Day: 10 June 2022

ସାଂପ୍ରଦାୟିକ ହିସା ପାଇଁ ପ୍ରୟାସ : ଲାଗିଲା କର୍ଫ୍ୟୁ , ମୁତୟନ ହେଲେ ସେନା ଯବାନ

ଏଜେନ୍ସୀ : ଶ୍ରୀନଗର : ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ଚାଲିଥିବା ଉଦ୍ୟମରେ ବ୍ରେକ ଲଗାଇବାକୁ ଜମ୍ମୁ-କଶ୍ମୀରର ଦୋଡା ଜିଲ୍ଲାର ଭାଦେରୱା ସହରରେ ପ୍ରଶାସନ କର୍ଫ୍ୟୁ ଲାଗୁ କରିଛି । ଏଥିସହ ଏଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆର୍ମି ଯବାନମାନଙ୍କୁ…

ମେଘାଳୟରେ ବର୍ଷା ବିତ୍ପାତ: ପ୍ରଖର ସୁଅରେ ଭାସିଗଲା ପୋଲ

ଏଜେନ୍ସୀ : ମେଘାଳୟ : ମେଘାଳୟରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ପାଣି ଜମି ରହିଛି । ଏହାସହ ସେହିପରି ବନ୍ୟା ଆସିବା ଯୋଗୁଁ ନଦୀରେ ଥିବା କାଠ ପୋଲ ଭାସି ଯାଇଛି ସାଉଥ୍‌ ଗାରୋ…

୪ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ନିର୍ଭୟ ମିଡ଼ିଆ : କରଞ୍ଜିଆ : ହରିଣ ମାଂସ ବିକ୍ରି କରି ଫେରିବା ବେଳେ ୪ଜଣଙ୍କ ଶିକାରିଙ୍କୁ ଗିରଫ କରିଛି ବନ ବିଭାଗ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ । ସେମାନେ ହେଲେ ଚକ୍ରଧର ଗାଗାରାଇ,କେସେ…

ଘରେ ଝୁଲୁଛି ଦମ୍ପତିଙ୍କ ମୃତଦେହ

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ‘ଆମେ ବିଷ ପିଇଛୁ ।’ ଘର କାନ୍ଥରେ କଳା ଅକ୍ଷରରେ ଲେଖା ହୋଇଛି ଏପରି ଶବ୍ଦ । ଆଉ ପାଖରେ ଝୁଲୁଛି ଦମ୍ପତିଙ୍କ ମୃତଦେହ । ଏପରି ଅଭାବନୀୟ କାଣ୍ଡ ଢେଙ୍କାନାଳ ଜିଲ୍ଲା ସଦରଥାନା…

ହାତୀ ଆକ୍ରମଣର ଶିକାର ହେଲେ ଫରେଷ୍ଟର

ନିର୍ଭୟ ମିଡ଼ିଆ : କରଞ୍ଜିଆ : ବାଘ ଗଣନା କରି ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଫରେଷ୍ଟର । ତାଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜ…

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସଂକ୍ରମଣ ପୁଣି ଡରାଇବା ଆରମ୍ଭ କଲାଣି । କିଛି ରାଜ୍ୟରେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ଲୋକଙ୍କ ମନରେ ଛନକା ପଶିଛି । ଶୁକ୍ରବାର କ୍ରମାଗତ ଭାବେ ଦ୍ୱିତୀୟ…

ବାରବାଟୀ ଟି-୨୦ : ଆଜି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଟିମ୍‌ର ଖେଳାଳି

ନିର୍ଭୟ ମିଡ଼ିଆ : କଟକ : ଆଉ ଦିନକ ପରେ ଅର୍ଥାତ୍‌ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ । ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଦଳର ଖେଳାଳି । ଆଜି…

୪ ରାଜ୍ୟର ୧୬ ରାଜ୍ୟସଭା ଆସନରେ କଡ଼ା ଟକ୍କର, ୪୧ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ଏଜେନ୍ସୀ : ନୂଆଦିଲ୍ଲୀ : ରାଜ୍ୟସଭାରେ ଖାଲି ପଡ଼ିବାକୁ ଯାଉଥିବା ୧୬ଟି ଆସନରେ ଶୁକ୍ରବାର ଭୋଟିଂ ଆରମ୍ଭ ହୋଇଛି । ୪ ରାଜ୍ୟର ଏହି ୧୬ଟି ଆସନରେ କଡ଼ା ମୁକାବିଲା ହେଉଥିବାରୁ ସବୁ ରାଜନୀତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ…

ଅନୁଭବଙ୍କ ନାଁରେ କମ୍‌ପ୍ଲେନ୍‌ କେସ୍‌ଦେଲେ ବର୍ଷା

ନିର୍ଭୟ ମିଡ଼ିଆ : କଟକ : ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି । କଟକ ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷା କମ୍‌ପ୍ଲେନ୍‌ କେସ୍‌ ରୁଜୁ କରିଛନ୍ତି । ବିଜଦ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ…

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି

ନିର୍ଭୟ ମିଡ଼ିଆ : କଟକ : ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି । ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶପଥ ନେଇଛନ୍ତି । ସୂଚନା ଅନୁସାରେ, ହାଇକୋର୍ଟର ମୁଖ୍ୟ…