Month: May 2022

୨୦୨୨ରେ ଅବସର ନୁହେଁ ,୨୦୨୩ ଆଇପିଏଲରେ ବି ଖେଳିବେ ଧୋନି

ନିର୍ଭୟ : ଶୁକ୍ରବାର ରାଜସ୍ଥାନ ରୟାଲ୍ସ ସହ ମ୍ୟାଚ ପୂର୍ବରୁ ଟସ ବେଳେ ଆଗାମୀ ସିଜିନରେ ପୁଣି ଖେଳିବା ବୋଲି କହିଥିଲେ ଧୋନି। ୨୦୨୩ ଆଇପିଏଲ ସିଜିନ ତାଙ୍କର କ୍ୟାରିୟର ଅନ୍ତିମ ସିଜିନ ହୋଇପାରେ । ଧୋନିଙ୍କ ଫ୍ୟାନ ମାନେ ଭାବୁଥିଲେ…

ଘୁଞ୍ଚିଲା ଯୁକ୍ତ ୨ର ମେ’ ୩୧ ତାରିଖ ପରୀକ୍ଷା

ଭୁବନେଶ୍ୱର : (ସିଏଚ୍‌ଏସ୍‌ଇ) ର ନୂଆ ନିୟମ ଅନୁସାରେ ଘୁଞ୍ଚିଲା ଯୁକ୍ତ ୨ର ମେ’ ୩୧ ତାରିଖ ପରୀକ୍ଷା। ସୂଚନା ମୁତାବକ ଏପ୍ରିଲ ୨୮ ତାରିଖ ଠାରୁ ଆରମ୍ଭ ହୋଇ ମେ’ ୩୧ରେ ଶେଷ ହେବାକୁ ଥିବା ପରୀକ୍ଷା ରେ ହୋଇଛି…

ବିଜେପିର ୨୫ ବର୍ଷ ପାଇଁ ରଣନୀତି

ନୂଆଦିଲ୍ଲୀ: ଦେଶର ସ୍ୱାଧୀନତାର ୭୫ ବର୍ଷରେ ପରେ ବିଜେପିକୁ ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ଏବେ ଠାରୁ ପ୍ରସ୍ତୁତ କରିବାକୁ ମୋଦିଙ୍କ ବାର୍ତା। ବିଜେପିର ଜାତୀୟ କାର୍ଯ୍ୟକର୍ତ୍ତାଙ୍କୁ ଜୟପୁର ଠାରେ ଭିଡିଓ କନଫରେନ୍ସିଂରେ ସମ୍ବୋଧନ କରି ମୋଦି ଦଳୀୟ କର୍ମୀ…

ଏୟାର ଇଣ୍ଡିଆ ବିମାନର ମଝି ଆକାଶରେ ଇଞ୍ଜିନ ବନ୍ଦ

ନୂଆଦିଲ୍ଲୀ : ବୈଷୟିକ ତ୍ରୁଟି କାରଣରୁ ଅଳ୍ପକେ ବର୍ତ୍ତିଲା ବିମାନ ଯାତ୍ରୀ । ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର ଗୋଟିଏ ବିମାନ ଅଳ୍ପକେ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଏୟାର ଇଣ୍ଡିଆର ଏୟାରବସ ଏ୩୨୦ନେଓ ବିମାନ ମଝି ଆକାଶରେ…

ଟ୍ୟାଙ୍କର-ଟ୍ରକ୍ ଜଳିବା ସହିତ ୯ ଜଣଙ୍କର ଜୀବନ୍ତ ଦଗ୍ଧ

ଚନ୍ଦ୍ରପୁର : ଚନ୍ଦ୍ରପୁର-ମୁଲ ରୋଡ୍‌ରେ ରାତି ଅଧାରେ ହୋଇଥିଲା ଦୁର୍ଘଟଣା ଯେଉଁଥିରେ ୯ ଜଣଙ୍କର ଜୀବନ୍ତ ଦଗ୍ଧ ହୋଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏମନ୍ତି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଯାହା ଦେଖିଲେ ଆଖିକୁ ବିଶ୍ୱାସ କରିହେବନି। ଗୋଟିଏ ଡିଜେଲ ବୋଝେଇ ଟ୍ୟାଙ୍କର…

