Month: May 2022

ସମଲିଙ୍ଗୀ ଭୂମିକାରେ ମାଧୁରୀ

ବଲିଉଡର ଧକ୍‌ ଧକ୍‌ ଗାର୍ଲ ଭାବେ ଜଣାଶୁଣା ଅଭିନେତ୍ରୀ ମାଧୁରୀ ବହୁ ଦିନ ହେବ ଡିଜିଟାଲ ଡେବୁ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଇ ନିକଟରେ ନେଟ୍‌ଫ୍ଲିକ୍ସର ସିରିଜ ‘ଦି ଫେମ୍‌ ଗେମ୍‌’ରୁ ଓଟିଟିରେ ସେ ନିଜର ଡେବୁ୍ୟ କରିଛନ୍ତି ।…

ପେଟା ଇଣ୍ଡିଆ ପକ୍ଷରୁ ସମ୍ମାନିତ ହେଲେ ପୂଜା

ମହେଶ ଭଟ୍ଟ ତନୟା ତଥା ଅଭିନେତ୍ରୀରୁ ଫିଲ୍ମ ନିର୍ମାତା ବନିଥିବା ପୂଜା ଭଟ୍ଟ ସୋସିଆଲ ମିଡ଼ିଆରେ ଖୁବ୍‌ ସକ୍ରିୟ ରହନ୍ତି । ତେବେ ପୂଜାଙ୍କୁ ନେଇ ଏବେ ଏକ ସୁସମ୍ବାଦ ମିଳିଛି । ପେଟା ଇଣ୍ଡିଆ ଜରିଆରେ ତାଙ୍କୁ ସମ୍ମାନିତ କରାଯାଇଥିବା…

୨୦୨୪ରେ ଆସିବ ‘କେଜିଏଫ୍‌-୩’

ଦକ୍ଷିଣ ଭାରତୀୟ ଅଭିନେତା ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୨’ ସିନେମା ଘରେ ରିଲିଜ ହେବା ପରେ ଦର୍ଶକଙ୍କୁ ନିଜର ଦିୱାନା ବନାଇ ଦେଇଛି । ଏହି ଫିଲ୍ମଟି ଭଲ ବ୍ୟବସାୟ ମଧ୍ୟ କରିଛି । ଫିଲ୍ମଟି ଏପ୍ରିଳ ୧୪ରେ ସିନେମା…

ମହିଳା ବିଶ୍ୱ ବକ୍ସିଂ ପଦକ ନିଶ୍ଚିତ କଲେ ଜରିନ୍‌ ଓ ମନିଷା

ଗତ ଏସିଆନ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଥିବା ନିଖତ୍‌ ଜରିନ ଏବଂ ମନିଷା ମୌନ୍‌ ଇସ୍ତାନବୁଲରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ସୋମବାର ଦିନ ୫୨କେଜି ବର୍ଗରେ ଜରିନ୍‌ ସେମି ଫାଇନାଲକୁ ଉଠି…

କିଟ୍ ରେ ଜାତୀୟ ସ୍କୁଲ୍‌ ଚେସ ପ୍ରତିଯୋଗିତା ଉଦ୍ଘାଟିତ

କିଟ୍ ବିଶ୍ୱବିଦ୍ୟାଳୟରେ ୧୦ମ ଏମ୍ପିଏଲ ଜାତୀୟ ସ୍କୁଲ ଚେସ୍ ଚମ୍ପିଅନସିପ-୨୦୨୨ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ରାଜ୍ୟରୁ ୧୦୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। କେବଳ ଓଡ଼ିଶାରୁ…

ଏହା କୌଣସି ବ୍ୟକ୍ତିର ନୁହେଁ ପୁରା ଦଳର ବିଜୟ : ଶ୍ରୀକାନ୍ତ

ପୁରା ଥୋମାସ କପ୍‌ ପ୍ରତିଯୋଗିତାରେ ଏଥର ଅପରାଜୟ ରହି ଭାରତର ଐତିହାସିକ ବିଜୟର ମଙ୍ଗ ଧରିଥିବା କିଡାମ୍ବୀ ଶ୍ରୀକାନ୍ତ ଏହି ବିରାଟ ସଫଳତାକୁ କୌଣସି ଜଣେ ଖେଳାଳିଙ୍କ ସଫଳତା ଭାବରେ ବର୍ଣ୍ଣନା କରାଯାଇପାରିବନି ବୋଲି ଦୃଢ ଭାବେ କହିଛନ୍ତି। ଏହା ମୋର…

୩୭୦ ସପ୍ତାହ ଧରି ବିଶ୍ୱର ଏକ ନମ୍ବର ସ୍ଥାନରେ ଜୋକଭିକ

ସୋମବାର ସଦ୍ୟ ଘୋଷିତ ଏଟିପି ର୍ୟାଙ୍କିରେ ଏକ ବଡ଼ ବ୍ୟକ୍ତିଗତ ମାଇଲ ଖୁଣ୍ଟ ହାସଲ କରିଛନ୍ତି ନୋଭାକ ଜୋକଭିକ। ସେ ଏକ ନମ୍ବର ଆସନ ନିଜର ବଜାୟ ରଖିଛନ୍ତି। ରେକର୍ଡ ୩୭୦ ସପ୍ତାହ ଧରି ବିଶ୍ୱର ଏକ ନମ୍ବର ପୁରୁଷ ସିଙ୍ଗିଲ୍ସ…

ଲୁମ୍ବିନୀରେ ପ୍ରଧାନମନ୍ତ୍ରୀ ‘ଭାରତ ଓ ନେପାଳର ସଂପର୍କ ହିମାଳୟ ପରି ଅଟଳ’

ପବିତ୍ର ବୁଦ୍ଧ ପୁର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନେପାଳର ଲୁମ୍ବିନୀରେ ପହଞ୍ଚିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ । ସେ ଭାରତ ଏବଂ ନେପାଳ ମଧ୍ୟରେ ଥିବା ସଂପର୍କକୁ ହିମାଳୟ…

ଭାରତର ଗହମ ରପ୍ତାନୀ ଉପରେ ନିଷ୍ପତି ଖୁବ ଆକାଶ ଛୁଆଁ

ନୂଆଦିଲ୍ଲୀ: ଆଜି ଗହମର ଦାମ ଅନ୍ତର୍ଜାତୀୟ ବଜାରରେ ରେକର୍ଡ ଉଚ୍ଚସ୍ତରକୁ ଛୁଇଁଛି। ଗହମ ରପ୍ତାନୀ ଉପରେ ଭାରତ ସରକାର ରୋକ ଲଗାଇବା ପରେ ଏହାର ପ୍ରଭାବ ପୂରା ବିଶ୍ୱ ଉପରେ ପଡ଼ିଛି। ୟୁକ୍ରେନ ପୂରା ବିଶ୍ୱକୁ ୧୨% ଗହମ ରପ୍ତାନୀ କରୁଥିଲା…

ତାରିଣୀ ପୀଠରୁ ଫେରିବା ବାଟରେ ବୋଲେରୋ ଦୁର୍ଘଟଣାରେ ୧୧ ବର୍ଷର ପୁଅ ମୃତ

ହାଟଡିହି: ମା’ ତାରିଣୀ ଦର୍ଶନ ସାରି ଘରକୁ ଫେରୁଥିଲେ ବେଳେ ଦୁର୍ଘଟଣା ହୋଇ ୧୧ ବର୍ଷର ପୁଅର ହୋଇଥିଲା ମୃତ୍ୟ। ମା ତରିଣୀଙ୍କ ଦର୍ଶନ ସାରି ପୂଜାର୍ଚ୍ଚନା କରି ଘରକୁ ଫେରିବା ବାଟରେ ହୋଇଥିଲା ଗାଡ଼ି ଦୁର୍ଘଟଣା। ସୂଚନା ମୁତାବକ ବାଲେଶ୍ବର…