Day: 7 June 2022

୨୦୨୫ ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡ଼ିଶା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ୨୦୨୫ ମସିହା ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡିଶା । ୧୪ ବର୍ଷରୁ କମ୍‌ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ । ଏଥିପାଇଁ ଜେଲ…

ବାରବାଟୀ ମ୍ୟାଚ୍‌ ମାମଲା ଖାରଜ

ନିର୍ଭୟ ମିଡ଼ିଆ : କଟକ : କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍‌ ସଂପର୍କିତ ମାମଲା ମଙ୍ଗଳବାର ଖାରଜ ହୋଇଛି । ମ୍ୟାଚ୍‌ ବାତିଲ ଆବେଦନ ସଂପର୍କିତ ମାମଲା ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ । ମାମଲା ଖାରଜ…

ଲାଲୁଙ୍କ ସର୍କିଟ୍‌ ହାଉସରେ ସଟ୍‌ସର୍କିଟ୍‌, ଲାଗିଲା ନିଆଁ

ଏଜେନ୍ସୀ : ଝାଡ଼ଖଣ୍ଡ : ଅଳ୍ପକେ ବର୍ତ୍ତିଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ତାଙ୍କ ଘରେ ଲାଗିଲା ନିଆଁ । ପଲାମୁ ସ୍ଥିତ ସର୍କିଟ ହାଉସରେ ସଟସର୍କିଟ୍‌ ହୋଇଛି । ଏହାକୁ ନେଇ ପୂରା ଆର୍‌ଜେଡି ଶିବିରରେ ଆତଙ୍କ…

ଶୀତଳଷଷ୍ଠୀ ଯାତ୍ରା ବେଳେ ଗାଁରେ ବୁଲିଲା ଖଣ୍ଡା

ନିର୍ଭୟ ମିଡ଼ିଆ : ଗଞ୍ଜାମ : ଗୋଟିଏ ପଟେ ଗାଁରେ ଶୀତଳଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତର ନଦୀ ବୁହାଇଛନ୍ତି ଦୁର୍ବୃତ୍ତ । ସୋମବାର ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି…

ବିବାହ ବନ୍ଧନରେ ବାନ୍ଧିହେବେ ତାମିଲ୍‌ ଅଭିନେତ୍ରୀ ନୟନତାରା ଓ ନିର୍ଦ୍ଦେଶକ ବିଘ୍ନେଶ

ଏଜେନ୍ସୀ : ମୁମ୍ବାଇ : ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ତାମିଲ୍‌ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବାନ । ସେମାନେ ଚେନ୍ନାଇର ମହାବାଳିପୁରମ୍‌ଠାରେ ବିବାହ କରିବେ ବୋଲି ସ୍ଥିର ହୋଇଛି । ଏହି ଦମ୍ପତି ସିନେମା ଶୈଳୀରେ…

ଅନୁଭବଙ୍କ ପୁଣି ଏକ ଭିଡିଓ

ନିର୍ଭୟ ମିଡ଼ିଆ : କଟକ : ମରିବାକୁ ଆଉ ଡରାଅନି । ତୁମେ ମୋତେ ମାରି ସାରିଲଣି । ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି । ହେଲେ ସମସ୍ତଙ୍କ ପରି…

ପୁଣି ଡରାଇଲାଣି କରୋନା, ଫେରିଲାଣି କଟକଣା

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା । ଦେଶରେ ଗତ କିଛି ଦିନର ବିରତି ପରେ ପୁଣି ଉପରମୁହାଁ ହେଲାଣି ମହାମାରୀ । ଲଗାତର ବଢ଼ିଚାଲିଛି ଦୈନିକ ସଂକ୍ରମଣ । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଦୁଇଗୁଣା…

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଏଜେନ୍ସୀ : ଶ୍ରୀନଗର : ଜମ୍ମୁକଶ୍ମୀରରେ ଡବଲ ଏନନ୍‌କାଉଣ୍ଟର । ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ । ଜମ୍ମୁକଶ୍ମୀରର କୁପୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।…