Day: 2 June 2022

ବର୍ଷାଙ୍କୁ ଝଟକା, ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନିର୍ଭୟ ମିଡ଼ିଆ : କଟକ : ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟରୁ ଲାଗିଛି ଝଟକା । ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସ୍‌ଡିଜେଏମ୍‌ କୋର୍ଟ। ବର୍ଷାଙ୍କୁ…

ଗଛର ଛବି ଆଙ୍କି ଅଭିନବ ପ୍ରତିବାଦ ଜଣାଇଲେ ଛାତ୍ରଛାତ୍ରୀ

ନିର୍ଭୟ ମିଡିଆ: ଭୁବନେଶ୍ୱର : ବିଧାୟକ ବାସଭବନ ନିର୍ମାଣ ଲାଗି ରାଜଧାନୀରେ ଚାଲିଥିବା ଅବାଧ ଗଛକଟାକୁ ବିରୋଧ ବଢିବାରେ ଲାଗିଛି । ସ୍ଥାନୀୟ ବିଧାୟକ କଲୋନୀକୁ ଭାଙ୍ଗିଦେଇ ଏଠାରେ ଥିବା ପୁରାତନ ଗଛଗୁଡ଼ିକ କଟାଯିବା ଘଟଣାକୁ ବିଭିନ୍ନ ମହଲରୁ ବିରୋଧ ଜାରି…

ସଭାପତିଙ୍କ ପାଖେ ପାଖେ ବୁଲିଲେ କଂଗ୍ରେସ ମଜଭୁତ ହେବ ନାହିଁ-ତାରା

ନିର୍ଭୟ ମିଡିଆ: ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ନୂଆ ସଭାପତି ଭାବେ ଶରତ ପଟନାୟକଙ୍କୁ ଦାୟିତ୍ୱ ମିଳିବା ପରେ ଦଳକୁ ଆଗକୁ ନେବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । ରଣନୀତି ପ୍ରସ୍ତୁତ କରି ସବୁ ବର୍ଗର ନେତାଙ୍କୁ ସାଙ୍ଗରେ ଧରି…

ଆମୀରଙ୍କ ମା’ ବନିଲେ ମୋନା

ଆମୀର ଖାନ ଏବଂ କରୀନା କପୁର ଖାନ୍‌ ଷ୍ଟାରର ଫିଲ୍ମ ‘ଲାଲ ସିଂ ଚଡ୍ଡାର ଟ୍ରେଲର ଏଇ ନିକଟରେ ରିଲିଜ ହୋଇଛି । ଫିଲ୍ମର ଟ୍ରେଲର୍‌କୁ ଲୋକେ ବେଶ୍‌ ପସନ୍ଦ କରିଥିବା ବେଳେ ଏହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବନିଛି ।…

ନାଖୁସ୍‌ ଅଛନ୍ତି ନୁସରତ

‘ପ୍ୟାର କା ପଞ୍ଚନାମା’ ଫେମ୍‌ ଅଭିନେତ୍ରୀ ନୁସରତ ଭରୁଚା ଖୁବ୍‌ଶୀଘ୍ର ‘ଜନହିତ ମେ ଜାରୀ’ରେ ମୁଖ୍ୟ ଭୂମିକାରେ ଦେଖାଦେବେ । ଫିଲ୍ମଟି ନାରୀ କେନ୍ଦ୍ରିକ ଥିବାବେଳେ ନୁସରତ ଏହାକୁ ନେଇ ଖୁବ୍‌ ଉତ୍ସାହିତ ମଧ୍ୟ ଅଛନ୍ତି । ନୁସ୍‌ରତ ନିଜ କ୍ୟାରିୟରରେ…

ପୁଣି ଏଟ୍‌ଲୀଙ୍କ ଫିଲ୍ମରେ ଶାହରୁଖ

ବେଶ୍‌ କିଛି ଦିନ ବଲିଉଡରୁ ଦୂରେଇ ରହିବା ପରେ ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌ ଆଗାମୀ ଦିନରେ ବହୁ ଫିଲ୍ମରେ ନଜର ଆସିବେ । ଏବେଶ୍‌ କିଛି ଦିନ ବଲିଉଡରୁ ଦୂରେଇ ରହିବା ପରେ ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌ ଆଗାମୀ…

ରାତି ଅଧରେ ନାବାଳକ ଗାଏବ, ତାତିଲେ ଗାଁ ଲୋକେ

ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି-୭୨ ଗାଁର ଜଣେ ୧୬ ବର୍ଷିୟ ନାବାଳକ ନିଖୋଜ ହେବାକୁ ନେଇ ଦେଖାଦେଇଛି ଉତ୍ତେଜନା । ନାବାଳକ ଜଣକ ବଞ୍ଚିଛି ନା ତାକୁ ହତ୍ୟା କରାଯାଇଛି, ଏହାକୁ ନେଇ ସସ୍‌ପେନ୍ସ ଲାଗି…

ଡିଜିପିଙ୍କ ନିକଟରେ ଆତ୍ମସର୍ମପଣ କଲେ ୫୦ ମାଓ ମିଲିସିଆ

ନିର୍ଭୟ ମିଡ଼ିଆ : ମାଲକାନଗିରି : ପୁଲିସକୁ ମିଳିଛି ଆଜି ବଡ଼ ସଫଳତା । ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୫୦ ମାଓ ମିଲିସିଆ । ଗୁରୁବାର ଡିଜିପି ମାଲକାନଗିରି ଗସ୍ତରେ ଯାଇଥିଲା ବେଳେ ନକ୍ସଲମାନେ…

ଇଡିରେ ହାଜର ପୂର୍ବରୁ ସୋନିଆଙ୍କୁ କରୋନା

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍‌ ୮ ତାରିଖରେ ଇଡିରେ ହାଜର ହୋଇଥାନ୍ତେ ସୋନିଆ ଗାନ୍ଧି । ହେଲେ ତା’ ପୂର୍ବରୁ…

ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଏଜେନ୍ସୀ : ଶ୍ରୀନଗର : ଆତଙ୍କବାଦୀମାନେ ଲଗାତର ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ପୁଣି ଥରେ ଘାଟିରେ ଆଉ ଜଣେ ହିନ୍ଦୁଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଗୁରୁବାର ଜମ୍ମୁକଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ…