Day: 8 June 2022

ଲାଲୁ ପ୍ରସାଦଙ୍କୁ ୬୦୦୦ ଟଙ୍କା ଜରିମାନା

ଏଜେନ୍ସୀ : ଝାଡ଼ଖଣ୍ଡ : ନିର୍ବାଚନ ପ୍ରଚାର ବେଳେ ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଆଜି ୬୦୦୦ ଟଙ୍କା ଜରିମାନା କରାଯାଇଛି। ୨୦୦୦୯ ବିଧାନସଭା ନିର୍ବାଚନରେ ଲାଲୁ ଝାଡ଼ଖଣ୍ଡର…

କୁଆଖାଇ ନଦୀକୁ ଡେଇଁଲେ ଯୁବତୀ

ନିର୍ଭୟ ମିଡିଆ : ଭୁବନେଶ୍ୱର ଭୁବନେଶ୍ୱର ସ୍ଥିତ ବାଲିଅନ୍ତା ନିକଟରେ ଥିବା କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ପୁଲିସ ଉକ୍ତ ଯୁବତୀଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛି। ତେବେ…

ନିକ୍ ଜୋନସ୍ ଆହତ

ଏଜେନ୍ସୀ : ଲସ୍ ଏଞ୍ଜଲେସ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ହଲିଉଡ ସିଙ୍ଗର ନିକ୍ ଜୋନସ୍ ଆହତ। ତା ଜୋନସ୍ ଆହତ। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ…

ସ୍କୁଲ ପିଲାଙ୍କ ଉପରେ ଗୁଳିମାଡ଼, ୬ ମୃତ

ଏଜେନ୍ସୀ : ମେକ୍ସିକୋ ଆମେରିକା ପରେ ମେକ୍ସିକୋରେ ସ୍କୁଲ ପିଲାଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ହାଇସ୍କୁଲରେ ପଢ଼ୁଥିବା ୫ ଜଣ ଶିକ୍ଷାର୍ଥୀଙ୍କ ସମେତ ୬ ଜଣଙ୍କ ଜୀବନ ଯାଇଛି। କେନ୍ଦ୍ରୀୟ ମେକ୍ସିକୋରେ ଏହି ଘଟଣା ଘଟିଛି। ପୁଲିସ…

ଜାମିଆ ବିଶ୍ୱବିଦ୍ୟାଳୟ ପାର୍କିଂରେ ନିଆଁ ଲାଗି ଜଳିଗଲା ଶହ ଶହ ଗାଡ଼ି

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ଜାମିଆ ବିଶ୍ୱବିଦ୍ୟାଳୟର ମେଟ୍ରୋ ଷ୍ଟେସନ ପାର୍କିଂରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ଶହ ଶହ ଗାଡି। ଏଥିସହ ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ୍ତ…

ଅନ୍ୟ ଜାତିରେ ପ୍ରେମ କରୁଥିବାରୁ ଝିଅର ତଣ୍ଟି ଚିପି ମାରିଦେଲା ବାପା

ଏଜେନ୍ସୀ : ବାଙ୍ଗାଲୋର : କର୍ଣ୍ଣାଟକାର ମହୀଶୂରର କାଗୁଣ୍ଡି ଗାଁରେ ଘଟିଛି ଆଉ ଏକ ଅନର କିଲିଂ। ନିଜର ୧୭ ବର୍ଷୀୟ ଝିଅକୁ ଅତ୍ୟନ୍ତ ନିର୍ମମ ଭାବେ ତଣ୍ଟିଚିପି ହତ୍ୟା ବାପା। ଝିଅ ଅଲଗା ଜାତିର ଗୋଟିଏ ପୁଅକୁ ପ୍ରେମ କରୁଥିବାରୁ…

ନୂପୁରଙ୍କ ସମର୍ଥନରେ ବାହାରିଲେ କଙ୍ଗନା

ଏଜେନ୍ସୀ : ମୁମ୍ବାଇ : ନୂପୁରଙ୍କ ସମର୍ଥନରେ ବାହାରିଲେ ବଲିଉଡ କୁଇନ୍‌ କଙ୍ଗନା ରଣାୱତ । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ନୂପୁର ଶର୍ମା । ଏହାକୁ ନେଇ ତାଙ୍କୁ ଚାରିଆଡୁ ନିନ୍ଦା କରିବା ପରେ…

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୁଲିସ ପଞ୍ଝାରେ ବିଧାୟକଙ୍କ ପୁଅ

ଏଜେନ୍ସୀ : ହାଇଦ୍ରାବାଦ : ବହୁ ଚର୍ଚ୍ଚିତ ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ଏଆଇଏମଆଇଏମର ଜଣେ ବିଧାୟକଙ୍କ ପୁଅଙ୍କୁ ଅଟକ ରଖିଛି । ସେ ଜଣେ ନାବାଳକ ହୋଇଥିବାରୁ ତାଙ୍କ ପରିଚୟ ସାର୍ବଜନୀନ କରାଯାଇନି । ଏହି ଗଣଦୁଷ୍କର୍ମ ଘଟଣାରେ…

କେବୁଲ ତାର ବାଇକରେ ଲାଗି ଯୁବକ ମୃତ,କ୍ଷତିପୂରଣ ଦାବିରେ ରାସ୍ତାରୋକ

ନିର୍ଭୟ ମିଡ଼ିଆ : ବୌଦ୍ଧ ବୌଦ୍ଧ ବ୍ଳକ ଟୁଟୁସିଙ୍ଗା ଗ୍ରାମର ଜଣେ ଯୁବକଙ୍କ ବାଇକରେ କେବୁଲ ତାର ଗୋଡେଇ ହେବା ଯୋଗୁଁ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ରବିବାର ଟୁଟୁସିଙ୍ଗା ଗ୍ରାମର ଭରତ ଭୋଇ…

ବାଘ ଗଣନା ବେଳେ ଆକ୍ରମଣ କଲା ଭାଲୁ

ନିର୍ଭୟ ମିଡ଼ିଆ : ମୟୂରଭଞ୍ଜ : ବାଘଗଣନା ବେଳେ ଭାଲୁ ଆକ୍ରମଣ । ବାଘଗଣନା ବେଳେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘ ଗଣନା ବେଳେ ଭାଲୁ ଆକ୍ରମଣ କରିଥିବା ଜଣାପଡିଛି…