Day: 14 June 2022

ଅଧିକ ଦିନ ଲିଭ୍-ଇନରେ ରହିବା ବିବାହ ସହ ସମାନ: ସୁପ୍ରିମକୋର୍ଟ

ଏଜେନ୍ସୀ : ନୂଆଦିଲ୍ଲୀ : ଆଜିକାଲି ଅଧିକାଂଶ ଦମ୍ପତି ବିବାହ କରିବା ବଦଳରେ ଲିଭ-ଇନରେ ରହିବା ପାଇଁ ପସନ୍ଦ କରନ୍ତି। ଦୀର୍ଘ ଦିନ ଧରି ଲିଭ-ଇନରେ ରହି ପରସ୍ପରକୁ ଜାଣିବା ପରେ କିଛି ବିବାହ ପାଇଁ ନିଷ୍ପତ୍ତି ନିଅନ୍ତି ତ ଆଉ…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ

ନିର୍ଭୟ ମିଡ଼ିଆ : ଆଠଗଡ଼ : ୮ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ । ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନରସିଂହପୁର…

ବାୟୁ ପ୍ରଦୂଷଣ ପାଇଁ ୫ ବର୍ଷ କମିଛି ଭାରତୀୟଙ୍କ ଆୟୁ, ଦିଲ୍ଲୀବାସୀଙ୍କର ୧୦ ବର୍ଷ, ଲକ୍ଷ୍ନୌରେ ୯.୫ ବର୍ଷ

ଏଜେନ୍ସୀ : ନୂଆଦିଲ୍ଲୀ : ମାନବ ଜୀବନ ପାଇଁ ସବୁଠୁ ବଡ଼ ସଙ୍କଟ ଭାବେ ଉଭା ହୋଇଛି ବାୟୁ ପ୍ରଦୂଷଣ । ମଦ୍ୟପାନ, ଧୂମପାନଠାରୁ ଆହୁରି ଭୟଙ୍କର ହେଉଛି ଏହି ପ୍ରଦୂଷଣ । ଯେଉଁ କାରଣରୁ ଲୋକଙ୍କ ଆୟୁ ହ୍ରାସ ପାଇବାରେ…

ପ୍ରବଳ ବର୍ଷା, ଆସାମରେ ମାଟି ଅତଡା ଖସି ୪ ମୃତ

ଏଜେନ୍ସୀ : ଗୌହ୍ୱାଟୀ : ଆସାମର ରାଜଧାନୀ ଠାରୁ ଅଳ୍ପଦୂରରେ ଥିବା ନିଜାରପୁର ଅଞ୍ଚଳରେ ମଙ୍ଗଳବାର ଦିନ ଏକ ଦୁଃଖଦ ଘଟଣା କ୍ରମରେ ମାଟି ଅତଡା ମଧ୍ୟରେ ଦବି ଯାଇ ୪ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି । ଲଗାଣ ବର୍ଷାରେ ସମଗ୍ର…

ଆରମ୍ଭ ହେଲା ଅଗ୍ନିପଥ ଯୋଜନା, ୪ ବର୍ଷ ପାଇଁ ସେନାରେ ଭର୍ତ୍ତି ହେବେ ‘ଅଗ୍ନିବୀର’

ଏଜେନ୍ସୀ : ନୂଆଦିଲ୍ଲୀ : ଦୁଇ ସପ୍ତାହ ତଳେ ତିନି ସେନାର ମୁଖିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସୈନିକ ଭର୍ତ୍ତି ପ୍ରକ୍ରିୟା ପାଇଁ ‘ଅଗ୍ନିପଥ‘ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । କମ ଅବଧି ପାଇଁ ସୈନିକ ନିଯୁକ୍ତି ନିମନ୍ତେ…

ଜଣଙ୍କ ପଟ୍ଟା ଜମି ଅନ୍ୟ ଜଣଙ୍କ କବଜାରେ

ନିର୍ଭୟ ମିଡ଼ିଆ : ଫୁଲବାଣୀ : ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ । ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ଜାଗା ଖାଲି କରୁନି ଜବରଦଖଲକାରୀ । ଖାଲି କରିବାକୁ କହିଲେ ଓଲଟା ଧମକ ଦେଉ ଥିବା…

ରାଷ୍ଟ୍ରପତି ରେସ୍‌ରୁ ଆଉଟ୍‌ ହେଲେ ପାୱାର !

ଏଜେନ୍ସୀ : ମୁମ୍ବାଇ : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜା ଏବଂ ସଂଯୁକ୍ତ ବିରୋଧୀ ଦଳଙ୍କ ଆଶାରେ ପାଣି ପକାଇଦେଲେ ଏନସିପି ସୁପ୍ରିମୋ ଶରଦ ପାୱାର । ବିରୋଧୀ ଏକ ହୋଇ ଆସନ୍ତାକାଲି ଦିଲ୍ଲୀର ରାଷ୍ଟ୍ରପତି ପ୍ରାର୍ଥୀ ନେଇ ବୈଠକ କରିବେ ।…

ଡକାୟତି ଯୋଜନା ପଣ୍ଡ, ୭ ଗିରଫ

ନିର୍ଭୟ ମିଡ଼ିଆ : ଟିଟିଲାଗଡ଼ : ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଓ ସେମାନଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରୁଥିଲେ । ସୋମବାର ରାତିରେ ମଧ୍ୟ ବଡ଼ ଧରଣର ଡକାୟତି କରିବାକୁ…

ମଇଁଷିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ନିର୍ଭୟ ମିଡ଼ିଆ : ମୋହନା : ଗଜପତି ଜିଲ୍ଲା ଆର୍‌. ଉଦୟଗିରି ଜେଲ୍‌ ନିକଟରେ ଏକ ଟିଣ ବୋଝେଇ ଟ୍ରକ୍‌ ମଇଁଷିଙ୍କ ଉପରେ ମାଡ଼ି ଯିବାରୁ ୬ଟି ମଇଁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ମଇଁଷି ଗୁରୁତର ହୋଇଛନ୍ତି । ପୁଲିସ…

ତୀର୍ଥଯାତ୍ରୀ ଗାଡ଼ି ଓ କାର୍‌ ମୁହାଁମୁହିଁ ଧକ୍କା, ୧୨ ଆହତ

ନିର୍ଭୟ ମିଡ଼ିଆ : ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବ୍ଲକ ଛକ ଟ୍ରାଫିକରେ ଏକ ଟ୍ରାଭେରା ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ…