Day: 3 June 2022

ବସ୍‌ରେ ଲାଗିଗଲା ନିଆଁ, ୭ ଜୀବନ୍ତ ଦଗ୍ଧ

ଏଜେନ୍ସୀ : ବାଙ୍ଗାଲୋର : ଦୁର୍ଘଟଣାରେ ବସ୍‌ରେ ନିଆଁ ଲାଗି ଯିବାରୁ ପୋଡ଼ି ହୋଇ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କର୍ଣ୍ଣାଟକାର କମଲାପୁରା ସହରରେ ଏହି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣାରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ, ଉଭୟ ପକ୍ଷ ଦେବେ ଜରିମାନା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଏହି ମାମଲା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ଥିବା ବେଳେ ଆଜି ପ୍ରକାଶ ପାଇଛି ଏହାର ରାୟ । ସୁପ୍ରିମକୋର୍ଟ ଉଭୟ ଆବେଦନକାରୀଙ୍କ…

ଅନ୍ତିମ ସଂସ୍କାର ବେଳେ ଶ୍ମଶାନରେ ଚାଲିଲା ଗୁଳି

ଏଜେନ୍ସୀ : ୱାଂଶିଟନ୍‌ : ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଶ୍ମଶାନ ଭିତରେ ଆଖିବୁଜା ଗୁଳିମାଡ଼ ହୋଇଛି । ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଆକ୍ରମଣକାରୀ ଜଣକ ଫେରାର ହୋଇ ଯାଇଛି ।…

ସୋନିଆ ଗାନ୍ଧିଙ୍କ ପରେ ଝିଅ ପ୍ରିୟଙ୍କାଙ୍କୁ କରୋନା

ଏଜେନ୍ସୀ : ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପରେ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରିୟଙ୍କାଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଛି । ଏ ସମ୍ପର୍କରେ ନିଜେ ପ୍ରିୟଙ୍କା ଟୁଇଟ କରି…

ଆସନ୍ତାକାଲି ଶୀତଳଷଷ୍ଠୀ ଯାତ୍ରା, ମା’ ପାର୍ବତୀଙ୍କ ହାତ ଧରିବେ ମହାଦେବ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ଆସନ୍ତାକାଲି ମା’ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ । ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଲାଣି ସମ୍ବଲପୁର ସହର । ଆଜି ଝାଡୁଆପଡ଼ା, ମୁଦିପଡ଼ା ଓ ଅନ୍ୟାନ ପଡ଼ା ମାନଙ୍କରେ…

୧୫ରୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ

ନିର୍ଭୟ ମିଡ଼ିଆ : ବ୍ରହ୍ମଗିରି : ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ । ଗତ ଦୁଇ ବର୍ଷ କୋଭିଡ୍‌ କଟକଣା ଲାଗୁ ହୋଇଥିବାରୁ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ଅନବସର ନୀତି ।…

ପାଟ୍ରୋଲିଂ ବେଳେ ପୁଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ନିର୍ଭୟ ମିଡ଼ିଆ : ଭଦ୍ରକ : ପାଟ୍ରୋଲିଂ କରୁଥିବା ସମୟରେ ପୁଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡିପୁର ଛକ ନିକଟରେ । ମୃତକ ହେଲେ ଏସପିଓ…

କୂଅରେ ଗଲା ଶଳାର ଜୀବନ, ଭିଣୋଇ ଗୁରୁତର

ନିର୍ଭୟ ମିଡ଼ିଆ : କେନ୍ଦୁଝର : କୂଅରୁ ପଙ୍କ ଉଦ୍ଧାର କରିବା ବେଳେ ଘଟିଲା ଅଘଟଣ । ଶ୍ୱାସରୁଦ୍ଧ ହୋଇ ଶଳାଙ୍କ ଜୀବନ ଯାଇଥିବା ବେଳେ ଗୁରୁତର ହୋଇପଡ଼ିଛନ୍ତି ଭିଣୋଇ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା…

ରାଜଧାନୀରେ ୨ ସ୍ୱାଇନ ଫ୍ଲୁ ଆକ୍ରାନ୍ତ ଚିହ୍ନଟ୍‌

ନିର୍ଭୟ ମିଡିଆ: ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀର ପ୍ରକୋପ ସାମାନ୍ୟ ନିୟନ୍ତ୍ରଣକୁ ଆସିଥିଲାବେଳେ ଟମାଟ ଫ୍ଲୁ କୁ ନେଇ ଲୋକେ ଭୟଭୀତ ରହିଥିଲେ । ଏଭଳି ସମୟରେ ଓଡ଼ିଶାରେ ସ୍ୱାଇନ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ…

ବିଶ୍ୱ ସାଇକେଲ ଦିବସରେ ସଚେତନତା ଶିବିର

ଏଜେନ୍ସୀ : ନୂଆଦିଲ୍ଲୀ : ଏପ୍ରିଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଥିଲା । ଜୁନ ମାସ…