Day: 13 June 2022

କ୍ଷମା ମାଗିଲେ ନୟନତାରା ଓ ବିଘ୍ନେଶ

ଏଜେନ୍ସୀ : ଚେନ୍ନାଇ : ଚର୍ଚ୍ଚାରେ ନବଦମ୍ପତି ନୟନତାରା ଓ ବିଘ୍ନେଶ । ବିବାହ ପର ଦିନ ହିଁ ଦୁହେଁ ବିବାଦରେ ଫସିଛନ୍ତି । ତାଙ୍କ ବିରୋଧରେ ଜାରି ହୋଇଥିଲା ଆଇନଗତ ନୋଟିସ । ଆଉ ଏବେ ନିଜ ଭୁଲ୍‌ପାଇଁ ଦୁହେଁ…

ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଅଟକ

ଏଜେନ୍ସୀ : ବେଙ୍ଗାଲୁରୁ : ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ପୁଲିସ୍‌ ହେପାଜତକୁ ନେଇଥିବା ସୂଚନା ମିଳିଛି । ବେଙ୍ଗାଲୁରୁର ଏମ୍‌ଜି ରୋଡ୍‌ ସ୍ଥିତ ଏକ ହୋଟେଲ୍‌ରେ ପାର୍ଟି ଚାଲି ଥିବାବେଳେ ପୁଲିସ୍‌ ରେଡ୍‌ କରିଥିଲା । ବଲିଉଡ୍‌ ଅଭିନେତ୍ରୀ…

ପାଗରେ ଆସିପାରେ ପରିବର୍ତ୍ତନ, ରଜରେ ଭିଜିବ ଓଡ଼ିଶା !

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ପାଗରେ ମଧ୍ୟ…

ନିଦ୍ୱର୍ନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବିଧାନସଭା ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଆରୁଖ । ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି ।…

ଆଜି ଗୁପ୍ତ ସେନାପଟା ଲାଗି ନୀତି, ଦିନ ୩ଟା ଯାଏ ସାଧାରଣ ଦର୍ଶନ ବନ୍ଦ

ନିର୍ଭୟ ମିଡ଼ିଆ : ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଜି ଗୁପ୍ତ ସେନାପଟା ଲାଗି ନୀତି ହେବାକୁ ଥିବା ବେଳେ ସକାଳୁ ଅପରାହ୍ନ ୩ଟା ଯାଏ ବନ୍ଦ ରହିବ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣୀ

ନିର୍ଭୟ ମିଡ଼ିଆ : ଆସିକା : ଭିଜିଲାନ୍ସ ଜାଲରେ ପଡ଼ିଗଲେ ବିଇଓ ଅଫିସର କିରାଣୀ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ବସ୍‌ଷ୍ଟାଣ୍ଡଠାରେ ବିଇଓ ଅଫିସର କିରାଣୀ ମନୋଜ ପ୍ରଧାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ…

ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ, ୩୦ ଆହତ

ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ବୋଡୁଗୁଡ଼ମ୍‌ ନିକଟରେ ସୋମବାର ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ…