Day: 2 June 2022

ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି

ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ହେବ । ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଏହି ଗଣତି ହେବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ହେବ ।…

ଭାଜପାରେ ଯୋଗ ଦେଲେ ହାର୍ଦ୍ଦିକ ପଟେଲ

ଏଜେନ୍ସୀ : ଅହମ୍ମଦାବାଦ : ଦିନେ ଭାଜପାକୁ ସମାଲୋଚନା କରୁଥିବା ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଧରିଲେ ପଦ୍ମ । ଆଜି ସେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଲେ । ଏନେଇ ସେ ନିଜେ ଘୋଷଣା କରିଛନ୍ତି…

ମେଡିକାଲ ପରିସରରେ ଦୁର୍ବୃତ୍ତଙ୍କ ଗୁଳିମାଡ଼, ୪ ମୃତ

ଏଜେନ୍ସୀ: ୱାଂଶିଟନ୍‌ : ଆମେରିକାରେ ପୁଣି ଗର୍ଜିଛି ବନ୍ଧୁକ । ଜୀବନ ହାରିଛନ୍ତି ଚାରି ଜଣ । ବୁଧବାର ଦିନ ଓକ୍ଲାହୋମାର ତୁଲସା ସ୍ଥିତ ଏକ ମେଡିକାଲ ପରିସରରେ ଆତତାୟୀର ଗୁଳିମାଡ଼ରେ ୪ଜଣ ସଧାରଣ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ…

ରସୁଲଗଡ଼ ଓଭରବ୍ରିଜରେ ସିରିଜ ଦୁର୍ଘଟଣା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ବୁଧବାର ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଯାଇଛି । ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ରାସ୍ତାରେ ଯାଉଥିବା ଏକ କାର୍‌କୁ ପଛ ପଟରୁ ଧକ୍କା ଦେଇଥିଲା ।…

ଆଜି ପଞ୍ଚଭୂତରେ ଲୀନ ହେବେ କେକେ, ମୁମ୍ବାଇରେ ହେବ ଶେଷକୃତ୍ୟ

ଏଜେନ୍ସୀ : ମୁମ୍ବାଇ : ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡର ଖ୍ୟାତନାମା ଗାୟକ କେକେ । ଆଜି ହେବ ତାଙ୍କ ଅନ୍ତିମ ସଂସ୍କାର । ମୁମ୍ବାଇ ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।…

ଆଜିଠୁ ଯୁକ୍ତ ଦୁଇ ମୂଲ୍ୟାୟନ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ମୂଲ୍ୟାୟନ । ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନ୍‌ଲାଇନ ଯୋଗେ ମୂଲ୍ୟାୟନ ହେବ । ୨ ଟି ପର୍ଯ୍ୟାୟରେ…