Day: 1 June 2022

ଏକ ତରଫା ପ୍ରେମର ପ୍ରତିକ୍ରିୟା ନେଲା ନାବାଳିକାର ଜୀବନ

ଚେନ୍ନାଇ : ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ୧୬ ବର୍ଷୀୟ ଜଣେ ଝିଅଙ୍କୁ ୧୪ଥର ଛୁରୀ ଭୁସିଲା ପାଗଳ ପ୍ରେମିକ। ଏକ ତରଫା ପ୍ରେମରେ ପାଗଳ ହୋଇ କେଶବନ୍‌ ନାମକ ଜଣେ ଯୁବକ ଜଣେ ନାବାଳିକାଙ୍କୁ ବାରମ୍ବାର ଛୁରୀ ଭୁସି…

କୂଅ ଭିତରେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଲେ ଶଶୁର ,ଜ୍ୱାଇଁ ଗୁରୁତର

ଧର୍ମଗଡ଼ : କୂଅ ଭିତରେ ନିଶ୍ୱାସ ରୁନ୍ଧି ହୋଇ ଯିବାବେଳେ ଶଶୁରଙ୍କୁ ବଞ୍ଚାଇବାକୁ ଯାଇ ଜ୍ୱାଇଁ ହୋଇଛନ୍ତି ଗୁରୁତର। କୂଅ ଭିତରେ ପଶି କୂଅ ସଫା କରିବା କୁ ଯାଇ ଆଉ ଫେରି ନଥିଲେ କୂଅ ଭିତରେ ହିଁ ଚାଲି ଯାଇଥିଲା…

ସୌରଭ ଗାଙ୍ଗୁଲିଙ୍କ ଟ୍ୱିଟ

ନୂଆଦିଲ୍ଲୀ: ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ଟ୍ୱିଟକୁ ନେଇ ଏବେ ସବୁ ଆଡ ଚର୍ଚ୍ଚାର ବିଷୟ ପାଲିଟିଛି। ଦାଦା ରୂପେ ପରିଚିତ ସୌରଭ ଗାଙ୍ଗୁଲି ଆଜି ଏକ ଟ୍ୱିଟ ଜରିଆରେ ଏକ ସୂଚନା ଦେଇଛନ୍ତି ଯେ ସେ କିଛି ନୂଆ ଅନ୍ୟ…

ମଦରୁ ବାରଣ କରିବାରୁ ଗୁଳି କରି ହତ୍ୟା କଲା ସ୍ୱାମୀ

ବୌଦ୍ଧ : ମଦ ନିଶାରେ ସ୍ତ୍ରୀକୁ ଗୁଳି କରିଲା ସ୍ୱାମୀ। ଏପରି ଅଭାବନିୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡ଼ିସାହି ଗ୍ରାମରେ। ସୂଚନା ମୁତାବକ ରୋହିତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ମଦ ପିଇ ନିଶାରେ ତାଙ୍କ…

ପୁଣି ଅକ୍ଷୟଙ୍କ ଫିଲ୍ମକୁ ହାତେଇଲେ କାର୍ତ୍ତିକ

ଗତ କିଛି ଦିନ ହେବ ବଲିଉଡରେ କେବଳ କାର୍ତ୍ତିକ ଆର୍ଯ୍ୟାନ୍‌ଙ୍କ ଫିଲ୍ମ ‘ଭୁଲ ଭୁଲୈୟା-୨’ ଥିଏଟର୍ସରେ ଧମାକା କରୁଛି । ଏହା ପୂର୍ବରୁ ଶାହିଦ୍‌ କପୁର, ଅଜୟ ଦେବ୍‌ଗନ ଏବଂ ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ କୌଣସି କମାଲ କରିପାରିନାହିଁ । ହେଲେ…

ବଲିଉଡରେ ଏଣ୍ଟି୍ର କରିବେ ତେଜସ୍ୱୀ!

ଟେଲିଜଗତର ଅଭିନେତ୍ରୀ ତଥା ‘ବିଗ୍‌ ବସ୍‌’ ଫେମ୍‌ ତେଜସ୍ୱୀ ପ୍ରକାଶ ଏବେ ଫିଲ୍ମ ଦୁନିଆରେ ଏଣ୍ଟ୍ରି ନେବାକୁ ଯାଉଛନ୍ତି । ବର୍ତ୍ତମାନ ଜଣାଶୁଣା ଟିଭି ସିରିୟଲ ନିର୍ମାତା ଏକତା କପୁରଙ୍କ ସୁପର ନ୍ୟାଚୁରାଲ ଟିଭି ଶୋ’ ‘ନାଗିନ୍‌ ୬’ରେ ସେ ନଜର…

ବୃକ୍ଷ ସୁରକ୍ଷା ଲାଗି ଆଇନ୍‌ ଦାବି

ବୃକ୍ଷ ସୁରକ୍ଷା ଲାଗି ଆଇନ୍‌ ଦାବି ନିର୍ଭୟ ମିଡିଆ: ଭୁବନେଶ୍ୱର : ମଣିଷ ଜୀବନ ପାଇଁ ବୃକ୍ଷ ଓ ସବୁଜ ବଳୟ ଏକାନ୍ତ ଜରୁରୀ ରହିଥିବାବେଳେ ସରକାର ଆଇନକୁ ବେଖାତିର କରି ପ୍ରତିବର୍ଷ ହଜାର ହଜାର ଗଛ କାଟି ଚାଲିଛନ୍ତି ।…

୯ରୁ କଂଗ୍ରେସର ଜିଲ୍ଲା ଚାଲ ଅଭିଯାନ

୯ରୁ କଂଗ୍ରେସର ଜିଲ୍ଲା ଚାଲ ଅଭିଯାନ ନିର୍ଭୟ ମିଡିଆ: ଭୁବନେଶ୍ୱର ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମୀମାନଙ୍କୁ ଏଣିକି ସାବଧାନ ରହିବାକୁ ପଡ଼ିବ । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିବାକୁ ପ୍ରସ୍ତୁତ ହେଉଥିବା ରଣନୀତି କାର୍ଯ୍ୟକାରୀ…

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଳଙ୍କୁ ଇଡି ସମନ

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଳଙ୍କୁ ଇଡି ସମନ ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁତ୍ର ରାହୁଳ ଗାନ୍ଧୀଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସମନ…

ଜୁଲାଇ ୪ରୁ ଓଜେଇଇ ପରୀକ୍ଷା, ବାହାରିଲା ସୂଚୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଓଜେଇଇ-୨୦୨୨ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ । ଜୁଲାଇ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ସରିବ । ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ ବୋଲି…