Day: 8 June 2022

ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଖୁବ ଶୀଘ୍ର ବଛାହେବ ବିଧାନସଭା ମୁଖିଆ । ଜୁନ୍‌ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏଥିପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯିବ । ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ…

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ବାପା ଓ ପୁଅ ମୃତ

ନିର୍ଭୟ ମିଡ଼ିଆ : ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚକାପାଦ-ଟିକାତାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଦୁଇ…

ସମବାୟ ନିର୍ବାଚନକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ଜଣେ ଗୁରୁତର

ନିର୍ଭୟ ମିଡ଼ିଆ : ପୋଲସରା : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗାଁରେ ଗୋଷ୍ଠୀ ସଂଘର୍ଷ ଗଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଯାମୁନୀ…

ବାରବାଟୀ ଟି-୨୦ : ୧୦ରେ ଭୁବନେଶ୍ୱର ପହଞ୍ଚିବେ ଉଭୟ ଟିମ୍‌ର ଖେଳାଳି

ନିର୍ଭୟ ମିଡ଼ିଆ : କଟକ : ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ -ସାଉଥ ଆଫ୍ରିକା ଟି-୨୦ ମ୍ୟାଚ୍‌ । ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ । ହୋଟେଲ ବୁକିଂ…

ମଦ ପିଇବାକୁ ବାରଣ କରିବାରୁ ମା’କୁ ପିଟି ମାରିଦେଲା ପୁଅ

ନିର୍ଭୟ ମିଡ଼ିଆ : କେନ୍ଦୁଝର : ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା, ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା ସେହି ମା’କୁ ଶାବଳରେ ପିଟି ହତ୍ୟା କଲା ନୃଶଂସ ପୁଅ । ଏଭଳି ଘଟଣା ଘଟିଛି କେନ୍ଦୁଝର…

ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ

ନିର୍ଭୟ ମିଡ଼ିଆ : ଖଲିକୋଟ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍‌ ବାବୁ । ଏହି ବାବୁ ଜଣଙ୍କ ହେଉଛନ୍ତି ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡିର ଏଏସଆଇ ମାନସ କୁମାର ରାଉତ । ସେ ଏକ ମାମଲା…

ଏସସିବିରେ ପଡ଼ିଛି ନାଇଜେରୀୟ ନାଗରିକଙ୍କ ମୃତଦେହ, ୧୩ ଦିନ ହେଲାଣି ହୋଇପାରୁନି ହସ୍ତାନ୍ତର

ନିର୍ଭୟ ମିଡ଼ିଆ : କଟକ : ୧୩ ଦିନ ହେବ କଟକ ଏସସିବିର ଶବ ସଂରକ୍ଷଣ ଗୃହରେ ପଡ଼ି ରହିଛି ନାଇଜେରୀୟ ନାଗରିକଙ୍କ ମୃତଦେହ । ଦୀର୍ଘ ଦିନ ହେବ ମୃତଦେହ ପଡ଼ି ରହିଥିବା ବେଳେ ତାହାକୁ ହସ୍ତାନ୍ତର କରିବା ପ୍ରକ୍ରିୟା…

ମହାନଦୀ ମଝିରେ ଫସିଛନ୍ତି ୨ ହାତୀ

ନିର୍ଭୟ ମିଡ଼ିଆ : କଟକ : ମହାନଦୀ ମଝିରେ ଫସି ରହିଛନ୍ତି ୨ ହାତୀ । ସେମାନଙ୍କୁ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଥିଲେ ବି କୂଳକୁ ଆସୁ ନାହାନ୍ତି ଦୁଇ ହାତୀ । ଫଳରେ ସେମାନଙ୍କୁ…