Day: 9 June 2022

ରାଜଧାନୀରେ ଚାଞ୍ଚଲ୍ୟ; ନିଜ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କଲା ସ୍ୱାମୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ଘାଟିକିଆରେ ସ୍ୱାମୀ ନିଜ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ପାରିବାରିକ କଳହରୁ ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରିଥିବା ସୂଚନା ମାଳିଛି ।…

ମାଗଣା ଶିକ୍ଷାଦାନ କରି ପ୍ରଶଂସା ପାଉଛି ଓଏସ୍‌ଏଫ୍‌ ସଂସ୍ଥା

ନିର୍ଭୟ ମିଡ଼ିଆ : ନାରାୟଣପାଟଣା : କରୋନା ମହାମାରୀ ଯୋଗୁଁ ୨୦୧୯ ରୁ ଓଏସ୍‌ଏଫ୍‌ ସଂସ୍ଥା ପକ୍ଷରୁ ଆଜି ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀଠୁ ଆରମ୍ଭ କରି ଦଶମ ଶ୍ରେଣୀର ପିଲାମାନଙ୍କୁ ଏହି ସଂସ୍ଥା ମାଗଣାରେ ଶିକ୍ଷା ପ୍ରଦାନ କରୁଛି । ଓଡ଼ିଶାର…

ଅବ୍ୟବସ୍ଥା ଘେରରେ ରତାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ନିର୍ଭୟ ମିଡ଼ିଆ : ଜୟପୁର ଅବ୍ୟବସ୍ଥା ଭିତରେ ଚାଲିଛି ପ୍ରାଥମିକ ଶିକ୍ଷା । ଗୋଟିଏ ଶ୍ରେଣୀରେ ପାଠ ପଢୁଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ ।ସରକାର ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ପ୍ରଶାସନିକ ଅବହେଳା…

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହା ଘୋଷଣା କରାଯିବ । ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ଘୋଷଣା କରିବେ । ସୂଚନା ଅନୁସାରେ,ବର୍ତ୍ତମାନ ରାଷ୍ଟ୍ରପତି ଥିବା…

ନୂପୁର ଶର୍ମାଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପାର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ୍‌ ସେଲ୍‌ର ସାଇବର ୟୁନିଟ୍‌ ।…

ଗୁପ୍‌ଚୁପ୍‌ ମାଗିଲେ ଯୁବକ, ବେପାରୀ ଭୁଷିଦେଲା ଛୁରୀ

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଗୁପ୍‌ଚୁପ୍‌ ଖାଇ ବାକି ଟଙ୍କା ଦେଇ ନ ଥିବାରୁ ଘଟିଲା ବିଭତ୍ସ ହତ୍ୟାକାଣ୍ଡ । ଗୁପ୍‌ଚୁପ୍‌ ବେପାରୀ ଛୁରୀ ଭୁଷି ଦେବାରୁ ଘଟଣାସ୍ଥଳରେ ଆଖି ବୁଜିଲେ ଜଣେ ଯୁବକ । ଏହି ହତ୍ୟାକାନ୍ଦ ଗତକାଲି…

ରାଜଧାନୀବାସୀଙ୍କୁ ଡରାଇଲାଣି ଡେଙ୍ଗୁ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ । ରାଜଧାନୀରେ ୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଜଣକ ପୂର୍ବତନ ଅତିରିକ୍ତ ଡିସିପି…

ପବନରେ ବ୍ୟାପୁଛି ମଙ୍କିପକ୍ସ! ସର୍ଜିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ଭିତରେ ଆତଙ୍କ ଖେଳାଇଛି ଆଉ ଏକ ଭାଇରସ । ‘ମଙ୍କିପକ୍ସ’କୁ ନେଇ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି । ପ୍ରାୟ ୧୦୦୦ରୁ ଅଧିକ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇ ସାରିଲେଣି…

ସାପ କାମୁଡ଼ାରେ ନାବାଳିକା ମୃତ

ନିର୍ଭୟ ମିଡ଼ିଆ : କେନ୍ଦୁଝର : ଘର ବାରଣ୍ଡାରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଜଣେ ନାବଳିକାଙ୍କ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଶିରିଆବାହାଳ ଗାଁରେ । ମୃତ…

ମାଟି ଅତଡ଼ା ଖସି ୨ ନାବାଳକ ମୃତ

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : ପୋଖରୀ କୂଳରେ ଖେଳିବା କାଳ ହେଲା । ଛକି ବସିଥିଲା ମୃତ୍ୟୁ । ଏପରି ଅଭାବନୀୟ କାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ମାଗୁରା ଗନ୍ଦପାଟଣା ଗାଁରେ ଘଟିଛି । ଦୁଇ ମୃତକ ହେଲେ ବୁଦ୍ଧରାମ ଚାମିଆଙ୍କ…