Month: May 2022

କୋଭିଡ ପାଇଁ ସ୍ଥଗିତ ରହିଲା ଏସିଆନ୍‌ ପାରା ଗେମ୍ସ

ପ୍ରଚଣ୍ଡ କୋଭିଡ ମହାମାରୀ ଭିତରେ ସନ୍ତୁଳିତ ହେଉଥିବା ଚୀନରୁ ପର୍ଯ୍ୟାୟକ୍ରମେ ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ ରହିବା ଆରମ୍ଭ ହୋଇସାରିଛି । ଏସିଆନ୍‌ ଗେମ୍ସ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା ବେଳେ ମଙ୍ଗଳବାର ଏସିଆନ୍‌ ପାରା ଗେମ୍ସ ମଧ୍ୟ…

ପଦରୁ ହଟିଲେ ଜ୍ଞାନବ୍ୟାପୀ ସର୍ଭେ କମିଶନର

ଜ୍ଞାନବ୍ୟାପୀ ମାମଲାରେ ମଙ୍ଗଳବାର ବାରଣାସୀ କୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । ବିଚାରପତି ରବି କୁମାର ଦିବାକର କୋର୍ଟ କମିଶନର ଅଜୟ ମିଶ୍ରଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି । ତାଙ୍କ ଉପରେ ସ୍ପେଶାଲ ଆଡଭୋକେଟ କମିଶନର ବିଶାଳ ସିଂହ ଆରୋପ…

ପ୍ରଥମ ଦିନରୁ ନିବେଶକଙ୍କୁ ଝଟକା ୯% ରିହାତିରେ ତାଲିକାଭୁକ୍ତ ହେଲା ଏଲ୍‌ଆଇସି

ଦେଶର ସବୁଠୁ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ମଙ୍ଗଳବାର ଶେୟାର ବଜାରରେ ତାଲିକାଭୁକ୍ତ ହୋଇଛି । କମ୍ପାନୀର ଷ୍ଟକ ମଙ୍ଗଳବାର ନିଜ ଅଫର ପ୍ରାଇସ୍‌ ବ୍ୟାଣ୍ଡରୁ ୯ ପ୍ରତିଶତ ଡିସ୍‌କାଉଣ୍ଟରେ ତାଲିକାଭୁକ୍ତ ହେବା ଅର୍ଥ ହେଉଛି…

ଆସାମରେ ବନ୍ୟା ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଆସାମରେ ବନ୍ୟା ଯୋଗୁ ସ୍ଥିତି ସଙ୍ଗୀନ ହୋଇଉଠିଛି । ରାଜ୍ୟର କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ ଏବଂ ଦୀମା ହସାଓ ସମେତ ୨୪ଜିଲ୍ଲାରେ ବନ୍ୟା ପାଇଁ ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁ…

ଗହମ ରପ୍ତାନୀ ରୋକ, ବିଶ୍ୱରେ ସୃଷ୍ଟି କଲାଣି ଖାଦ୍ୟ ସଂକଟ

ଦରଦାମ ବୃଦ୍ଧି ଏବଂ ଦେଶରେ ଗହମ ସଂକଟକୁ ଦୃଷ୍ଟିରେ ରଖି ଭାରତ ସରକାର ଗହମ ରପ୍ତାନୀ ଉପରେ ଲଗାଇଛନ୍ତି କଟକଣା। ଏଥର ବହୁ ପୂର୍ବରୁ ହିଟ୍‌ ୱେଭ୍‌ ଆସିବା ଗହମ ଉତ୍ପାଦନକୁ ପ୍ରଭାବିତ କରିଛି । ଉତ୍ପାଦନ କମ୍‌ ଏବଂ ଚାହିଦା…

ସର୍ଜରୀ ନେଇ ଗଲା ଜୀବନ

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜ ଏବେ ପ୍ରାଣ ହରାଇଛନ୍ତି। କନ୍ନଡ ଟିଭି ଜଗତରେ ଜଣେ ଲୋକପ୍ରିୟ କଳାକର। ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ। ରିପୋର୍ଟ ମୁତାବକ, କସମେଟିକ ସର୍ଜରୀ ନେଲା ଜୀବନ। ଅକାଳରେ ପ୍ରାଣ ହରାଇଛନ୍ତି…

ମୃତ୍ୟୁ ପରେ ବିବି ଜୀବିତ ହୋଇ ରହିବେ ୧୪ ବର୍ଷର ସ୍ମୃତି ସମୃଦ୍ଧି

କଟକ: ମୃତ୍ୟୁ ପରେ ସ୍ମୃତିଙ୍କ କିଡନୀ ଲାଗିଛି ଆଉ ୨ ଜଣଙ୍କ ଦେହରେ। ସ୍ମୃତିଙ୍କ ବ୍ରେନ୍ ଡେଡ୍ ପରେ ପରିବାର ଲୋକେ ତାଙ୍କ କିଡନୀକୁ ଦାନ କରିଛନ୍ତି। କିଡନୀ ଦାନ କରିଥିବା ଝିଅ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀଙ୍କ…

ମୁଖ୍ୟ ମନ୍ତ୍ରୀଙ୍କ ଯୋଗ ଦାନରେ କାଲି ହେବ ତାରାତାରିଣୀ ପ୍ରତିଷ୍ଠା

ନିର୍ଭୟ : ଗଞ୍ଜାମ ଜିଲ୍ଲାରେ ଥିବା ମା ତାରାତାରିଣୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବେ ମୁଖ୍ୟ ମନ୍ତ୍ରୀ। ଏହି ଉତ୍ସବର ଖୁବ ଧୁମ ଧାମରା ସହିତ ହେବ ସହିତ ବହୁ ଜନସମାବେଶ ହେବାର ଆଶଙ୍କା ରହିଛି। ଏଥିପାଇଁ ସାରା ଗଞ୍ଜାମ…

ବିବାଦ ପରେ ସମାଧାନ ତାପରେ ବିବାହ ପାଇଁ ଆବେଦନ

ନିର୍ଭୟ :ସ୍ୱର୍ଗତ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ଏବେ ବିବାହ ବନ୍ଧନରେ ବାନ୍ଧି ହେବେ। ସୂଚନା ମୁତାବକ ବିଜୟ ଶଙ୍କର ଦାସ ଏବଂ ତାଙ୍କ ପ୍ରେମିକ ଏବେ ଖୁବ ଚରାଚରେ ଅଛନ୍ତି। କିଛି ଦିନ ପୂର୍ବରୁ…

ପାଠପଢ଼ା ସମୟ ବୃଦ୍ଧି ନେଇ ଗଣଶିକ୍ଷା ବିଭାଗକୁ ଚିଠି

ଭୁବନେଶ୍ୱର : ଅସମ୍ଭାଳ ତାତି ହୋଇଥିବା ବେଳେ ରାଜ୍ୟ ସରକାର ସମସ୍ତ ସ୍କୁଲ ଗୁଡ଼ିକୁ କିଛି ଦିନ ପାଇଁ ଛୁଟି ଘୋଷଣା କରାଯାଇଥିଲା। ତା’ପରେ ମେ’ ୨ରୁ ସ୍କୁଲ୍ ଗୁଡ଼ିକୁ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ପାଣିପାଗର…