ସାଢେ ୬ ବର୍ଷ ପରେ ଜେଲ ମୁକୁଳିଲେ ଇନ୍ଦ୍ରାଣୀ ମୁଖାର୍ଜୀ

ନିର୍ଭୟ : ନିଜ ଝିଅର ଗଳା କାଟି ପୂର୍ବ ସ୍ୱାମୀଙ୍କ ଗାଡ଼ି ଭିତରେ ରଖି ଥିବା ମାମଲାରେ ମା ଇନ୍ଦ୍ରାଣୀ ମୁଖାର୍ଜୀଆଙ୍କୁ ହୋଇଥିଲା ଜେଲ। ୨୦୧୫ ମସିହାରୁ ମୁମ୍ବାଇ ଜେଲରେ କାଳ କାଟୁଥିଲେ ଇନ୍ଦ୍ରାଣୀ। ନିଜ ଝିଅର ହତ୍ୟା ଘଟଣାରେ ତାଙ୍କୁ…

‘ହାଇଦ୍ରାବାଦ ଏନକାଉଣ୍ଟର ମିଥ୍ୟା ଥିଲା’

୨୦୧୯ରେ ହାଇଦ୍ରାବାଦରେ ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ଏନକାଉଣ୍ଟର ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ୍‌ ଭିଏସ ସିରପୁରକର କମିଶନ ଇତିମଧ୍ୟରେ ଏହାର ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ରିପୋର୍ଟରେ ଅଭିଯୁକ୍ତଙ୍କର ଏନକାଉଣ୍ଟରକୁ ମିଥ୍ୟା…

୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ

୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଏଜେନ୍ସୀ : ରାମପୁର ଉତ୍ତର ପ୍ରଦେଶ ରାମପୁରର ସପା ବିଧାୟକ ଆଜମ୍‌ ଖାନ୍‌ ୨୭ ମାସରେ ଶୁକ୍ରବାର ସିତାପୁର ଜେଲ୍‌ରୁ ମୁକୁଳିଛନ୍ତି । ସେ ସକାଳ ୮ଟାରେ ଜେଲ୍‌ରୁ ବାହାରିଥିଲା ବେଳେ ଦୁଇ…

ରାଜ୍‌ଙ୍କ ଅଯୋଧ୍ୟା ଯାତ୍ରା ସ୍ଥଗିତ

ଏଜେନ୍ସୀ : ମୁମ୍ବାଇ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକ୍‌ରେ ଜୁନ୍‌ ୫ରେ ହେବାକୁ ଥିବା ତାଙ୍କ ଅଯୋଧ୍ୟା ଯାତ୍ରାକୁ ସ୍ଥଗିତ କରିଛନ୍ତି । ସେ କହିଛନ୍ତି ଯେ, ୨୨ ତାରିଖରେ ପୁନେରେ ହେବାକୁ ଥିବା ରାଲିରେ ମୁଁ ଏ…

ପେଗାସସ ବିବାଦ : ଜୁନ୍‌ ୨୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପେଗାସସ ଗୁପ୍ତଚରୀ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଯାଞ୍ଚ ପୁରା କରିବା ପାଇଁ ଦେଇଛନ୍ତି ଆଉ ଏକମାସ ସମୟ । କୋର୍ଟ ଯାଞ୍ଚ ପୂରଣ ସହ ରିପୋର୍ଟ ଜମା କରିବା ପାଇଁ ଅଦାଲତ ଦ୍ୱାରା ନିଯୁକ୍ତ ପ୍ୟାନେଲକୁ ଜୁନ୍‌ ୨୦ ସୁଦ୍ଧା ଏହା…