Month: May 2022

ବିଜେପି ନେତାଙ୍କୁ ଗିରଫ ଘଟଣାରେ କମ୍ପୁଛି ୩ ରାଜ୍ୟ

ନିର୍ଭୟ : ବିଜେପି ନେତା ତଜିନ୍ଦର ପାଲ ସିଂ ବଗାଙ୍କୁ ପଂଜାବ ପୁଲିସ ଗିରଫ କରିବା ପରେ ଜୋର ଧରିଛି ରାଜନୀତି। ବିଜେପି ନେତାଙ୍କ ଦିଲ୍ଲୀସ୍ଥିତ ଘରେ ପଶି ପଂଜାବ ପୁଲିସ ବଳପୂର୍ବକ ଗିରଫ କରିବା ସମୟରେ ଚକ୍ରବ୍ୟୁହ ରେ ପଂଜାବ…

୯୭ ପ୍ରତିଶତ ଆଫଗାନିସ୍ତାନବାସୀ ଭୋକରେ ଅଉଟୁପାଉଟୁ

ଆଫଗାନିସ୍ତାନରେ ୯୦ ପ୍ରତିଶତରୁ ଅଧିକ ଲୋକ ଭୋକୋରେ ଆଉଟୁପାଉଟୁ। ଆମେରିକା ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପରେ ସମ୍ପୂର୍ଣ୍ଣ ବିଶ୍ୱରେ ଏବେ ଆଲୋଚନା ଜୋର ଧରିଛି। ଦେଶର ପ୍ରାୟ ୨୨ ମିଲିୟନ ବା ୨ କୋଟି ୨୦ ଲକ୍ଷ ଲୋକେ ଖାଦ୍ୟ…

ଦିଗ ବଦଳାଇ ଦୁର୍ବଳ ହୋଇପାରେ ବାତ୍ୟା

ନିର୍ଭୟ : ବାତ୍ୟା ଓଡିଶା ପାଇଁ କିଛି ନୂଆ ନୁହେ। ସବୁ ପରେ ବି ମନରେ ଭୟ ଦେଇ ଯାଇଛି ଫନି ମହାବାତ୍ୟା। ଯାହା କ୍ଷୟ କ୍ଷତି ସହିଛି ଓଡିଶା ତାହା ଦଶ ବର୍ଷ ତଳକୁ ଖସେଇଦେଇଥିଲା ଓଡ଼ିଶାର ଆର୍ଥିକ ଅବସ୍ଥାକୁ।…

ପ୍ରେମିକା ମଥାରେ ଆଉ କାହା ସିନ୍ଦୁର , ଅସହାୟ ପ୍ରେମିକ ଗାଁ ମୁଣ୍ଡ ଗଛରେ ଝୁଲାଇଦେଲା ଜୀବନ

ନିର୍ଭୟ : ପ୍ରେମ ଏକ ପବିତ୍ର ସମ୍ପର୍କ। କିଏ ପାଇ ଭାବେ କିଏ ନପାଇ ବି ଭାବେ। ରାତିରେ ପ୍ରେମିକାର ବାହାଘର ସରିଲା। ସକାଳେ ପ୍ରେମିକର ଶବ ମିଳିଲା। ଭୁଲ କାହାର ? ଏତେ ଭଲ ପାଇବାର କିଛି ମୂଲ୍ୟ ନାହିଁ।…

ଚିଲିକାରେ ଡଙ୍ଗା ବୁଡି: ମିଳିଲା ନିଖୋଜଙ୍କ ମୃତହେଦ

ନିର୍ଭୟ ମିଡିଆ : ବାଲୁଗାଁ : ଗୁରୁବାର ଚିଲିକା ଡଙ୍ଗାବୁଡି ଘଟଣାରେ ନିଖୋଜ ଥିବା ବ୍ୟକ୍ତିଙ୍କର ମିଳିଛି ମୃତଦେହ। ଖାରିବନ୍ଧ ନିକଟରୁ ନିଖୋଜ ରାଜକିଶୋରଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଟିମ। ସେ କାଳିଜାଇ ପୀଠରେ ଏକ ଦୋକାନ କରିଥିଲେ। ଗୁରୁବାର…

୮ରେ ବାତ୍ୟା, ଉପକୂଳ ଛୁଇଁପାରେ ୧୦ରେ

ନିର୍ଭୟ ମିଡିଆ : ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ଆନ୍ଦାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଶନିବାର ସନ୍ଧ୍ୟା ସୁଧ୍ୟା ଅବପାତରେ ପରିଣତ ହୋଇପାରେ। ୮ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ…

ବିଲରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ନିର୍ଭୟ ମିଡିଆ:ବଲାଙ୍ଗୀର : କପା ବିଲରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କର ମୃତଦେହ ମିଳିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବାର ହୋଇଛି ଅଭିଯୋଗ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ୍‌ର ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହ ଶୁକ୍ରବାର…

ଶ୍ରେଣୀ ଗୃହରେ ପୁଷ୍ପା ଡ୍ୟାନ୍ସ, ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

ନିର୍ଭୟ ମିଡିଆ:ଶେରଗଡ କିଛିଦିନ ତଳେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ଏକ କ୍ଳାସ ରୁମରେ ଲାଗିଥିବା ସ୍ମାର୍ଟ ଟିଭିରେ ପିଲାମାନେ ପୁଷ୍ପା ଫିଲ୍ମର ଡ୍ୟାନ୍ସ ଦେଖୁଛନ୍ତି ଏବଂ ଗୀତର ତାଳେତାଳେ ନାଚୁଛନ୍ତି। ପରେ ଏହା ଶେରଗଡ…

ଛାତରୁ ଖସି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ନିର୍ଭୟ ମିଡିଆ : ରାୟଗଡା, : ବିଷମ କଟକ ବ୍ଳକ୍‌ କୋପାପଦର ଆଶ୍ରମ ବିଦ୍ୟାଳୟର ଛାତ୍ରାବସ ଛାତ ଉପରୁ ଖସି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦଶମ ବୋର୍ଡ ଚାଲିଥିବାରୁ ମଙ୍ଗଳ ବିଭାଗ ଅଧିନରେ ପଢୁଥିବା ଛାତ୍ରଛାତ୍ରୀମାନେ…

କାଳ ସାଜୁଛି କଲା ବୈଶାଖୀ ତୀବ୍ର ପବନ ବେଗରେ ଖୁଣ୍ଟି ଉପୁଡ଼ିଲା – ଛପର ଉଡ଼ିଲା – ଗଛ ଭାଙ୍ଗିଲା

ନୟାଗଡରେ ଆଜି ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ୩ଟି ବ୍ଲକରେ ସ୍ଥିତି ଅସମ୍ଭାଳ। ନୟାଗଡ, ନୂଆଗାଁ ଏବଂ ଓଡ଼ଗାଁ ବ୍ଲକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଲା। କାଳବୈଶାଖୀର ତାଣ୍ଡବରେ ଶରଣକୂଳ ବଜାର ଅଂଚଳରେ ଥିବା ବିଏସେନେଲ ମୋବାଇଲ ଟାୱାର ଭାଙ୍ଗିଯାଇଛି।…