Day: 3 June 2022

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ବିଜୟ

ଏଜେନ୍ସୀ : ନୂଆଦିଲ୍ଲୀ : ଚମ୍ପାୱତ୍‌ ଉପନିର୍ବାଚନରେ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୫୪,୦୦୦ ଭୋଟ୍‌ରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି । ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିବା ଚମ୍ପାୱତ୍‌ ଉପନିର୍ବାଚନର ଭୋଟ…

କେରଳରେ ଲାଗୁ ହେବନି ସିଏଏ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏଜେନ୍ସୀ : ଥିରୁଭନନ୍ତପୁରମ : ସଂସଦରେ ପାରିତ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ କେରଳରେ କେବେ ହେଲେ ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ ଘୋଷଣା କରିଛନ୍ତି । କ୍ରମାଗତ ଦ୍ୱିତୀୟଥର ପାଇଁ କେରଳରେ କ୍ଷମତା ଦଖଲ କରିଥିବା…

ବ୍ରଜରାଜନଗରରେ ବିଜଦର ବାଜିମାତ, ଜିତିଲେ ଅଳକା

ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ବ୍ରଜରାଜନଗରରେ ବିପୁଳ ଭୋଟରେ ବାଜିମାତ କଲା ବିଜଦ । ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଜିତିଲେ ବିିଜଦ ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା ମହାନ୍ତି…

ଚର୍ଚ୍ଚ ଭିତରେ ଗୁଳିମାଡ଼, ୨ ମୃତ

ଏଜେନ୍ସୀ : ୱାଂଶିଟନ୍‌ : ଆମେରିକାରେ ଗୁଳିମାଡ଼ ଘଟଣା ଥମିବାର ନାଁ ଧରୁନି । ସ୍କୁଲ ଓ ହସ୍ପିଟାଲ ପରେ ଏବେ ଚର୍ଚ୍ଚ ଓ ଶ୍ମଶାନରେ ଗୁଳିମାଡ଼ ଘଟଣା ଘଟିଛି । ଚର୍ଚ୍ଚରେ ହୋଇଥିବା ଆଖିବୁଜା ଗୁଳିମାଡ଼ରେ ୨ ଜଣଙ୍କ ଜୀବନ…