

ଏଜେନ୍ସୀ : ନୂଆଦିଲ୍ଲୀ : ଲୋକଙ୍କୁ ସରକାରୀ ଚାକିରି ଦେବା କ୍ଷେତ୍ରରେ ମୋଦି ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ । ଏନେଇ ଆଜି ମୋଦି ସରକାରଙ୍କ ପକ୍ଷରୁ…

ସେନା ଗୁଳିରେ ୩ ଆତଙ୍କୀ ସଫା, ଟାର୍ଗେଟ୍‌ରେ ଥିଲେ ଅମରନାଥ ଯାତ୍ରୀ

ଏଜେନ୍ସୀ : ଶ୍ରୀନଗର : ଜମ୍ମୁ କଶ୍ମୀରରେ ଲଗାତର ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅପରେସନ ଜାରି ରହିଛି । ମଙ୍ଗଳବାର ସକାଳେ ଶ୍ରୀନଗରର ବେମିନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାମୁହିଁ ହୋଇଥିଲେ । ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ…

ଆଜି ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନିର୍ଦ୍ଧାରିତ ସମୟରେ…

୫ ଦିନ ହେଲା ଗର୍ତ୍ତ ଭିତରେ ଜୀବନ ସହ ସଂଗ୍ରାମ କରୁଛି ରାହୁଲ, ଚାଲିଛି ଉଦ୍ଧାର କାର୍ଯ୍ୟ

ଏଜେନ୍ସୀ : ଛତିଶଗଡ଼ : ଜାରି ରହିଛି ଅପରେସନ୍‌ ରାହୁଲ । ଛତିଶଗଡ଼ରେ ଆଜିକୁ ୫ ଦିନ ହେବ ବୋରୱେଲ୍‌ ଭିତରେ ୧୧ ବର୍ଷର ପୁଅ ରାହୁଲ ଫସିଛି । ତାକୁ ଉଦ୍ଧାର କରିବା ପାଇଁ ଲଗାତାର ଖନନ କାର୍ଯ୍ୟ ଚାଲିଛି…