Day: 13 June 2022

ନନ୍ଦପୁର ବ୍ଲକର ୫ ଗୋଟି ଗ୍ରାମରେ ଆଜିବି ବିକାଶ ଅପହଞ୍ଚ

ନିର୍ଭୟ ମିଡ଼ିଆ : ନନ୍ଦପୁର : ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହା ବାସ୍ତବ କ୍ଷେତ୍ରରେ କେତେ ବିକାଶ ହୋଇଛି କୋରାପୁଟ ଭଳି ଏକ ଅପହଞ୍ଚ ଜ଼ିଲ୍ଲାକୁ ଦେଖିଲେ ସମ୍ପୂର୍ଣ୍ଣ ବାରି ହେଇପଡୁଛି। ସ୍ୱାଧୀନତାର ଅନେକ ବର୍ଷ ଅତିକ୍ରମ…

ବିଭିନ୍ନ ଦାବି ପୂରଣ ନେଇ ପାଚିକା ସହାୟିକା ସଙ୍ଘ ପକ୍ଷରୁ ରାଲି ଓ ବିକ୍ଷୋଭ

ନିର୍ଭୟ ମିଡ଼ିଆ : ଫୁଲବାଣୀ : ବିଭିନ୍ନ ଦାବି ପୂରଣ ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ସୋମବାର ଏକ ରାଲି ମାଦିକୁନ୍ଦା ଛକରୁ ବାହାରି ବିଜୁ ପଟନାୟକ ଛକ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ…

କନ୍ଧମାଳ ଜିଲ୍ଲା କୋଟଗଡ଼ ବିଡ଼ିଓ ଙ୍କ ମନମୁଖି କାରବାର,

ନିର୍ଭୟ ମିଡ଼ିଆ : ଫୁଲବାଣୀ : ପ୍ରିୟାପ୍ରୀତି ତୋଷଣ ନୀତି ଓ ସର୍ବୋପରି ଅଧସ୍ତନ କର୍ମଚାରୀଙ୍କ ଦରମା ବନ୍ଦ, ଦୁର୍ବ୍ୟବହାର ପ୍ରଦର୍ଶନରେ ଅତିଷ୍ଠ ହୋଇପଡିଲେଣି ଅଧସ୍ଥନ କର୍ମଚାରୀ ମାନେ । ଫଳରେ ପିଇଓ ସଙ୍ଘ ପକ୍ଷରୂ ଏନେଇ କନ୍ଧମାଳ ଜିଲାପାଳଙ୍କୁ ସ୍ମାରକ…

ଅମଲାଭଟ୍ଟା ଛକ ମାଉସୀମା ମନ୍ଦିର ଜାଗା ଜବର ଦଖଲ କାରୀ ଗିରଫ, ବିଶ୍ବହିନ୍ଦୁ ପରିଷଦର ହସ୍ତକ୍ଷେପ

ନିର୍ଭୟ ମିଡ଼ିଆ : ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଅମଲା ଭଟ୍ଟା ଛକରେ ଥିବା ମାଉସୀ ମାଁ ମନ୍ଦିରର ଜବରଦଖଲ ମାମଲାରେ ରାୟଗଡ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର ହସ୍ତକ୍ଷେପ ଲୋଡିଲେ ଅନନ୍ତ ବାସୁଦେବ ମନ୍ଦିର ପରିଚାଳନା କମିଟି। ବିଶ୍ବହିନ୍ଦୁ ହସ୍ତକ୍ଷେପରେ…

୨୦୨୨ରେ ନିପାତ ହେଲେଣି ୧୦୦ଆତଙ୍କୀ

ଏଜେନ୍ସୀ : ଶ୍ରୀନଗର : ସୁରକ୍ଷାବଳ ୨୦୨୨ ମସିହାରେ ଏପର୍ଯ୍ୟନ୍ତ ୧୦୦ଜଣ ଆତଙ୍କବାଦୀଙ୍କୁ ଜାମ୍ମୁ ଓ କାଶ୍ମୀରେ ନିପାତ କରିଛନ୍ତି । ସେହି ଆତଙ୍କୀଙ୍କ ମଧ୍ୟରୁ ଲସ୍କରର ୬୩ଜଣ ସଦସ୍ୟ ଥିଲେ ବୋଲି ସୋମବାର କହିଛନ୍ତି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ…

ପ୍ରୟାଗରାଜରେ ବୁଲଡୋଜର ଚଢାଉ ବିରୋଧରେ ହାଇକୋର୍ଟରେ ମାମଲା

ଏଜେନ୍ସୀ : ପ୍ରୟାଗରାଜ : ଗତ ୧୦ତାରିଖରେ ପ୍ରୟାଗରାଜ ସହରରେ ଯେଉଁ ହିଂସାତ୍ମକ ବିକ୍ଷୋଭ ହୋଇଥିଲା ତାହାର କଥିତ ମାଷ୍ଟରମାଇଣ୍ଡର ଘର ଉପରେ ବୁଲଡୋର ଚଢାଉ କରାଯାଇଥିବା ବିରୋଧରେ ଏବେ ହାଇକୋର୍ଟରେ ଦାୟର ହୋଇଛି ମାମଲା । ପ୍ରୟାଗରାଜର ଓକିଲମାନଙ୍କ ଏକ…

ଭିତ୍ତିଭୂମି ଅଭାବ -ଖୋଲା ଆକାଶ ତଳେ ପିଲାଙ୍କ ଭବିଷ୍ୟତ

ନିର୍ଭୟ ମିଡ଼ିଆ : ଜୟପୁର : ପ୍ରତ୍ୟେକ ବର୍ଷ ଶିକ୍ଷା ଏବଂ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ରାଜ୍ୟ ସରକାର ଅନେକ ଯୋଜନା ଆଣୁଥିଲେ ମଧ୍ୟ ଆଜି ବି କୋରାପୁଟ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ…

ରଥଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ : କୋଭିଡ ନିୟମ କଡ଼ାକଡ଼ି ପାଳନ ଲାଗି ପରାମର୍ଶ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ନଜରରେ ରଖି ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି…

୩ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ରାହୁଲ ଗାନ୍ଧି

ଏଜେନ୍ସୀ : ନୂଆଦିଲ୍ଲୀ : ୩ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ନ୍ୟାସନାଲ ହେରାଲଡ୍ ମାମଲାରେ ଆଜି ଇଡିରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟରେ ହାଜର ପରେ ରାହୁଲଙ୍କୁ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଝଟ୍‌କା, ଆହୁରି ୧୪ ଦିନ ଜେଲ୍‌ରେ ରହିବେ

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଝଟ୍‌କା । ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କୁ ଆହୁରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଗତ ମେ’ ୩୦ ତାରିଖରେ ପ୍ରବର୍ତ୍ତନ…